ETV Bharat / city

ବାଂଲାଦିଦିର ଖେଳ ଖତମ, ସିଲେଇ ଶିଖାଇବା ନାଁରେ ଚଳାଇଥିଲା ବେପାର

ରାଜଧାନୀରେ ହାଇ ପ୍ରୋଫାଇଲ ସେକ୍ସ ରାକେଟ। ବଙ୍ଗୀୟ ଯୁବତୀଙ୍କୁ ନେଇ ଚାଲିଥିଲା ଦେହ ବେପାର। ଲିଙ୍ଗରାଜ ଥାନା ଅଞ୍ଚଳରେ ଏସଟିଏଫ ରେଡ ପରେ ୬ ରୁପଜୀବୀ ଉଦ୍ଧାର । ତେବେ ଶିଲାଇ ଶିଖିବା ନାଁରେ ସେକ୍ସ ରାକେଟ ଚାଲୁଥିବା ଖବର ଲାଗିବା ପରେ ରେଡ କରିଥିଲା ଏସଟିଏଫ ଟିମ।

stf arrest racket head
ବାଂଲାଦିଦିର ଖେଲ ଖତମ, ସିଲେଇ ଶିଖାଇବା ନାଁରେ ଚଲାଇଥିଲା ବେପାର
author img

By

Published : Jan 21, 2020, 9:11 PM IST

Updated : Jan 21, 2020, 10:40 PM IST

ଭୁବନେଶ୍ବର: ଦୀର୍ଘଦିନର ଲୁଚକାଳି ଖେଳ ପରେ ଏସଟିଏଫ ହାତରେ ସେକ୍ସ ରାକେଟର କିଙ୍ଗପିନ୍ । ବାଂଲାଦେଶୀ ମହିଳା ଅଞ୍ଜଲି ଦିଦିକୁ ଆଜି ଗିରଫ କରିଛି ଏସଟିଏଫ । ଷ୍ଟେସନ ବଜାରର ଏକ ହୋଟେଲରୁ ବାଂଲାଦେଶୀ ଯୁବତୀ ଧରାପଡିବା ପରେ ଦିଦିକୁ ଧରିବା ପାଇଁ ତନାଘନା ଆରମ୍ଭ କରିଥିଲା ଟିମ୍ । ଆଜି ଲିଙ୍ଗରାଜ ଥାନା ଅଞ୍ଚଳରେ ଏସଟିଏଫ ଚଢାଉ କରି ଦିଦିକୁ ଗିରଫ କରିବା ସହ ତା ସହଯୋଗୀ ଇବ୍ରାହିମକୁ ପିପିଲିରୁ ଗିରଫ କରିଛି । ଚଢାଉରେ 6 ରୂପଜୀବୀଙ୍କୁ ଉଦ୍ଧାର କରିବା ସହ ବହୁ ଆପତ୍ତି ଜନକ ସାମଗ୍ରୀ ଜବତ କରିଛି ଏସଟିଏଫ । ସିଲାଇ ଶିଖାଇବା ନାଁରେ ବଙ୍ଗୀୟ ଯୁବତୀକୁ ନେଇ ଚାଲିଥିଲା ଦେହବେପାର ।

ବାଂଲାଦିଦିର ଖେଳ ଖତମ, ସିଲେଇ ଶିଖାଇବା ନାଁରେ ଚଳାଇଥିଲା ବେପାର

ସୂଚନା ଅନୁସାରେ, ରାକେଟର ମାଷ୍ଟରମାଇଣ୍ଡ ଅଞ୍ଜଲି ଦିଦି, ପିପିଲିରେ ରହି ଫୋନ ଯୋଗେ ଚଳାଉଥିଲା ଏହି କାରବାର। ଏହା ପଛରେ ଥିବା ଦଲାଲ ଇବ୍ରାହିମ ଏସବୁ ଯୁବତୀଙ୍କୁ ନେଇ ବିଭିନ୍ନ ହୋଟେଲ ଓ ଟୁରିଷ୍ଟ ସ୍ପଟକୁ ପଠାଉଥିଲା। ଫୋନ ଯୋଗେ ରେଟ ଛିଣ୍ଡିବା ପରେ ଘଣ୍ଟାକୁ ଓ ଦିନ ପିଛା ପାଖାପାଖି ୧୫ ହଜାର ଟଙ୍କା ପର୍ଯ୍ୟନ୍ତ ଦିନକୁ ବେପାର କରୁଥିଲେ ଦୁଇ ମାଷ୍ଟରମାଇଣ୍ଡ । ତେବେ ଅଞ୍ଜଲି ଦିଦିକୁ ଟ୍ରାକ କରି ଗିରଫ ପରେ ଯୁବତିଙ୍କ ସୁରାକ ପାଇ ରେଡ କରିଥିଲା ଏସଟିଏଫ ଟିମ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Intro:ସିଲାଇ ଶିଖାଇବା ନାରେ ସେକ୍ସରାକେଟ
ରାଜଧାନୀରୁ ୬ଯୁବତି ଉଦ୍ଧାର ସହ ୨ ଗିରଫ
Body:
ରାଜଧାନୀରେ ହାଇ ପ୍ରୋଫାଇଲ ସେକ୍ସ ରାକେଟ।ବଙ୍ଗିୟ ଯୁବତିଙ୍କୁ ନେଇ ଦେହ ବେପାର।ଲିଙ୍ଗରାଜ ଥାନା ଅଂଚଳରେ ଏସଟିଏଫ ରେଡ ପରେ ୬ ଦେହଜିବି ଉଦ୍ଧାର ।ତେବେ ଶିଲାଇ ଶିଖିବା ନାରେ ସେକ୍ସ ରାକେଟ ଚାଲୁଥିବା ଖବର ଲାଗିବା ପରେ ରେଡ କରିଥିଲା ଏସଟିଏଫ ଟିମ।ଏକ ଭଡା ଘରୁ ୬ ଦେହଜିବିଙ୍କୁ ଉଦ୍ଧାର କରିଥିବା ବେଳେ ରାକେଟ ଚଲାଉଥିବା ଅଂଜଳି ଦିଦି ଓ ଇବ୍ରାହିମ ଦଲାଲକୁ ପିପିଲିରୁ ଗିରଫ କରିଛି ଏସଟିଏଫ ଟିମ।ତେବେ କିଛି ଦିନ ତଳେ ଲକ୍ଷ୍ମିସାଗର ଥାନା ଅଂଚଳରୁ ଜଣେ ବାଙ୍ଗଲାଦେଶି ଯୁବତି ଧରାପଡିବା ପରେ ତନାଘନା ଆରମ୍ଭ କରିଥିଲେ ଏସଟିଏଫ ଟିମ।ପରେ ଏନେଇ ଏହା ପଛର ମାଷ୍ଟରମାଇଣ୍ଡ ଅଂଜଳି ଦିଦି ଯେରି ପିପିଲିରେ ରହି ଫୋନ ଯୋଗେ ଚଳାଉଥିଲା ଏହି କାରବାର।ଏହା ପଛରେ ଥିବା ଦଲାଲ ଇବ୍ରାହିମ ଏସବୁ ଯୁବତିଙ୍କୁ ନେଇ ବିଭିନ୍ନ ହୋଟେଲ ଓ ଟୁରିଷ୍ଟ ଷସ୍ପଟକୁ ପଠାଉଥିଲା।ଫୋନ ଯୋଗେ ରେଟ ଛିଣ୍ଡିବା ପରେ ଘଣ୍ଟାକୁ ଓ ଦିନ ପିଛା ପାଖାପାଖି ୧୫ ହଜାର ଟଙ୍କା ପର୍ଯନ୍ତ ଦିନକୁ ବେପାର କରୁଥିଲେ।ତେବେ ଅଂଜଳି ଦିଦିକୁ ଟ୍ରାକ କରି ଗିରଫ ପରେ ଯୁବତିଙ୍କ ସୁରାକ ପାଇ ରେଡ କରିଥିଲା ଏସଟିଏଫ ଟିମ।କିଛି ଆପତିଜନକ ସାମଗ୍ରି ଜବତ କରିଛି ଏସଟିଏଫ ଟିମ।ତେବେ ଘର ମାଲିକାଣିଙ୍କ କହିବା ଅନୁସାରେ ସିଲେଇ ଶିଖିବାକୁ କହି କିଛି ଯୁବତି ଏଠାରେ ଭଡା ନେଇଥିଲେ।

Conclusion:
Last Updated : Jan 21, 2020, 10:40 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.