ETV Bharat / city

ନୂଆ ବର୍ଷରେ ବସ୍ତି ପିଲାଙ୍କୁ ରାଜଧାନୀରେ ବିଜ୍ଞାନ ମେଳା ଭେଟି - SCIENCE EXHIBITION

ରାଜଧାନୀରେ ଇଂରାଜୀ ମିଡିୟରେ ପଢୁଥିବା ପିଲାମାନେ ବିଜ୍ଞାନରେ ନିଜର ଜ୍ଞାନ ପ୍ରଦର୍ଶନ କରୁଥିବା ବେଳେ ବସ୍ତି ପିଲାଙ୍କୁ ନେଇ ଏଭଳି ଅଭିନବ ପ୍ରୟାସ କରିଛି ରାଜଧାନୀର ରୁଚିକା ସମାଜ ମଙ୍ଗଳ ସଂଗଠନ ।

science-exhibition-held-by-slum-child
ନୂଆ ବର୍ଷରେ ବସ୍ତି ପିଲାଙ୍କୁ ନେଇ ରାଜାଧାନୀରେ ବିଜ୍ଞାନ ମେଳା
author img

By

Published : Jan 1, 2020, 1:39 PM IST

Updated : Jan 1, 2020, 1:45 PM IST

ଭୁବନେଶ୍ବର: ବସ୍ତି ପିଲାଙ୍କୁ ନେଇ ଚାଲିଛି ବିଜ୍ଞାନ ମେଳା । ରାଜଧାନୀରେ ଇଂରାଜୀ ମିଡିୟରେ ପଢୁଥିବା ପିଲାମାନେ ବିଜ୍ଞାନରେ ନିଜର ଜ୍ଞାନ ପ୍ରଦର୍ଶନ କରୁଥିବା ବେଳେ ବସ୍ତି ପିଲାଙ୍କୁ ନେଇ ଏଭଳି ଅଭିନବ ପ୍ରୟାସ କରିଛି ରାଜଧାନୀର ରୁଚିକା ସମାଜ ମଙ୍ଗଳ ସଂଗଠନ ।

ନୂଆ ବର୍ଷରେ ବସ୍ତି ପିଲାଙ୍କୁ ନେଇ ରାଜାଧାନୀରେ ବିଜ୍ଞାନ ମେଳା

ଆଜିଠାରୁ ଦୁଇ ଦିନ ଧରି ଏହି କାର୍ଯ୍ୟକ୍ରମ ଭୁବନେଶ୍ୱର ସ୍ଥିତ ଓଲ୍ଡ ଟାଉନରେ ଚାଲିବ । ଭୁବନେଶ୍ୱରର ହାରାହାରି 70ଟି ବସ୍ତିରୁ ପ୍ରାୟ 150 ଶିଶୁ ବିଜ୍ଞାନୀ ନିଜର ପ୍ରକଳ୍ପ ପ୍ରଦର୍ଶନ କରିବେ । ସବୁଠାରୁ ବଡ଼ କଥା ହେଲା ଏହି ବିଜ୍ଞାନ ମେଳାରେ କୌଣସି ଶିଶୁଙ୍କୁ ପ୍ରଥମ ଦ୍ଵିତୀୟ ପୁରସ୍କାର ଦିଆନଯାଇ ସମସ୍ତ ଶିଶୁ ବୈଜ୍ଞାନିକଙ୍କୁ ଉପହାର ଓ ପୁରସ୍କାର ଦିଆଯିବ । ବସ୍ତିର ଶିଶୁମାନଙ୍କ ଭିତରେ ଅନେକ ଲୁକ୍କାୟିତ ପ୍ରତିଭା ରହିଛି । ଯାହାକୁ ଲୋକ ଲୋଚନକୁ ଆଣିବା ଦରକାର ବୋଲି ରୁଚିକା ସମାଜ ମଙ୍ଗଳ ସଂଗଠନର ପରିଚଳକ ପ୍ରକାଶ କରିଛନ୍ତି ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:ବସ୍ତି ପିଲାଙ୍କୁ ନେଇ ଆରମ୍ଭ ହେଲା ବିଜ୍ଞାନ ମେଳା

ବସ୍ତି ପିଲା ଙ୍କୁ ଆରମ୍ଭ ହେଲା ବିଜ୍ଞାନ ମେଳା। ଏହି ଅଭିନବ ପ୍ରୟାସ କରିଛି ରାଜଧାନୀ ର ରୁଚିକା ସମାଜ ମଙ୍ଗଳ ସଂଗଠନ। ଆଜି ଠାରୁ ଦୁଇ ଦିନ ଧରି ଏହି କାର୍ଯ୍ୟକ୍ରମ ଭୁବନେଶ୍ୱର ସ୍ତିତ ଓଲଡ଼ ଟାଉନ ରେ ଚାଲିବ। ଭୁବନେଶ୍ୱର ର ହାରାହାରି 70 ଟି ବସ୍ତି ରୁ ପ୍ରାୟ 150 ଶିଶୁ ବଜ୍ଞାନୀ ନିଜର ପ୍ରକଳ୍ପ ପ୍ରଦର୍ଶନ କରିବେ । ସବୁ ଠାରୁ ବଡ଼ କଥା ହେଲେ ଏହି ବିଜ୍ଞାନ ମେଳା ରେ କୌଣସି ଶିଶୁ ଙ୍କୁ ପ୍ରଥମ ଦ୍ଵତୀୟ ପୁରସ୍କାର ଦିଆ ନ ଯାଇ ସଭି ଶିଶୁ ବୈଜ୍ଞାନିକ ଙ୍କୁ ଉପହାର ଓ ପୁରସ୍କାର ଦିଆଯିବ।ବସ୍ତି ର ଶିଶୁ ମାନଙ୍କ ଭିତରେ ଅନେକ ଲୁକ୍କାୟିତ ପ୍ରତିଭା ରହିଛି ଯାହାକୁ ଲୋକ ଲୋଚନ ରେ ଆଣିବା ଦରକାର ବୋଲି ରୁଚିକା ସମାଜ ମଙ୍ଗଳ ସଂଗଠନ ର ପରିଚଳକ ପ୍ରକାଶ କରିଛନ୍ତି।

ବାଇର ବେଣୁଧର ସେନାପତି
ପରିଚାଳକ

Body:ବସ୍ତି ପିଲାଙ୍କୁ ନେଇ ଆରମ୍ଭ ହେଲା ବିଜ୍ଞାନ ମେଳା

Conclusion:
Last Updated : Jan 1, 2020, 1:45 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.