ETV Bharat / city

Sarat Patnaik Appointed New PCC President: ଶରତ ପଟ୍ଟନାୟକ ହେଲେ ରାଜ୍ୟ ପିସିସି ସଭାପତି - ଶରତ ପଟ୍ଟନାୟକ ପିସିସି ସଭାପତି

ଶରତ ପଟ୍ଟନାୟକ ହେଲେ ରାଜ୍ୟ କଂଗ୍ରେସ ସଭାପତି । 18 ବର୍ଷ ପରେ ପିସିସି ମଙ୍ଗୁଆଳ ପଦ ପୁଣି ସମ୍ଭାଳିବେ ଶରତ । ଅଧିକ ପଢନ୍ତୁ

ଶରତ ପଟ୍ଟନାୟକ ହେଲେ ରାଜ୍ୟ କଂଗ୍ରେସ ସଭାପତି
ଶରତ ପଟ୍ଟନାୟକ ହେଲେ ରାଜ୍ୟ ପିସିସି ସଭାପତି
author img

By

Published : May 23, 2022, 4:23 PM IST

Updated : May 23, 2022, 7:49 PM IST

ଭୁବନେଶ୍ବର: ଶରତ ପଟ୍ଟନାୟକ ହେଲେ ରାଜ୍ୟ କଂଗ୍ରେସ ସଭାପତି । ଶରତଙ୍କ ନିଯୁକ୍ତି ନେଇ ଅଖିଳ ଭାରତୀୟ କଂଗ୍ରେସ କମିଟି ପକ୍ଷରୁ ଘୋଷଣା । ଦ୍ୱିତୀୟ ଥର ପାଇଁ ପିସିସି ସଭାପତି ହେଲେ ଶରତ ।

  • Congress president has accepted the resignation of Niranjan Patnaik from the post of Odisha Pradesh Congress Committee president and appointed Sarat Pattanayak as the new Odisha PCC chief pic.twitter.com/hsciVAVSZW

    — ANI (@ANI) May 23, 2022 " class="align-text-top noRightClick twitterSection" data=" ">
  • ଶରତ ପଟ୍ଟନାୟକ ହେଲେ ରାଜ୍ୟ କଂଗ୍ରେସ ସଭାପତି
  • ନିରଞ୍ଜନ ପଟ୍ଟନାୟକଙ୍କ ପରେ ସମ୍ଭାଳିବେ ପିସିସି ମଙ୍ଗ
  • କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧି ଦେଲେ ନିଯୁକ୍ତି ।
  • ପୂର୍ବରୁ 2001-04 ପର୍ଯ୍ୟନ୍ତ ପିସିସି ସଭାପତି ଥିଲେ ଶରତ ।
  • ସେ 1991, 1996 ମସିହାରେ ବଲାଙ୍ଗୀର ଲୋକସଭା ଆସନରୁ ନିର୍ବାଚିତ ହୋଇଥିଲେ ।
  • ସେ ମଧ୍ୟ ରାଜ୍ୟ ଯୁବ କଂଗ୍ରେସ ସଭାପତି ରହିଥିଲେ ।
  • 18 ବର୍ଷ ପରେ ପିସିସି ମଙ୍ଗୁଆଳ ପଦ ପୁଣି ସମ୍ଭାଳିବେ ଶରତ ।
  • 2002 ପଞ୍ଚାୟତ ନିର୍ବାଚନ ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ଲଢିଥିଲେ କଂଗ୍ରେସ ।
  • ଶରତଙ୍କୁ 2004ରେ ଜାନୁଆରୀରେ ପଦ ହରାଇବାକୁ ପଡିଥିଲା ।
  • ଶରତଙ୍କ ନେତୃତ୍ୱରେ 2002ରେ କଂଗ୍ରେସ 283ଟି ଜିଲ୍ଲା ପରିଷଦ ଆସନ ଜିତିଥିଲା ।

ଭୁବନେଶ୍ୱରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Last Updated : May 23, 2022, 7:49 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.