ETV Bharat / city

ଆଦର୍ଶ ବିଦ୍ୟାଳୟ ବିଲଡିଂ ନିର୍ମାଣରେ ଅହେତୁକ ବିଳମ୍ବ, ଅସନ୍ତୋଷ ପ୍ରକାଶ କଲେ ଗଣଶିକ୍ଷା ବିଭାଗ ସଚିବ

author img

By

Published : May 6, 2021, 8:24 PM IST

କେନ୍ଦୁଝର ଓ ସୁନ୍ଦରଗଡ଼ରେ ଓମ୍ବାଡ଼ସି ଅଧୀନରେ ନିର୍ମାଣ ହେଉଥିବା ବିଦ୍ୟାଳୟ କାମ ଅଗ୍ରଗତିରେ ବିଳମ୍ବ। ସମୀକ୍ଷା ବୈଠକରେ ଅସନ୍ତୋଷ ପ୍ରକାଶ କଲେ ଗଣଶିକ୍ଷା ବିଭାଗ ସଚିବ। ଅଧିକ ପଢନ୍ତୁ...

ଓଡିଶା ଆଦର୍ଶ ବିଦ୍ୟାଳୟ ବିଲଡିଂ ନିର୍ମାଣରେ ଅହେତୁକ ବିଳମ୍ବ

ଭୁବନେଶ୍ବର: ଓଡିଶା ଆଦର୍ଶ ବିଦ୍ୟାଳୟ ବିଲଡିଂ ନିର୍ମାଣରେ ଅହେତୁକ ବିଳମ୍ବ । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଗଣଶିକ୍ଷା ବିଭାଗ ସଚିବ। କାର୍ଯ୍ୟନିର୍ବାହୀ ଯନ୍ତ୍ରୀ 7 ଦିନ ଭିତରେ ୟୁସି ସାର୍ଟିଫିକେଟ ଗଣଶିକ୍ଷା ବିଭାଗ ନିକଟରେ ଦାଖଲ କରିବାକୁ ନିର୍ଦ୍ଦେଶ ।

କେନ୍ଦୁଝର ଓ ସୁନ୍ଦରଗଡ଼ରେ ଓମ୍ବାଡ଼ସି ଅଧୀନରେ ନିର୍ମାଣ ହେଉଥିବା ବିଦ୍ୟାଳୟ କାମ ଅଗ୍ରଗତିରେ ବିଳମ୍ବ। ବୁଧବାର ସମୀକ୍ଷା ବୈଠକରେ ଅସନ୍ତୋଷ ପ୍ରକାଶ କଲେ ଗଣଶିକ୍ଷା ବିଭାଗ ସଚିବ। ଅସନ୍ତୋଷ ପ୍ରକାଶ ପରେ ତୁରନ୍ତ ପ୍ରୋଜେକ୍ଟ ଗୁଡିକର ସମୀକ୍ଷା କରି ତୁରନ୍ତ କାମ ସାରି ବିଲିଡିଂ ହସ୍ତାନ୍ତର ପାଇଁ କେନ୍ଦୁଝର 2 ଓ ସୁନ୍ଦରଗଡ 2 କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଯନ୍ତ୍ରୀ। ସେହିପରି ସମସ୍ତ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ 7 ଦିନ ଭିତରେ ୟୁସି ସାର୍ଟିଫିକେଟ ଗଣଶିକ୍ଷା ବିଭାଗ ନିକଟରେ ଦାଖଲ କରିବାକୁ ନିର୍ଦେଶ ଦେଇଛନ୍ତି ମୁଖ୍ୟ ଯନ୍ତ୍ରୀ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.