ETV Bharat / city

‘ଅଦ୍ବିତୀୟ ନାରୀ ନେତ୍ରୀ ଶୀଲା’ - demise on ex cm sheila dixit

ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ସୁର ରାଉରତରାୟ । ‘ଅଦ୍ବିତୀୟ ନାରୀ ନେତ୍ରୀ ଶୀଲା’ ବୋଲି କହିଲେ କଂଗ୍ରେସର ବରିଷ୍ଠ ନେତା ସୁର ।

ଫଟୋ ସୌଜନ୍ୟ : ସମ୍ବାଦଦାତା,ଭୁବନେଶ୍ବର
author img

By

Published : Jul 20, 2019, 5:49 PM IST

Updated : Jul 20, 2019, 6:08 PM IST

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତ୍ରୀ ତଥା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତଙ୍କ ଆଜି ପରଲୋକ ଘଟିଛି । ଶୀଲାଙ୍କ ମୃତ୍ୟୁପରେ ଦେଶର ରାଜନୈତିକ ମହଲରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ଏପଟେ ବରିଷ୍ଠ କଂଗ୍ରେସ ନେତା ସୁର ରାଉରତରାୟ ଶୀଲାଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି । ଶୀଲା ଭାରତବର୍ଷ ନୁହେଁ ପୃଥିବୀର ଅଦ୍ବିତୀୟ ନାରୀ ନେତ୍ରୀ ଥିଲେ ବୋଲି କହିଛନ୍ତି ସୁର ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା,ଭୁବନେଶ୍ବର

ସେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଥିବା ସମୟରେ ଦିଲ୍ଲୀର ମାନଚିତ୍ର ବଦଳାଇ ଥିଲେ । ଦିଲ୍ଲୀର ଅନେକ ସମସ୍ୟାର ସମାଧାନ କରିଛନ୍ତି ଶୀଲା । 15 କିଲୋମିଟର ବିଶିଷ୍ଟ ଫ୍ଲାଏଓଭର ମଧ୍ୟ ନିର୍ମାଣ କରାଯାଇଛନ୍ତି । ଦିଲ୍ଲୀର ସବୁଠୁ ବଡ ସମସ୍ୟା ପିଇବା ପାଣିକୁ ଦୂର କରିଛନ୍ତି । ତାଙ୍କ ବିୟୋଗ ଆମକୁ ମର୍ମାହତ କରିଛି ବୋଲି କହିଛନ୍ତି ସୁର ରାଉତରାୟ ।

ହୃତଘାତରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ମୃତ୍ୟୁ ବେଳକୁ ଶୀଲାଙ୍କୁ 81 ବର୍ଷ ବୟସ ହୋଇଥିଲା । ପୂର୍ବରୁ ସେ କେରଳର ରାଜ୍ୟପାଳ ରହିଥଲେ । 1998ରୁ 2013 ଯାଏଁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ସେ କାର୍ଯ୍ୟଭାର ତୁଲାଇଥିଲେ ।

ଭୁବନେଶ୍ବରରୁ ସଞ୍ଜୀବ ରାଏ, ଇଟିଭି ଭାରତ

senior Congress leader suresh routes speaks on demise of Sheila dixit
Last Updated : Jul 20, 2019, 6:08 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.