ETV Bharat / city

ଏସଇବିସି ଓ ଓବିସି ବିବାଦ; ଜବାବ ରଖିଲା ବିଜେଡି - ଏସିବିସି ଓ ଓବିସି ବିବାଦ

ରାଜ୍ୟରେ ଏସଇବିସି ଓ ଓବିସିଙ୍କ ଗଣନା ପାଇଁ ସରକାର କ୍ୟାବିନେଟରେ ସଂକଳ୍ପ ଆଣିବାପରେ ଆରମ୍ଭ ହୋଇଛି ବାକ୍-ବିତଣ୍ଡା । ସରକାରଙ୍କୁ ଘେରିଛି ବିରୋଧି ବିଜେପି । ଯାହାର ଉତ୍ତର ରଖିଛି ବିଜେଡ଼ି ।

sasmit-patra-answering-on-scbc-and-obc-case
sasmit-patra-answering-on-scbc-and-obc-case
author img

By

Published : Jan 13, 2020, 5:20 PM IST

Updated : Jan 13, 2020, 10:45 PM IST

ଭୁବନେଶ୍ବର: ରାଜ୍ୟ ସରକାର ଏସଇବିସି ଓ ଓବିସିଙ୍କ ଗଣନା ନେଇ ରାଜ୍ୟ କ୍ୟାବିନେଟରେ ଆସିଥିବା ସଂକଳ୍ପକୁ ନେଇ ଥମୁନି ରାଜନୀତି। 20 ବର୍ଷ ପରେ କାହିଁକି ହଠାତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏସଇବିସି ଗଣନା କଥା ମନେ ପଡିଲା ବୋଲି ପୂର୍ବରୁ ପ୍ରଶ୍ନ କରିଛି ବିଜେପି । ଏହା ସହ ରାଜ୍ୟରେ ଓବିସି ମାନଙ୍କୁ ମଣ୍ଡଳ କମିଶନ ଅନୁସାରେ ରିଜରଭେସନ ଦେବାକୁ ଦାବି କରିଛନ୍ତି ବିଜେପି ନେତା । ଏହାର ଜବାବ ରଖିଛି ବିଜେଡି ।

ଏସଇବିସି ଓ ଓବିସି ବିବାଦ; ଜବାବ ରଖିଲା ବିଜେଡି

ବିଜେପି ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର । ରାଜ୍ୟ ସରକାର ସଂରକ୍ଷଣ ଲାଗୁ କରିବାକୁ ଚାହୁଁଛନ୍ତି। କିନ୍ତୁ 50 ପ୍ରତିଶତରୁ ଅଧିକ ସଂରକ୍ଷଣ ଦେଇ ପାରିବେନି ବୋଲି କୋର୍ଟ କହିବାରୁ ସମସ୍ୟା ରହୁଛି । 2011ର କମ୍ୟୁନିଟି ବେଶ ଡାଟା ରିଲିଜ କରନ୍ତୁ ବୋଲି ଆମେ କେନ୍ଦ୍ରକୁ ଦାବି କରିଛୁ।

ସେ ଆହିରୁ କହିଛନ୍ତି, 2021 ଜନଗଣନାରେ କୌଣସି ସୁବିଧା ନଥିବାରୁ ଆମେ ସ୍ଥାନ ପାଇଁ କହୁଛୁ । ଏହା ହେଲେ ସୁବିଧା ହେବ। ବିଜେପି ଅଭିଯୋଗ ପରିବର୍ତ୍ତେ ରାଜ୍ୟ ସରକାରଙ୍କୁ ସମର୍ଥନ ସହିତ କେନ୍ଦ୍ରକୁ ଜଣାଇଲେ ଶୀଘ୍ର ଏହା ହେବ । ତଥ୍ୟ ଜଲଦି ଆସିଲେ ସରକାର ଇଂପ୍ଲିମେଣ୍ଟ କରିବେ। 50 ପ୍ରତିଶତରୁ ଅଧିକେ ହେଲେ ଇଂପ୍ଲିମେଣ୍ଟ କରିପାରିବେନି କହିଥିଲେ କୋର୍ଟ ।

ସସ୍ମିତ ପାତ୍ର କହିଛନ୍ତି, କେନ୍ଦ୍ରରେ ବିଜେପି ସରକାର ରହିଛି । ତେଣୁ ରାଜ୍ୟର ବିଜେପି ନେତା ମାନେ କେନ୍ଦ୍ରକୁ ତଥ୍ୟ ଦେବା ପାଇଁ ଅନୁରୋଧ କରନ୍ତ ବୋଲି ସେ କହିଛନ୍ତି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Intro:ରାଜ୍ୟ ସରକାର ଏସଇବିସି ଓ ଓବିସିଙ୍କ ଗଣନା ନେଇ ରାଜ୍ୟ କ୍ୟାବିନେଟରେ ଆସିଥିବା ସଂକଳ୍ପକୁ ନେଇ ଥମୁନି ରାଜନୀତି। 20 ବର୍ଷ ପରେ କାହିଁକି ହଠାତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏସଇବିସି ଗଣନା କଥା ମନେ ପଡିଲା ବୋଲି ପ୍ରଶ୍ନ କରିଛି ବିଜେପି । ଏହା ସହ ରାଜ୍ୟରେ ଓବିସି ମାନଙ୍କୁ ମଣ୍ଡଳ କମିଶନ ଅନୁସାରେ ରିଜରଭେସନ ଦେବାକୁ ଦଳ ପକ୍ଷରୁ ଦାବି କରାଯାଇଛି ।Body:ଏହାର ଜବାବ ରଖିଛି ବିଜେଡି ।
ବିଜେପି ଅଭିଯୋଗ ଉପରେ ବିଜେଡି ମୁଖପାତ୍ର ସସ୍ମିତ ପାତ୍ରଙ୍କ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ,,ରାଜ୍ୟ ସରକାର ସଂରକ୍ଷଣ ଲାଗୁ କରିବାଜୁ ଚାହୁଁଛନ୍ତି।50 ପ୍ରତିଶତରୁ ଅଧିକ ସଂରକ୍ଷଣ ଦେଇ ପାରିବେନି ବୋଲି କୋଟ କହିବାରୁ ସମସ୍ୟା ରହୁଛି ।2011 ର କମ୍ୟୁନିଟି ବେଶ ଡାଟା ରିଲିଜ କରନ୍ତୁ ବୋଲି ଆମେ କେନ୍ଦ୍ରକୁ ଦାବି କରିଛୁ।2021 ଜନଗଣନାରେ କୌଣସି ସୁବିଧା ନଥିବାରୁ ଆମେ ସ୍ଥାନ ପାଇଁ କହୁଛୁ, ଏହା ହେଲେ ସୁବିଧା ହେବ।ବିଜେପି ଅଭିଯୋଗ ପରିବର୍ତେ ରାଜ୍ୟ ସରକାରଙ୍କୁ ସମର୍ଥନ ସହିତ କେନ୍ଦ୍ରକୁ ଜଣାଇଲେ ଶୀଘ୍ର ହେବ,ଡାଟା ଜଲଦି ଆସିଲେ ସରକାର ଇଂପ୍ଲିମେଣ୍ଟ କରିବେ।Conclusion:50 ପ୍ରତିଶତରୁ ଅଧିକେ ହେଲେ ଇଂପ୍ଲିମେଣ୍ଟ କରିପାରିବେନି କହିଥିଲେ କୋଟ ।କେନ୍ଦ୍ରରେ ବିଜେପି ସରକାର ଥିବାରୁ ଅନୁରୋଧ ବିଜେପି ନେତା ଅନୁରୋଧ କରନ୍ତୁ ।ବୋଲି ସସ୍ମିତ ପାତ୍ର କହିଛନ୍ତି ।

Last Updated : Jan 13, 2020, 10:45 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.