ETV Bharat / city

ରାଜଧାନୀରେ 10 ତମ ରାଜ୍ୟ ସରଗି ଫୁଲ ପ୍ରତିଯୋଗିତା

ଅନୁସୂଚିତ ଜାତି ଓ ଜନଜାତି ବିଭାଗର ଛାତ୍ରଛାତ୍ରୀଙ୍କ ଲୁକ୍କାୟିତ ପ୍ରତିଭାକୁ ବିକଶିତ କରିବା କରିବାକୁ ଆରମ୍ଭ ହେଲା ସରଗି ଫୁଲ ପ୍ରତିଯୋଗିତା । ଅଧିକ ଖବର ପଢନ୍ତୁ...

ରାଜଧାନୀରେ 10 ତମ ରାଜ୍ୟ ସରଗି ଫୁଲ ପ୍ରତିଯୋଗିତା
ରାଜଧାନୀରେ 10 ତମ ରାଜ୍ୟ ସରଗି ଫୁଲ ପ୍ରତିଯୋଗିତା
author img

By

Published : Dec 19, 2019, 12:49 PM IST

Updated : Dec 19, 2019, 2:52 PM IST

ଭୁବନେଶ୍ବର: ଅନୁସୂଚିତ ଜାତି ଓ ଜନଜାତି ବିଭାଗର ଛାତ୍ରଛାତ୍ରୀଙ୍କ ଲୁକ୍କାୟିତ ପ୍ରତିଭାକୁ ବିକଶିତ କରିବା କରିବାକୁ ଆରମ୍ଭ ହେଲା ସରଗି ଫୁଲ ପ୍ରତିଯୋଗିତା । 30 ଟି ଜିଲ୍ଲାରୁ ପ୍ରାୟ 1000 ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀ ଏଥିରେ ଯୋଗ ଦେଇଛନ୍ତି ।

ରାଜଧାନୀରେ 10 ତମ ରାଜ୍ୟ ସରଗି ଫୁଲ ପ୍ରତିଯୋଗିତା

ଗୁରୁବାର ଠାରୁ ଆସନ୍ତା 21 ତାରିଖ ପର୍ଯ୍ୟନ୍ତ ଏହି ପ୍ରତିଯୋଗିତା ଭୁବନେଶ୍ବର ସ୍ଥିତ ଆଦିବାସୀ ପଡିଆରେ ଚାଲିବ । ଗୁରୁବାର ବିଭାଗୀୟ ମନ୍ତ୍ରୀ ଜଗନ୍ନାଥ ସାରକା ଆନୁଷ୍ଠାନିକ ଭାବରେ ଏହାର ଶୁଭାରମ୍ଭ କରିଛନ୍ତି ।

ଏଥିରେ ନାଚଗୀତ, ଶିଶୁ ବିଜ୍ଞାନ ମେଳା, ପ୍ରବନ୍ଧ ଓ ବକୃତା ପ୍ରତିଯୋଗିତା ହେବାର କାର୍ଯ୍ୟକ୍ରମ ରହିଛି ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Last Updated : Dec 19, 2019, 2:52 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.