ETV Bharat / city

ବଗଲା ଧର୍ମଶାଳା ମାମଲା: ଅନଲାଇନରେ ବିଜେପି ଦାଖଲ କରିବ ପିଟିସନ

author img

By

Published : Sep 3, 2020, 11:54 AM IST

ବଗଲା ଧର୍ମଶାଳା ମାମଲାରେ ରାଜ୍ୟ ସରକାରଙ୍କୁ ଘେରିବାକୁ ବିଜେପିର ନୂଆଚାଲ । ଅନଲାଇନରେ ପିଟିସନ ଦାଖଲ ସହ ସାମାଜିକ ଗଣମାଧ୍ୟମରେ ଜନଜାଗରଣ ସୃଷ୍ଟି କରିବ ବିଜେପି । ଅଧିକ ପଢନ୍ତୁ...

ବଗଲା ଧର୍ମଶାଳା ମାମଲା: ଅନ ଲାଇନରେ ବିଜେପି ଦାଖଲ କରିବ ପିଟିସନ

ଭୁବନେଶ୍ବର: ବଗଲା ଧର୍ମଶାଳା ମାମଲାରେ ରାଜ୍ୟ ବିଜେପି ଅନ ଲାଇନରେ ପିଟିସନ ଦାଖଲ କରିବ । ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଏହାର ଶୁଭାରମ୍ଭ କରିବେ । ଏହାସହ ସାମାଜିକ ଗଣମାଧ୍ୟମରେ ବଗଲା ଅନିୟମିତତା ସମ୍ପର୍କରେ ଜନ ଜାଗରଣ ସୃଷ୍ଟି କରିବ ବିଜେପି ।

ତେବେ ପୁରୀରେ ଆଜି ଠାରୁ ଏହି ଜନ ଜାଗରଣ ଆରମ୍ଭ କରାଯିବ ବୋଲି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର କହିଛନ୍ତି । ସେହିପରି ବର୍ତ୍ତମାନ ସମୟରେ ଅନଲାଇନରେ ପିଟିସନର ଆଶ୍ୟକତା ଅଛି। କାରଣ ବିଶ୍ବର ବିଭିନ୍ନ ପ୍ରାନ୍ତରେ ଥିବା ଜଗନ୍ନାଥ ପ୍ରେମୀଙ୍କୁ ବଗଲା ଧର୍ମଶାଳା ଅନିୟମିତତା ଆଘାତ ଦେଇଛି। ଏ ବିଷୟରେ ଜନ ଜାଗରଣ ସୃଷ୍ଟି କରିବା ମୁଖ୍ୟ ଲକ୍ଷ ବୋଲି ସେ କହିଛନ୍ତି ।

ଅନ୍ୟପଟେ ଏହି ପ୍ରସଙ୍ଗରେ କଂଗ୍ରେସ ଉପରେ ବର୍ଷିଛନ୍ତି ସମ୍ବିତ ପାତ୍ର। ସେ କହିଛନ୍ତି,‘କଂଗ୍ରେସ ନିଶ୍ଚିହ୍ନ ହେବାକୁ ଯାଉଥିବା ଦଳ।’ ବଗଲା ଧର୍ମଶାଳାକୁ ନେଇ କଂଗ୍ରେସ ଆଣିଥିବା ବିଜେପି ଓ ବିଜେଡି ଭିତିରି ସମ୍ପର୍କ ଉପରେ କୌଣସି ସତ୍ୟତା ନାହିଁ ବୋଲି ସେ କହିଛନ୍ତି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.