ETV Bharat / city

ରାଜଧାନୀରେ ସେକ୍ସ ରାକେଟ ଠାବ, ୬ କର୍ପୋରେଟ ଗାର୍ଲ ଉଦ୍ଧାର

ରାଜଧାନୀରେ ହାଇପ୍ରୋଫାଇଲ ସେକ୍ସ ରାକେଟର ପର୍ଦ୍ଦାଫାଶ । ଖଣ୍ଡଗିରି ଥାନା ଏମସ ନଗରର ଗୋଟିଏ ହୋଟେଲରୁ 6 ଦେହଜୀବୀଙ୍କୁ ଅସଂଯତ ଅବସ୍ଥାରେ ଉଦ୍ଧାର କରିଛି ପୋଲିସ । ଏଥିସହ ହୋଟେଲର ମ୍ୟାନେଜର ସମେତ ଦୁଇ ଦେହ ଦଲାଲ ଓ ଜଣେ ଗ୍ରାହକକୁ ପୋଲିସ ଗିରଫ କରିଛି।

author img

By

Published : Dec 1, 2019, 7:06 PM IST

Updated : Dec 1, 2019, 8:57 PM IST

sexracket in bhubaneswar
ରାଜଧାନୀରେ ସେକ୍ସ ରାକେଟ ଠାବ, ୬ କର୍ପୋରେଟ ଗାର୍ଲ ଦେହଜୀବୀ ଉଦ୍ଧାର

ଭୁବନେଶ୍ବର: ରାଜଧାନୀରେ ହାଇପ୍ରୋଫାଇଲ ସେକ୍ସ ରାକେଟ । ରାକେଟରେ ପଶ୍ଚିମବଙ୍ଗର କର୍ପୋରେଟ ଗାର୍ଲ । ଅନଲାଇନରେ ବୁକିଂ ଗେଷ୍ଟ ହାଉସରେ ସେଟିଂ। ଏମିତି ଢଙ୍ଗରେ ଚାଲୁଥିବା ସେକ୍ସ ରାକେଟର ପର୍ଦ୍ଦାଫାଶ କରିଛି କମିଶନରେଟ ପୋଲିସ । ଖଣ୍ଡଗିରି ଥାନା ଏମସନଗରର ହୋଟେଲ ସନସିପରୁ 6 ଦେହଜୀବୀଙ୍କୁ ଅସଂଯତ ଅବସ୍ଥାରେ ଉଦ୍ଧାର କରିଛି ପୋଲିସ । ଏଥିସହ ହୋଟେଲର ମ୍ୟାନେଜର ସମେତ ଦୁଇ ଦେହ ଦଲାଲ ଓ ଜଣେ ଗ୍ରାହକକୁ ଗିରଫ କରିଛି ପୋଲିସ।

ରାଜଧାନୀରେ ସେକ୍ସ ରାକେଟ ଠାବ, ୬ କର୍ପୋରେଟ ଗାର୍ଲ ଦେହଜୀବୀ ଉଦ୍ଧାର

ତେବେ ଏଠାରେ ଅନଲାଇନରେ ଯୋଗାଯୋଗ ହେଉଥିବାବେଳେ ଗିରଫ ହୋଇଥିବା 2 ଦଲାଲ ଏମଡି ନିହାର ଓ ଏମଡି ସେହ୍ବାଜ ଥିଲେ କାର୍ପଟଦାର। ଏମାନେ ହ୍ବାଟସପରେ ଯୁବତୀଙ୍କ ଫଟୋ ସହ ରେଟ ଫିକ୍ସ କରୁଥିଲେ।

ରେଟ୍‌ ଫିକ୍ସ ପରେ ପଶ୍ଚିମବଙ୍ଗରୁ ଫ୍ଲାଇଟ ଯୋଗେ କର୍ପୋରେଟ ଗାର୍ଲ ଆସି ହୋଟେଲରେ ଗ୍ରାହକଙ୍କର ରାତି ରଙ୍ଗୀନ କରୁଥିଲେ । ଏହାସହ ଗ୍ରାହକଙ୍କ ଡିମାଣ୍ଡ ଅନୁସାରେ ବାହାରେ ବୁଲାଇନେବାକୁ ବ୍ୟବହାର କାର ହେଉଥିଲା । ଏନେଇ ରାତି ପିଛା 7 ହଜାରରୁ 10ହଜାର ପର୍ଯ୍ୟନ୍ତ ଡିଲ ହେଉଥିବା ସୂଚନା ମିଳିଛି । ସେପଟେ ଏହି ରାକେଟର ମାଷ୍ଟରମାଇଣ୍ଡକୁ ଧରିବାକୁ ପୋଲିସ ଯୋଜନା ଚଳାଇଥିବା ଜଣାପଡିଛି।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Intro:ରାଜଧାନୀରେ ସେକ୍ସ ରାକେଟ ଠାବ,
୬ କର୍ପୋରେଟ ଗାର୍ଲ ଦେହଜିବି ଉଦ୍ଧାରBody:

ରାଜଧାନୀରେ ହାଇପ୍ରୋଫାଇଲ ସେକ୍ସ ରାକେଟ
ରାକେଟରେ ପଶ୍ଚିମବଙ୍ଗର କର୍ପୋରେଟ ଗାର୍ଲ
ଅନଲାଇନରେ ବୁକିଂ ଗେଷ୍ଟ ହାଉସରେ ସେଟିଂ
ଏମିତି ଢଙ୍ଗରେ ଚାଲୁଥିବା ସେକ୍ସ ରାକେଟର ଫର୍ଧାଫାସ କରିଛି କମିସନରେଟ ପୋଲିସ।ଖଣ୍ଡଗିରି ଥାନା ଏମସ ନଗରର ହୋଟେଲ ସନସିପରୁ ୬ ଦେହଜିବିଙ୍କୁ ଅସଂଜତ ଅବସ୍ଥାରେ ଉଦ୍ଧାର କରିଛି ପୋଲିସ ।ଏଥିସହ ହୋଟେଲର ମାନେଜର ସମେତ ଦୁଇ ଦେହ ଦଲାଲ ଓ ଜଣେ ଗ୍ରାହାକକୁ ଗିରଫ କରିଛି ପୋଲିସ।
ବାଇଟ-ପି କେ ରାଉତ,ଏସିପି ଜୋନ ୩
ତେବେ ଅନଲାଇନରେ ହେଉଥିଲା ଯୋଗାଯୋଗ।ଗିରଫ ୨ ଦଲାଲ ଏମଡି ନିହାର ଓ ଏମଡି ସେହ୍ବାଜ ଥିଲେ କାର୍ପଟଦାର ।ହ୍ବାଟସପରେ ଯୁବତିଙ୍କ ଫଟୋ ସହ ରେଟ କରୁଥିଲେ ଫିକ୍ସ।ପଶ୍ଚିମବଙ୍ଗରୁ ଫ୍ଲାଇଟ ଯୋଗେ କର୍ପୋରେଟ ହାର୍ଲ ଆସି ହୋଟେଲରେ କରୁଥିଲେ ରାତି ରଙ୍ଗିନ।ଗ୍ରାହାକଙ୍କ ଡିମାଣ୍ଡ ଅନୁସାରେ ବାହାରେ ବୁଲାଇନେବକୁ ବ୍ଯବହାର ହେଉଥିଲା କାର। ରାତି ପିଛା ୭ ହଜାରରୁ ୧୦ହଜାର ପର୍ଯନ୍ତ ହେଉଥିଲା ଡିଲ।କର୍ପୋରେଟ ଗାର୍ଲ ଯୋଗୁଁ ଡାକ୍ତର ଇଂଜିନିୟର ,ପଲଟିକାଲ ବିଜେନେସମାନଙ୍କ ଥିଲା ପ୍ରଥମ ପସନ୍ଦ।
ବାଇଟ-ପି କେ ରାଉତ ଜୋନ ୩
ତେବେ ପର୍ଯଟନର ରୁତୁ ଆସୁଥିବା ବେଳେ ପର୍ଯଟଙ୍କଙ୍କ ଡିମାଣ୍ଡ ଦେଖି ସେକ୍ସ ରାକେଟର ଧନ୍ଦା ଚଳାଇଛନ୍ତି ଦେହ ଦଲାଲ।ତେବେ ରାକେଟର ମାଷ୍ଟରମାଇଣ୍ଡକୁ ଧରିବାକୁ ଯୋଜନା ଚଳାଇଛି ପୋଲିସ।

Conclusion:ବାଇଟ-ପି କେ ରାଉତ ,ଏସିପି ଜୋନ ୩
Last Updated : Dec 1, 2019, 8:57 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.