ETV Bharat / city

ଅଡୁଆରେ ସିରାଜୁଦ୍ଦିନ ଖଣି ମାଲିକ, ଖୁବଶୀଘ୍ର ବାନ୍ଧିପାରେ ଇଡି

author img

By

Published : Jul 3, 2022, 6:00 PM IST

ଖୁବ ଶୀଘ୍ର ବନ୍ଧା ହୋଇପାରନ୍ତି ସିରାଜୁଦ୍ଦିନ ଖଣି ମାଲିକ । ପିଏମଏଲଏ ଆକ୍ଟ ଆଧାରରେ ପୂର୍ବରୁ ମିରଜ ୟସ ଓ ସିରଜ ୟସଙ୍କ ନାମରେ ବିଭିନ୍ନ ସ୍ଥାନରୁ ୬୨୨କୋଟିର ସମ୍ପତ୍ତି ଠାବ ହୋଇଥିଲା । ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଅଧିକ ପଢନ୍ତୁ

ଅଡୁଆରେ ସିରାଜୁଦ୍ଦିନ ଖଣି ମାଲିକ, ଖୁବଶୀଘ୍ର ବାନ୍ଧିପାରେ ଇଡି
ଅଡୁଆରେ ସିରାଜୁଦ୍ଦିନ ଖଣି ମାଲିକ, ଖୁବଶୀଘ୍ର ବାନ୍ଧିପାରେ ଇଡି

ଭୁବନେଶ୍ବର: ଅଡୁଆରେ ସିରାଜୁଦ୍ଦିନ ଖଣି ମାଲିକ । ଖୁବ ଶୀଘ୍ର ବାନ୍ଧିପାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଲା ଇଡି । ଗତ ଜୁନ ୨୪ରେ ବିଭିନ୍ନ ସ୍ଥାନରେ ରେଡ କରି ମିରଜ ୟସ ଓ ସିରଜ ୟସ ସହ ୟାଜଦାନି ନାରେ ଥିବା ୮କୋଟି ୫୨ଲକ୍ଷ ଟଙ୍କାର ସ୍ଥାବର ସମ୍ପତ୍ତି ଜବତ କରାଯାଇଛି ।

ବିନା ଅନୁମତିରେ ଜଙ୍ଗଲ ଅଞ୍ଚଳରେ ଖଣି ଖନନ କରି ଦୁର୍ଲଭ ଖଣିଜପଦାର୍ଥ ହାତେଇ ଲାଭବାନ ହୋଇଥିବା ଅଭିଯୋଗ ହୋଇଛି । ଗୁରୁଡା ମାଙ୍ଗାନିଜ ନାଁରେ ଅନୁମତି ନେଇ ବେଆଇନ ଭାବେ ବନ୍ୟାଞ୍ଚଳରେ ପ୍ରାୟ ୧୪ଲକ୍ଷ ୭୩ହଜାର୬୯୭ ମେଟ୍ରିକ ଟନ ଖନନ କରାଯାଇଛି । ଏନେଇ ପିଏମଏଲଏ ଆକ୍ଟ ଆଧାରରେ ପୂର୍ବରୁ ସିରାଜୁଦ୍ଦିନ ଖଣି ମାଲିକଙ୍କ ବିଭିନ୍ନ ସ୍ଥାନରୁ ୬୨୨କୋଟିର ସମ୍ପତ୍ତି ଠାବ ହୋଇଥିଲା । ଯାହାକୁ ଅମ୍ପିଟେଟ ଅଥରିଟିଙ୍କ ଜରିଆରେ ବାଜ୍ୟାପ୍ତି ପାଇଁ ପ୍ରକ୍ରିୟା ଆରମ୍ଭ କରାଯାଇଛି । ଏହାସହ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବା ସୂଚନା ମିଳିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.