ETV Bharat / city

ଭାଇରାଲ ହେଉଛି ଗଣଶିକ୍ଷା ମନ୍ତ୍ରୀଙ୍କ ଫେକ ଆକାଉଣ୍ଟ

ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସଙ୍କ ଫେକ୍ ଆକାଉଣ୍ଟକୁ ନେଇ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ଧରିଛି । ହେଲେ ଫେକ୍ ଆକାଉଣ୍ଟକୁ ନେଇ ସୋସିଆଲ ମିଡିଆରେ ପୋଷ୍ଟ କରିବା ସହ ଦୂରେଇ ରହିବାକୁ ମନ୍ତ୍ରୀ ସୂଚନା ଦେଇଛନ୍ତି ।

ଡିଜାଇନ ଫଟୋ
author img

By

Published : Aug 9, 2019, 11:05 PM IST

ଭୁବନେଶ୍ବର: ଗଣଶିକ୍ଷା ମନ୍ତ୍ରୀଙ୍କ ଫେକ୍‌ ଆକାଉଣ୍ଟ । ଫଟୋ ବି ତାଙ୍କର ନା ବି ତାଙ୍କର ହେଲେ ଆଇଡି ଆଉ କାହାର। ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସଙ୍କ ଫେକ ଫେସବୁକ ଆକାଉଣ୍ଟକୁ ନେଇ ସୋସିଆଲ ମିଡିଆରେ ଚାଲିଛି ଜୋରଦାର ଚର୍ଚ୍ଚା।

ଏପରିକି ଅନେକ ଆକାଉଣ୍ଟକୁ ଫ୍ରେଣ୍ଡ ରିକ୍ବେଷ୍ଟ ମଧ୍ୟ ଆସୁଛି । ଅନେକଙ୍କ ଆକାଉଣ୍ଡରେ ଫ୍ରେଣ୍ଡ ଲିଷ୍ଟରେ ବି ଯୋଡି ହୋଇଛି ଏହି ଆକାଉଣ୍ଟ। ହେଲେ ସେହି ଆକାଉଣ୍ଟ ଅସଲି ନୁହେଁ ବୋଲି ନିଜ ଫେସବୁକ ଆକାଉଣ୍ଟରେ ସେୟାର କରି ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ। ଏଥିସହ ଏହି ଆକାଉଣ୍ଟରୁ ଦୂରେଇ ରହିବାକୁ ସେ ଫେସବୁକ ପୋଷ୍ଟ ଜରିଆରେ ସମସ୍ତଙ୍କୁ ନିବେଦନ କରିଛନ୍ତି। ଏନେଇ ସେ ଏସପିଙ୍କ ସହ କଥା ହୋଇଥିବା କହିଛନ୍ତି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Intro:ଗଣଶିକ୍ଷାମନ୍ତ୍ରୀଙ୍କ ଫେକ ଆକାଉଣ୍ଟ !Body:

ଗଣଶିକ୍ଷା ମନ୍ତ୍ରୀଙ୍କ ଫେକ ଆକାଉଣ୍ଟ ।ଫଟୋ ବି ତାଙ୍କର ନା ବି ତାଙ୍କର ହେଲେ ଆଡି ଆଉ କାହାର। ଗଣଶିକ୍ଷା ମନ୍ତ୍ରୀ ସମିର ରଂଜନ ଦାସଙ୍କ ଫେକ ଫେସବୁକ ଆକାଉଣ୍ଟ କୁ ନେଇ ସୋସିଆଲ ମିଡିଆରେ ଚର୍ଚା। ଏପରିକି ଅନେକ ଆକାଉଣ୍ଟକୁ ଫ୍ରେଣ୍ଡ ରିକ୍ଯୁଏଷ୍ଟ ଆସୁଛି । ଅନେକଙ୍କ ଆକାଉଣ୍ଡରେ ଫ୍ରେଣ୍ଡ ଲିଷ୍ଟରେ ବି ଯୋଡି ହୋଇଛି ଏହି ଆକାଉଣ୍ଟ। ହେଲେ ସେହି ଆକାଉଣ୍ଟ ଅସଲି ନୁହେଁ ବୋଲି ନିଜ ଫେସବୁକ ଆକାଉଣ୍ଟରେ ସେଂୟାର କରି ସୁଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମିର ରଂଜନ ଦାସ। ଏପରିକି ଏହି ଆକାଉଣ୍ଟରୁ ଦୁରେଇ ରହିବାକୁ ସେ ଫେସବୁକ ପୋଷ୍ଟ ଜରିଆରେ ନିବେଦନ କରିଛନ୍ତି।ଏପରିକି ଏନେଇ ଏସପିଙ୍କ ସହ କଥା ହୋଇଥିବା ସେ କହିଥିବା ବେଳେ ଖୁବଶିଘ୍ର ଏପରି କାଣ୍ଡ ଘଟାଇଥିବା ଅଭିଯୁକ୍ତକୁ ଧରିବା ପାଇଁ ଗଣଶିକ୍ଷା ମନ୍ତ୍ରୀଙ୍କ ଫ୍ରେଣ୍ଡ ଲିଷ୍ଟରେ ଥିବା ଅନେକ କମେଣ୍ଟ ଦେଇଛନ୍ତି। ତେବେ ବଡ ପ୍ରଶ୍ନ କିଏ ଓ କାହିଁକି ମନ୍ତ୍ରୀଙ୍କ ନାରେ ଏପରି ଆକାଉଣ୍ଟ ଖୋଲି କେଉଁ ଉଦେଶ୍ଯ ପ୍ରଣୋଦିତ କରିବାକୁ ଚାହୁଁଥିଲେ।ଯାହା ଏବେ ସବୁଠୁ ବଡ ପ୍ରଶ୍ନ ହୋଇଛି।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.