ETV Bharat / city

'ସୁଯୋଗକୁ ହାତ ଛଡା ନକରି ଟିକା ନିଅନ୍ତୁ' - ବରିଷ୍ଠ ନାଗରିକ

ଆଜିଠାରୁ ଆରମ୍ଭ ହୋଇଛି ବରିଷ୍ଠ ଟୀକାକରଣ । ଏନେଇ ଏହି ଗୋଲଡେନ ସୁଯୋଗକୁ ହାତ ନକରି ସମସ୍ତେ ଟିକା ନିଅନ୍ତୁ ବୋଲି କହିଛନ୍ତି ବରିଷ୍ଠ ନାଗରିକ। ଅଧିକ ପଢନ୍ତୁ...

ସୁଯୋଗକୁ ହାତ ଛଡା ନକରି ଟିକା ନିଅନ୍ତୁ'
ସୁଯୋଗକୁ ହାତ ଛଡା ନକରି ଟିକା ନିଅନ୍ତୁ'
author img

By

Published : Mar 1, 2021, 1:37 PM IST

ଭୁବନେଶ୍ବର: ସାରା ରାଜ୍ୟରେ ଆଜି ଠାରୁ ଆରମ୍ଭ ହୋଇଛି ବରିଷ୍ଠ ନାଗରିକଙ୍କର ଟୀକାକରଣ । ଏନେଇ ଭୁବନେଶ୍ୱରରେ 22ଟି ହସ୍ପିଟାଲରେ ଟୀକାକରଣ କରାଯାଇଥିବା ବେଳେ, ସମସ୍ତ ବରିଷ୍ଠ ନାଗରିକମାନଙ୍କୁ ଦିଆଯାଇଛି ଟିକା। ଯାହାକୁ ପାଇଁ ବରିଷ୍ଠ ନାଗରିକମାନେ ଖୁସି ବ୍ୟକ୍ତ କରିଥିବା ବେଳେ, ସମସ୍ତଙ୍କୁ ଟିକା ନେବାକୁ ଆହ୍ୱାନ କରିଛନ୍ତି। ଟିକା ନେବା ପରେ କୌଣସି ପାର୍ଶ୍ଵ ପ୍ରତିକ୍ରିୟା ଦେଖାଯାଇ ନଥିବା କହିଛନ୍ତି ବରିଷ୍ଠ ନାଗରିକ ମାନେ। କୌଣସି ଦୁର୍ବଳତା ଦେଖାଯାଇନାହିଁ।

ସୁଯୋଗକୁ ହାତ ଛଡା ନକରି ଟିକା ନିଅନ୍ତୁ'

ଏହାସହ କେହି ନ ଡରି ସମସ୍ତେ ଟିକା ନିଅନ୍ତୁ। ଏହା ଏକ ଗୋଲଡେନ ସୁଯୋଗ ବୋଲି କହିଛନ୍ତି ବରିଷ୍ଠ ନାଗରିକ। ପ୍ରଥମ ଦିନରେ ଅନଲାଇନରେ ତ୍ରୁଟି ପାଇଁ ଦୀର୍ଘ ସମୟ ଧରି ଅପେକ୍ଷା କରିଥିବା ବେଳେ ଆଗାମୀ ଦିନରେ ଏ ସମସ୍ତ ଅସୁବିଧାକୁ ସମାଧାନ କରିବେ ବୋଲି ଅନୁରୋଧ କରିଛନ୍ତି ବରିଷ୍ଠ ନାଗରିକ ମାନେ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.