ETV Bharat / city

ରାଜଧାନୀରେ ସିରିଜ ଦୁର୍ଘଟଣା: ଛିଟିକିଲା ବାଇକ, ଓଲଟିଲା କାର

author img

By

Published : Feb 10, 2020, 11:49 PM IST

Updated : Feb 11, 2020, 2:01 AM IST

ରାଜଧାନୀରେ ସିରିଜ ଦୁର୍ଘଟଣା। ଦୁର୍ଘଟଣାରେ ମୋଟ ୪ ଜଣ ଗୁରୁତର ଆହତ ହୋଇ ନିକଟସ୍ଥ ଘରୋଇ ହସପିଟାଲରେ ଭର୍ତ୍ତି ହୋଇଛନ୍ତି। ଅଧିକ ଖବର ପଢନ୍ତୁ...

car accident
ରାଜଧାନୀରେ ସିରିଜ ଦୁର୍ଘଟଣା,ବାଇକ ଧକ୍କାରେ ଓଲଟିଲା କାର

ଭୁବନେଶ୍ବର: ରାଜଧାନୀରେ ସିରିଜ ଦୁର୍ଘଟଣା। ରେଲ ସଦନ ନିକଟରେ ଛିଟିକିଲା ବାଇକ ଓଲଟିଲା କାର। ଏକ ନୀଳ ରଙ୍ଗର ପୋଲୋ କାର ଧକ୍କା ହେବା ପରେ ସିରିଜ ଦୁର୍ଘଟଣା ଘଟିଛି। ପଟିଆପଟୁ ଆସୁଥିବା କାରଟି କ୍ଷିପ୍ର ବେଗରେ ଆସି ପ୍ରଥମେ ବାଇକ ଆରୋହି ପରେ ନାଲି ରଙ୍ଗର ହୁଣ୍ଡାଇ କାର ଓ ପରେ ଏକ ଟ୍ରକ ପଛପଟେ ଦେଇଥିଲା ଧକ୍କା। ଫଳରେ ବାଇକ ଆରୋହr ରାସ୍ତା ଆରପାରିରେ ୩୦ମିଟର ଛିଟିକି ପଡିବା ସହ ପୋଲୋ କାରଟି ଡିଭାଡରରେ ପିଟି ହୋଇ ଓଲଟି ପଡିଥିଲା।

ଘଟଣା ପରେ ନାଲି ହୁଣ୍ଡାଇ ଆଇ.୨୦ କାରଟି ଏକ ଟ୍ରକ ପଛପଟେ ପିଟିହୋଇ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଘଟଣାସ୍ଥଳରେ ପୋଲିସ ସହ ସ୍ଥାନିୟ ଲୋକଙ୍କ ସହାୟତାରେ ଆହତଙ୍କୁ ଉଦ୍ଧାର କରି ହସପିଟାଲକୁ ପଠାଯାଇଛି । ତେବେ ବାଇକ ଆରୋହି ସହ କାର ଡ୍ରାଇଭର ସମେତ ଦୁର୍ଘଟଣାରେ ମୋଟ ୪ଜଣ ଗୁରୁତର ଆହତ ହୋଇ ନିକଟସ୍ଥ ଘରୋଇ ହସପିଟାଲରେ ଭର୍ତ୍ତି ହୋଇଛନ୍ତି।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Intro:ରାଜଧାନୀରେ ସିରିଜ ଦୁର୍ଘଟଣା,
ଛିଟିକିଲା ବାଇକ ଓଲଟିଲା କାରBody:

ରାଜଧାନୀରେ ସିରିଜ ଦୁର୍ଘଟଣା।ରେଲ ସଦନ ନିକଟରେ ଛିଟିକାଲ ବାଇକ ଓଲଟିଲା କାର।ଏକ ନୀଳ ରଙ୍ଗର ପୋଲୋ କାର ଦେଲା ସିରିଜ ଧକ୍କା।ପଟିଆପଟୁ ଆସୁଥିବା କାରଟି ଖିପ୍ରବେଗରେ ଆସି ପ୍ରଥମେ ବାଇକ ଆରୋହି ପରେ ନାଲି ରଙ୍ଗର ହୁଣ୍ଡାଇ କାର ଓ ପରେ ଏକ ଟ୍କ ପଛପଟେ ଦେଇଥିଲା ଧକ୍କା।ଫଳରେ ବାଇକ ଆରୋହିଟି ରାସ୍ତା ଆରପାରିରେ ୩୦ମିଟର ଛିଟିକି ପଡିବା ସହ ପୋଲୋ କାରଟି ଡିଭାଡର ପିଚିଓଲଟିଥିଲା ପରେ ନାଲି ହୁଣ୍ଡାଇ ଆଇ.୨୦ କାରଟି ଏକ ଟ୍ରକ ପଛପଟେ ପିଟିହୋଇ ଦୁର୍ଘଟଣା ଗ୍ରସ୍ତ ହୋଇଛି।ଯାହାକି ଦୃତ ବେଗ ଯୋଗୁ ଏପରି ଘଟିଛି।ଘଟଣା ସ୍ଥଳରେ ପୋଲିସ ସହ ସ୍ଥାନିୟ ଲୋକଙ୍କ ସହାୟତାରେ ଉଦ୍ଧାର କରି ହସପିଟାଲକୁ ପଠାଯାଇଛି ।ତେବେ ବାଇକ ଆରୋହି ସହ କାର ଡ୍ରାଇଭର ସମେତ ଦୁର୍ଘଟଣା ଘଟାଇଥିବା ପୋଲୋକାରର ଦୁଇ ଜଣ ମୋଟ ୪ଜଣ ଗୁରୁତର ଆହତ ହୋଇ ନିକଟସ୍ଥ ଘରୋଇ ହସପିଟାଲରେ ଭର୍ତି ହୋଇଛନ୍ତି।Conclusion:
Last Updated : Feb 11, 2020, 2:01 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.