ETV Bharat / city

ଆଜି ରହିବ କୋଲଡ ଡେ, ବହିବ କୋଲଡ ୱେଭ - ପ୍ରବଳ ଶୀତ ଲହରି

ରାଜ୍ୟ ସାରା ପ୍ରବଳ ଶୀତ ଲହରୀ ଜାରି । ଉତ୍ତର-ପୂର୍ବ ଦିଗରୁ ବହିବ 10ରୁ 15 କିଲୋମିଟର ବେଗରେ ପବନ। ୪ ଦିନ ଲାଗି ରହିବ ପ୍ରବଳ ଶୀତ। ଅଧିକ ଖବର ପଢନ୍ତୁ...

weather condition
ଆହୁରୀ 4 ଦିନ ପ୍ରବଳ ଶୀତ,ଉତ୍ତର ଭାରତରେ ଉତ୍ତରା ପବନ ମାଡ
author img

By

Published : Dec 28, 2019, 11:03 AM IST

Updated : Dec 28, 2019, 2:00 PM IST

ଭୁବନେଶ୍ବର: ପ୍ରବଳ ଥଣ୍ଡା ସାଙ୍ଗକୁ କୋହଲା ପାଗ। ଏହି ଅସହ୍ୟ ଜାଡ ଏବେ ରାଜ୍ୟବାସୀଙ୍କ ହାଡ ଭାଙ୍ଗି ଦେଉଛି। ଉତ୍ତର ପୂର୍ବ ଦିଗରୁ ୧୦ରୁ ୧୫ କିମି ବେଗରେ ପବନ ବହିବା ଯୋଗୁ ରାଜ୍ୟରେ ଜାରି ରହିଛି କୋଲଡ ୱେଭ। ଯାହାକୁ ନେଇ ଆଜି ଦିନ ବ୍ୟାପି କୋଲଡ ରହିବ।

ଆହୁରୀ 4 ଦିନ ପ୍ରବଳ ଶୀତ,ଉତ୍ତର ଭାରତରେ ଉତ୍ତରା ପବନ ମାଡ

ଆଭ୍ୟନ୍ତରୀଣ ଓଡିଶାରେ ତାପମାତ୍ରା କମ ରହିଛି । କୋଲଡ ୱେଭ ବହିବାର ପୂର୍ବାନୁମାନ ରହିଛି । ମେଘମୁକ୍ତ ଆକାଶ ଯୋଗୁଁ ତାପମାତ୍ରାରେ କିଛିଟା ପରିବର୍ତ୍ତନ ସହ ତାପମାତ୍ରା ହ୍ରାସ ହୋଇଛି । ତେବେ ଆସନ୍ତା ୨ ତାରିଖରୁ ବର୍ଷା ହେବାର ସୂଚନା ରହିଛି ।

weather condition
ଆହୁରୀ 4 ଦିନ ପ୍ରବଳ ଶୀତ,ଉତ୍ତର ଭାରତରେ ଉତ୍ତରା ପବନ ମାଡ

ତେବେ ଶନିବାର ସୋନପୁରରେ ସର୍ବନିମ୍ନ ୪.୦ଡିଗ୍ରୀ ତାପମାତ୍ରା ରେକର୍ଡ ରହିଛି । ସେହିପରି ଭୁବନେଶ୍ବରରେ ୧୨.୦ ତାପମାତ୍ରା ରେକର୍ଡ ହୋଇଛି । ସେହିପରି ଆଭ୍ୟନ୍ତରୀଣ ଓଡିଶାରେ କେତୋଟି ଜିଲ୍ଲାରେ ୧୦ରୁ ୧୨ ଡିଗ୍ରୀ ହ୍ରାସ ହୋଇଛି । ସେହିପରି ଉପକୂଳ ଜିଲ୍ଲାମାନଙ୍କରେ ୫ ରୁ ୬ ଡିଗ୍ରୀ ହ୍ରାସ ହୋଇଛି ।

ସେହିପରି ସୁନ୍ଦରଗଡ,ଦାରିଙ୍ଗିବାଡି,କେଉଁଝର,ତାଳଚେର ଅଞ୍ଚଳରେ ମଧ୍ୟମରୁ ଘନ କୁହୁଡି ଦେଖିବାକୁ ମିଳିଛି ।

ଭୁବନେଶ୍ବରରୁ ତାପସ ପରିଡା,ଇଟିଭି ଭାରତ

Intro:ଆଜି ରହିବ କୋଲ ଡେ,ବହିବ କୋଲଡ ୱେଭ
Body:
ଉତର ପୁର୍ବ ଦିଗରୁ ୧୦ରୁ ୧୫ କିମି ବେଗରେ ପବନ ବହିବା ଯୋଗୁ ରାଜ୍ଯରେ ଜାରି ରହିଛି କୋଲଡ ୱେଭ।ଯାହାକୁ ନେଇ ଆଜି ଦିନ ବ୍ଯାପି କୋଲଡ ରହିବ ଦିନ।
ଆଭ୍ଯନ୍ତରିଣ ଓଡିଶାରେ ତାପମାତ୍ରା କମ ରହିଛି।କୋଲ ଡେ ରହିବ କୋଲଡ ୱେଭ ବହିବାର ପୁର୍ବାନୁମାନ ରହିଛି।
ମେଘମୁକ୍ତ ଆକାଶ ଯୋଗୁ ତାପମାତ୍ରାରେ କିଛିଟା ପରିବର୍ତନ ସହ ତାପମାତ୍ରା ହ୍ରାସ ହୋଇଛି। ତେବ ଆସନ୍ତା ୨ତାରିଖରୁ ବର୍ଷା ହେବାର ସୁଚନା ରହିଛି।ତେବେ ଶନିବାର ସୋନପୁର ରେ ସର୍ବନିମ୍ନ ୪.୦ଡିଗ୍ରି ତାପମାତ୍ରା ରେକର୍ଡ ରହିଛି।ସେହିପରି ଭୁବନେଶ୍ବରରେ ୧୨.୦ ତାପମାତ୍ରା ରେକର୍ଡ ହୋଇଛି।ସେହିପରି
ଆଭ୍ଯନ୍ତରିଣ ଓଡିଶାରେ କେତୋଟି ଜିଲ୍ଲାରେ ୧୦ରୁ ୧୨ ଡିଗ୍ରି ହ୍ରାସ ହୋଇଛି।ସେହିପରି ଉପକୁଳ ଜିଲ୍ଲାମାନଙ୍କରେ ୫ରୁ ୬ ଡିଗ୍ରି ହ୍ରାସ ହୋଇଛି।ସେହିପରି
ସୁନ୍ଦରଗଡ,ଦାରିଙ୍ଗିବାଡି,କେଉଁଝର,ତାଳଚେର ଅଂଚଳରେ କୁହୁଡି ମଧ୍ଯମରୁ ଘନ କୁହୁଡି ଦେଖିବାକୁ ମିଳିଛି।

ପାଣିପାଗ ମଦନ ମୋହନ ଦାସ,ପାଣିପାଗ ବିଶେଷଜ୍ଞ,ଆଂଚଳିକ ପାଣିପାଗ କେନ୍ଦ୍ର ଭୁବନେଶ୍ବର।କ
Conclusion:ବାଇଟ-ମଦନ ମୋହନ ଦାସ,ପାଣିପାଗ ବିଶେଷଜ୍ଞ,ଆଂଚଳିକ ପାଣିପାଗ କେନ୍ଦ୍ର ଭୁବନେଶ୍ବର।
Last Updated : Dec 28, 2019, 2:00 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.