ETV Bharat / city

ଓଡିଶାକୁ ଆଶ୍ବସ୍ତି, ଦ୍ବିତୀୟ କୋରୋନା ଆକ୍ରାନ୍ତ ସୁସ୍ଥ - ଓଡିଶାରେ କୋରୋନା

ସୁସ୍ଥ ହେଲେ ଓଡିଶାର ଦ୍ବିତୀୟ କୋରୋନା ଆକ୍ରାନ୍ତ । ସୂଚନାଯୋଗ୍ୟ ଯେ ରାଜ୍ୟରେ ଏପର୍ଯ୍ୟନ୍ତ 4ଟି ପଜିଟିଭ ମାମଲା ସାମନାକୁ ଆସିଛି । ସେଥିରୁ ପ୍ରଥମ 3 ଜଣ ଭୁବନେଶ୍ବରର ବାସିନ୍ଦା । ଅଧିକ ପଢନ୍ତୁ...

ଓଡିଶାକୁ ଆଶ୍ବସ୍ତି, ଦ୍ବିତୀୟ କୋରୋନା ଆକ୍ରାନ୍ତ ସୁସ୍ଥ

author img

By

Published : Apr 1, 2020, 10:07 PM IST

ଭୁବନେଶ୍ବର: ରାଜ୍ୟକୁ ଆଶ୍ବସ୍ତି । ସୁସ୍ଥ ହୋଇ ଫେରିଛନ୍ତି ଦ୍ବିତୀୟ କୋରୋନା ଆକ୍ରାନ୍ତ । ଶେଷ ଟେଷ୍ଟରେ ତାଙ୍କର ରିପୋର୍ଟ ନେଗେଟିଭ ଆସିଥିବା ଜଣାପଡିଛି ।

ସୂଚନାଯୋଗ୍ୟ ଯେ ରାଜ୍ୟରେ ଏପର୍ଯ୍ୟନ୍ତ 4ଟି ପଜିଟିଭ ମାମଲା ସାମ୍ନାକୁ ଆସିଛି । ସେଥିରୁ ପ୍ରଥମ 3 ଜଣ ଭୁବନେଶ୍ବରର ବାସିନ୍ଦା । ସେହିପରି ପ୍ରଥମ 2 ଜଣଙ୍କ ଅବସ୍ଥା ସ୍ଥିର ଥିବା ନେଇ ରାଜ୍ୟ ସରକାର ନିକଟରେ ସୂଚନା ଦେଇଥିଲେ । ତେବେ ବୁଧବାର ଦ୍ବିତୀୟ ଆକ୍ରାନ୍ତ ସମ୍ପୂର୍ଣ୍ଣ ସୁସ୍ଥ ହୋଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ତାଙ୍କର ଶେଷ କୋରୋନା ଟେଷ୍ଟ ନେଗେଟିଭ ଆସିଛି । ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଥିବା ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ବିଟ କରି ସୂଚନା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.