ଭୁବନେଶ୍ବର: ପରୀ ହତ୍ୟାକାଣ୍ଡ ମାମଲା । ଘଟଣାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏସଆଇଟି ତଦନ୍ତ ବିରୋଧରେ ଜାତୀୟ ଶିଶୁ ଅଧିକାର ଆୟୁକ୍ତ ଦ୍ବାରସ୍ଥ ହୋଇଛନ୍ତି ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ।
ତେବେ ଗତକାଲି (ଶନିବାର) ପରି ହତ୍ୟାକାଣ୍ଡ ତଦନ୍ତକୁ ନେଇ ଅସନ୍ତୋଷ ବ୍ୟକ୍ତ କରିବା ସହ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ଦ୍ବାରା ପରୀ ଘଟଣାର ତଦନ୍ତ ହେବା ନେଇ ପରାମର୍ଶ ଦେଇଥିଲେ । ଏନେଇ ଆଜି (ରବିବାର) ନିଜର ମନ୍ତବ୍ୟ ରଖିଛନ୍ତି ସମ୍ବିତ ପାତ୍ର।
ଭୁବନେଶ୍ବରରୁ ସଞ୍ଜିବ ରାୟ, ଇଟିଭି ଭାରତ