ETV Bharat / city

ରାଜଧାନୀରେ ନିର୍ମାଣ ହେବ ତୃତୀୟ ଫୁଟ ଓଭର ବ୍ରିଜ - second foot over bridge

16 ନମ୍ବର ଜାତୀୟ ରାଜପଥର ସହିଦନଗର-ସତସଙ୍ଗ ବିହାର ମଧ୍ୟରେ ହେବ ତୃତୀୟ ଫୁଟ ଓଭର ବ୍ରିଜ। ପ୍ରଥମ ପର୍ଯ୍ୟାୟରେ 1କୋଟି 25ଲକ୍ଷ ଟଙ୍କା ଅନୁମୋଦନ ହୋଇଥିବା ସୂଚନା। ଏହି ପ୍ରକଳ୍ପ ପାଇଁ ଖୁବଶୀଘ୍ର ଡ୍ରଇଂ ଓ ଖର୍ଚ୍ଚ ଅଟକଳ ପ୍ରସ୍ତୁତ କରିବାକୁ କୁହାଯାଇଛି । ଅଧିକ ପଢନ୍ତୁ...

ରାଜଧାନୀରେ ନିର୍ମାଣ ହେବ ଦ୍ବିତୀୟ ଫୁଟ ଓଭର ବ୍ରିଜ

author img

By

Published : Jan 19, 2021, 10:55 AM IST

Updated : Jan 19, 2021, 11:16 AM IST

ଭୁବନେଶ୍ବର: ରାଜଧାନୀରେ ନିର୍ମାଣ ହେବ ତୃତୀୟ ଫୁଟ ଓଭର ବ୍ରିଜ। 16 ନମ୍ବର ଜାତୀୟ ରାଜପଥର ସହିଦନଗର-ସତସଙ୍ଗ ବିହାର ମଧ୍ୟରେ ହେବ ଏହି ଫୁଟ ଓଭର ବ୍ରିଜ। ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଭୁବନେଶ୍ୱର ସ୍ଥିତ ଜାତୀୟ ରାଜପଥ ପ୍ରାଧିକରଣର ପ୍ରକଳ୍ପ ନିର୍ଦେଶକଙ୍କ ନିକଟକୁ ଏନେଇ ଆସିଛି ଚିଠି।

ରାଜଧାନୀରେ ନିର୍ମାଣ ହେବ ଦ୍ବିତୀୟ ଫୁଟ ଓଭର ବ୍ରିଜ
ରାଜଧାନୀରେ ନିର୍ମାଣ ହେବ ଦ୍ବିତୀୟ ଫୁଟ ଓଭର ବ୍ରିଜ

ତେବେ1 କିଲୋମିଟର 300ମିଟର ଲମ୍ବା ହେବ ଫୁଟ ଓଭର ବ୍ରିଜ। ପ୍ରଥମ ପର୍ଯ୍ୟାୟରେ 1 କୋଟି 25ଲକ୍ଷ ଟଙ୍କା ଅନୁମୋଦନ ହୋଇଥିବା ସୂଚନା। ଏହି ପ୍ରକଳ୍ପ ପାଇଁ ଖୁବଶୀଘ୍ର ଡ୍ରଇଂ ଓ ଖର୍ଚ୍ଚ ଅଟକଳ ପ୍ରସ୍ତୁତ କରିବାକୁ କୁହାଯାଇଛି।

ଦୀର୍ଘ ଦିନରୁ ଉଭୟ ସହିଦନଗର ଓ ଭିଏସଏସ ନଗର ବାସିନ୍ଦାଙ୍କ ପକ୍ଷରୁ ଦାବି ହୋଇଆସୁଥିଲା। ଏହା ଦ୍ବାରା ଦୀର୍ଘଦିନର ଯାତାୟାତ ସମ୍ପର୍କିତ ସମସ୍ୟାର ସମାଧାନ ହେବା ନେଇ ଆଶା। ପ୍ରକଳ୍ପକୁ ନେଇ ସବୁ ମହଲରେ ଖୁସିର ଲହରୀ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Last Updated : Jan 19, 2021, 11:16 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.