ETV Bharat / city

Special Safety Drive: ସ୍କୁଲ ବସକୁ 2.33 ଲକ୍ଷର ଫାଇନ - ଡମଣା ଛକରେ ସ୍କୁଲ ବସଠୁ କଟିଲା ଚାଲାଣ

ଫିଟନେସ ଯାଞ୍ଚ ସମୟରେ ସ୍କୁଲ ବସଠୁ କଟିଲା ଲକ୍ଷାଧିକ ଟଙ୍କାର ଚାଲାଣ । ଭୁବନେଶ୍ବର ଡମଣା ଛକରେ ଏଭଳି ଏକ ବସକୁ ଜବତ କରି ଏମଭିଆଇ । ଅଧିକ ପଢନ୍ତୁ

ବର୍ତ୍ତିପାରିଲାନି ସ୍କୁଲ ବସ, MVI କାଟିଲା ଲକ୍ଷାଧିକ ଟଙ୍କାର ଚାଲାଣ

author img

By

Published : Apr 21, 2022, 12:26 PM IST

ଭୁବନେଶ୍ବର: ଫିଟନେସ ଯାଞ୍ଚ ପରେ କାର୍ଯ୍ୟାନୁଷ୍ଠାନରୁ ବର୍ତ୍ତିପାରିଲାନି ସ୍କୁଲ ବସ । ସ୍କୁଲ ପିଲାଙ୍କୁ ବିପଦପୂର୍ଣ୍ଣ ଭାବରେ ନବା ଆଣିବା କରୁଥିବାରୁ ସିଜ କଲା MVI(Motor Vehicle Inspection) । ଆଉ କାଟିଲା ୨ ଲକ୍ଷ ୩୩ ହଜାର ଟଙ୍କାର ଚାଲାଣ । ରାଜଧାନୀ ଡମଣା ଛକ ନିକଟରେ ଏଭଳି ଏକ ସ୍କୁଲ ବସକୁ ଜବତ କରିଛି ଏମଭିଆଇ ।

ସ୍କୁଲ ବସଠୁ କଟିଲା ଲକ୍ଷାଧିକ ଟଙ୍କାର ଚାଲାଣ
ସ୍କୁଲ ବସଠୁ କଟିଲା ଲକ୍ଷାଧିକ ଟଙ୍କାର ଚାଲାଣ

ବସରେ ଫିଟନେସ, ପଲ୍ୟୁସନ, ଟ୍ୟାକ୍ସ, ଇନସୁରାନ୍ସ ନଥିବାରୁ କଟିଲା ଚାଲାଣ । ସ୍କୁଲ ପିଲାଙ୍କୁ ବିପଦପୂର୍ଣ୍ଣ ଭାବରେ ନବା ଆଣିବା କରୁଥିବାରୁ ବସକୁ ସିଜ କଲା ଏମଭିଆଇ । ଡ଼ମଣା ଛକରେ ଚେକିଂ ବେଳେ ଧରା ପଡିଲା ଏହି ବସ । ଏହାସହିତ ବସଟି ଏମଭି ଟ୍ୟାକ୍ସ ପୈଠ ନ କରି ବେଆଇନ ଭାବେ ଅନେକ ଦିନ ଧରି ଯାତାୟାତ କରୁଥିଲା । ଯାଞ୍ଚ ସମୟରେ ଏ ସମ୍ପର୍କରେ ଜଣାପଡ଼ିବା ପରେ ସ୍କୁଲ ବସଠାରୁ ମଧ୍ୟ ଚାଲାଣ କଟାଯାଇଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.