ETV Bharat / city

Former MP Shivaji Patnaik Passes Away: ପୂର୍ବତନ ସାଂସଦ ଶିବାଜୀ ପଟ୍ଟନାୟକଙ୍କ ପରଲୋକ, ଶୋକ ପ୍ରକଶ କଲେ ମୁଖ୍ୟମନ୍ତ୍ରୀ-କେନ୍ଦ୍ରମନ୍ତ୍ରୀ - Senior leader and former MP Shivaji Patnaik passes

ବିଶିଷ୍ଟ ବାମପନ୍ଥୀ ନେତା ତଥା ପୂର୍ବତନ ଭୁବନେଶ୍ବର ଲୋକସଭା ସାଂସଦ ଶିବାଜୀ ପଟ୍ଟନାୟକଙ୍କ ପରଲୋକ । 92 ବର୍ଷ ବୟସରେ ଭୁବନେଶ୍ବର ଏକ ଘରୋଇ ମେଡିକାଲରେ ଦେହାନ୍ତ । ଅଧିକ ପଢନ୍ତୁ

ପୂର୍ବତନ ସାଂସଦ ଶିବାଜୀ ପଟ୍ଟନାୟକଙ୍କ ପରଲୋକ
ପୂର୍ବତନ ସାଂସଦ ଶିବାଜୀପୂର୍ବତନ ସାଂସଦ ଶିବାଜୀ ପଟ୍ଟନାୟକଙ୍କ ପରଲୋକ ପଟ୍ଟନାୟକଙ୍କ ପରଲୋକ
author img

By

Published : May 23, 2022, 4:06 PM IST

Updated : May 23, 2022, 6:05 PM IST

ଭୁବନେଶ୍ବର: ବିଶିଷ୍ଟ ବାମପନ୍ଥୀ ନେତା ତଥା ପୂର୍ବତନ ଭୁବନେଶ୍ବର ଲୋକସଭା ସାଂସଦ ଶିବାଜୀ ପଟ୍ଟନାୟକଙ୍କ ପରଲୋକ । 92 ବର୍ଷ ବୟସରେ ଭୁବନେଶ୍ବର ଏକ ଘରୋଇ ମେଡିକାଲରେ ଦେହାନ୍ତ ଘଟିଛି । ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା ଯୋଗୁଁ ଏକ ଘରୋଇ ମେଡିକାଲରେ ହେଉଥିଲେ ଚିକିତ୍ସିତ । 1977 ରୁ 1980 ଓ ଦ୍ବିତୀୟ ଥର ପାଇଁ 1989 ରୁ 1996 ଯାଏଁ ଥିଲେ ସାଂସଦ ।

  • ବିଶିଷ୍ଟ ବାମପନ୍ଥୀ ନେତା ଶିବାଜୀ ପଟ୍ଟନାୟକଙ୍କ ପରଲୋକରେ ମାନ୍ୟବର ରାଜ୍ୟପାଳ ଗଭୀର ଶୋକପ୍ରକାଶ କରିବା ସହ ତାଙ୍କର ପରିବାର ଓ ଆତ୍ମୀୟ ସ୍ଵଜନଙ୍କୁ ସମବେଦନା ଜଣାଇଛନ୍ତି । ଭୁବନେଶ୍ଵର ଲୋକସେବା ସାଂସଦ ଥିବା ସମୟରେ ତାଙ୍କର ଜନକଲ୍ୟାଣକାରୀ କାର୍ଯ୍ୟ ପାଇଁ ସେ ସର୍ବଦା ସ୍ମରଣୀୟ ରହିବେ ବୋଲି ରାଜ୍ୟପାଳ କହିଛନ୍ତି।

    — Governor Odisha (@GovernorOdisha) May 23, 2022 " class="align-text-top noRightClick twitterSection" data=" ">

ପରଲୋକରେ ଭୁବନେଶ୍ୱରର ପୂର୍ବତନ ସାଂସଦ ଶିବାଜୀ ପଟ୍ଟନାୟକ । ପରଲୋକରେ ଭୁବନେଶ୍ୱରର ପୂର୍ବତନ ସାଂସଦ ଶିବାଜୀ ପଟ୍ଟନାୟକ । ସ୍ୱାସ୍ଥ୍ୟଗତ କାରଣରୁ ମେଡିକାଲରେ ଚିକିତ୍ସିତ ହେଉଥିଲେ ଶିବାଜୀ ପଟ୍ଟନାୟକ । ବୟସ ଅଧିକ ହେତୁ ବିଭିନ୍ନ ରୋଗରେ ପିଡ଼ିତ ଥିଲେ କମ୍ୟୁନିଷ୍ଟ ପାର୍ଟି ରୁ ସେ ତିନିଥର ଭୁବନେଶ୍ଵର ଆସନରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ସେ 1977,1989 ଏବଂ 1991 ମସିହାରେ ଭୁବନେଶ୍ୱରରେ ଲୋକସଭା ଆସନରୁ ନିର୍ବାଚିତ ହୋଇଥିଲେ ।

  • ଭୁବନେଶ୍ୱରର ପୂର୍ବତନ ସାଂସଦ ତଥା ବର୍ଷୀୟାନ ରାଜନେତା ଶିବାଜୀ ପଟ୍ଟନାୟକଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ମୋର ସମବେଦନା ଜଣାଉଛି।

    — Naveen Patnaik (@Naveen_Odisha) May 23, 2022 " class="align-text-top noRightClick twitterSection" data=" ">

ସିପିଆଇର ଜଣେ ବରିଷ୍ଠ ନେତା ହେଉଛନ୍ତି ଶିବାଜୀ ପଟ୍ଟନାୟକ । ଆଜି ମଧ୍ୟାହ୍ନରେ ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ହୋଇଥିବା ଜଣାପଡ଼ିଛି । ମୃତ୍ୟୁ ବେଳକୁ ତାଙ୍କୁ 92 ବର୍ଷ ହୋଇଥିଲା l

  • ପୂର୍ବତନ ସାଂସଦ ତଥା ବାମପନ୍ଥୀ ନେତା ଶିବାଜୀ ପଟ୍ଟନାୟକଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ । ଜଣେ ରାଜନୈତିକ ଓ ସାମାଜିକ କାର୍ଯ୍ୟକର୍ତ୍ତା ଭାବରେ ଜୀବନବ୍ୟାପୀ ଗରିବ ଏବଂ ଅସହାୟ ଲୋକଙ୍କ ସଂଗ୍ରାମ ପାଇଁ ସେ ଚିର ସ୍ମରଣୀୟ ହୋଇ ରହିବେ । ଦିବଙ୍ଗତ ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଉଛି ।

    — Dharmendra Pradhan (@dpradhanbjp) May 23, 2022 " class="align-text-top noRightClick twitterSection" data=" ">

ଭୁବନେଶ୍ୱରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

Last Updated : May 23, 2022, 6:05 PM IST

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.