ETV Bharat / city

କୋଭିଡ ନିୟମ ଉଲ୍ଲଙ୍ଘନ, ସିଲ ହେଲା ଦୋକାନ

author img

By

Published : Jun 30, 2021, 10:59 PM IST

କୋଭିଡ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ଦୋକାନ ସିଲ୍। ବରମୁଣ୍ଡା, ନାକା ଗେଟ, ଷ୍ଟୁଡିଓ ଛକ, ନୟାପଲୀରେ ମଦ ଦୋକାନ ଉପରେ ବିଏମସିର ଚଢ଼ାଉ କରିଛି । ଚଢାଉ ବେଳେ ୩୭ ହଜାର ଫାଇନ ଆଦାୟ କରିଛି ବିଏମସି। ଅଧିକ ପଢନ୍ତୁ...

ସିଲ ହେଲା ଦୋକାନ
ସିଲ ହେଲା ଦୋକାନ

ଭୁବନେଶ୍ବର: କୋଭିଡ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ଦୋକାନ ସିଲ୍। ବରମୁଣ୍ଡା, ନାକା ଗେଟ, ଷ୍ଟୁଡିଓ ଛକ, ନୟାପଲୀରେ ମଦ ଦୋକାନ ଉପରେ ବିଏମସିର ଚଢ଼ାଉ କରିଛି । ଚଢାଉ ବେଳେ ୩୭ ହଜାର ଫାଇନ ଆଦାୟ କରିଛି ବିଏମସି ।

ସେହିପରି ସେହିପରି ସିଟି ଓମେନ୍ସ କଲେଜ ରୋଡରେ ଥିବା ୧୦ ଟି ଦୋକାନ ସିଲ କରିଛି ବିଏମସି । ରେଣ୍ଟଲ କଲୋନୀ ପଟାଶ ଛକରେ ଆମିଷ ମାର୍କେଟରୁ ୧୦ ହଜାର ଟଙ୍କା ଜୋରିମାନା ଆଦାୟ ହୋଇଛି । ବିଏମସି ସାଉଥ ୱେଷ୍ଟ ଜୋନ ପକ୍ଷରୁ ଏହି ଚଢ଼ାଉ କରାଯାଇଥିଲା। ଏହି ଚଢ଼ାଉରେ କମିଶନରେଟ ପୋଲିସ ସାମିଲ ଥିଲେ ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.