ETV Bharat / city

ପୁଣି ମାନବିକତା ଦେଖାଇଲେ ସବ୍ୟସାଚୀ, ଜୀବନ ଫେରିପାଇଲା ୨ ବର୍ଷର ଶିଶୁ - ପୁଣି ମାନବିକତା ଦେଖାଇଲେ ସବ୍ୟସାଚୀ

ପୁଣି ମାନବିକତା ଦେଖାଇଲେ ସବ୍ୟସାଚୀ । ବଲିଉଡ ଅଭିନେତା ସୁଶାନ୍ତ ସିଂ ଏବଂ ଓଲିଉଡ଼ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ପ୍ରୟାସରେ ଏକ ଶିଶୁର ଜୀବନ ବଞ୍ଚିଯାଇଛି । ଅଧିକ ପଢନ୍ତୁ...

ପୁଣି ମାନବିକତା ଦେଖାଇଲେ ସବ୍ୟସାଚୀ
ପୁଣି ମାନବିକତା ଦେଖାଇଲେ ସବ୍ୟସାଚୀ
author img

By

Published : May 28, 2021, 5:11 PM IST

Updated : May 28, 2021, 8:10 PM IST

ଭୁବନେଶ୍ବର: ପୁଣି ମାନବିକତା ଦେଖାଇଲେ ସବ୍ୟସାଚୀ । ଜୀବନ ଫେରି ପାଇଲା ୨ ବର୍ଷର ଶିଶୁ । ବର୍ତ୍ତମାନ ସାରାଦେଶ କୋରୋନା କାୟାରେ ଜୁଝି ହେଉଛି । ଏହାରି ମଧ୍ୟରେ ଏକ ୨ ବର୍ଷ ଶିଶୁ କନ୍ୟାର ଜୀବନ ବଞ୍ଚାଇଛନ୍ତି ଦୁଇ ଅଭିନେତା ।

ପୁଣି ମାନବିକତା ଦେଖାଇଲେ ସବ୍ୟସାଚୀ
ପୁଣି ମାନବିକତା ଦେଖାଇଲେ ସବ୍ୟସାଚୀ

ବଲିଉଡ ଅଭିନେତା ସୁଶାନ୍ତ ସିଂ ଏବଂ ଓଲିଉଡ଼ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ପ୍ରୟାସରେ ଏକ ଶିଶୁର ଜୀବନ ବଞ୍ଚିଯାଇଛି । ପ୍ରଥମେ ଶିଶୁଟିର ବାପା ଓ ମାଆ କୋରୋନାରେ ଆକ୍ରାନ୍ତ ହୋଇଥିଲେ । ପରେ ତାଙ୍କର ୨ ବର୍ଷର ଶିଶୁ କୋରୋନାରେ ଆକ୍ରାନ୍ତ ହୋଇଥିଲା ।

ପୁଣି ମାନବିକତା ଦେଖାଇଲେ ସବ୍ୟସାଚୀ
ପୁଣି ମାନବିକତା ଦେଖାଇଲେ ସବ୍ୟସାଚୀ

୨୫ ତାରିଖ ରାତିରେ ହଠାତ ଶିଶୁର ଅମ୍ଳଜାନ ସ୍ତର ହ୍ରାସ ପାଇଁ ୮୩ରେ ପହଁଞ୍ଚିଥିଲା। ଯାହାକୁ ନେଇ ଶିଶୁଟିର ବାପା ଓ ମାଆ ବିଚଳିତ ହୋଇପଡିଥିଲେ । ଆଉ ଝିଅର ଜୀବନ ବଞ୍ଚାଇବାକୁ ଅନେକ ହସ୍ପିଟାଲ ସହିତ ଯୋଗାଯୋଗ କରିଥିଲେ । ହେଲେ ମେଡିକାଲ ଭର୍ତ୍ତି ପାଇଁ ଶିଶୁଟିକୁ ବେଡ଼ ମିଳିନଥିଲା ।

ପୁଣି ମାନବିକତା ଦେଖାଇଲେ ସବ୍ୟସାଚୀ
ପୁଣି ମାନବିକତା ଦେଖାଇଲେ ସବ୍ୟସାଚୀ
ପୁଣି ମାନବିକତା ଦେଖାଇଲେ ସବ୍ୟସାଚୀ
ପୁଣି ମାନବିକତା ଦେଖାଇଲେ ସବ୍ୟସାଚୀ

ଯାହାକୁ ନେଇ ସମ୍ପୂର୍ଣ୍ଣ ରୂପେ ନିରାଶ ହୋଇ ଭାଙ୍ଗିପଡିଥିଲେ ପତିପତ୍ନୀ । ଏନେଇ ସେମାନେ ପ୍ରଥମେ ସେ ବଲିଓଡ଼ ଅଭିନେତା ସୁଶାନ୍ତ ସିଂକୁ ଜଣାଇଥିଲେ । ସୁଶାନ୍ତ ସଙ୍ଗେ ସଙ୍ଗେ ସବ୍ୟସାଚୀ ମିଶ୍ରଙ୍କୁ ଟ୍ବିଟ କରିଥିଲେ।

ପୁଣି ମାନବିକତା ଦେଖାଇଲେ ସବ୍ୟସାଚୀ
ପୁଣି ମାନବିକତା ଦେଖାଇଲେ ସବ୍ୟସାଚୀ
ପୁଣି ମାନବିକତା ଦେଖାଇଲେ ସବ୍ୟସାଚୀ
ପୁଣି ମାନବିକତା ଦେଖାଇଲେ ସବ୍ୟସାଚୀ

ସବ୍ୟସାଚୀ ଖବର ପାଇ ଏନେଇ ଶିଶୁଟିକୁ ଆମ୍ରି ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଶିଶୁଟି ଠିକ ସମୟରେ ଚିକିତ୍ସା ପାଇ ଥିବାରୁ ବର୍ତ୍ତମାନ ଶିଶୁଟି ସୁସ୍ଥ ଥିବା ଜଣାପଡିଛି ।

ପୁଣି ମାନବିକତା ଦେଖାଇଲେ ସବ୍ୟସାଚୀ

ଶିଶୁଟିର ଠିକ୍ ସମୟରେ ଚିକିତ୍ସା ଯୋଗାଇଥିବାରୁ ସୁଶାନ୍ତ ସିଂ ଡାକ୍ତର ଓ ସବ୍ୟସାଚୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ଏହାସହ ସବ୍ୟସାଚୀ ଡାକ୍ତର ପାଟଜୋଷୀଙ୍କ ସମେତ ତାଙ୍କ ଟିମକୁ କୃତଜ୍ଞତା ଜଣାଇଛନ୍ତି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

Last Updated : May 28, 2021, 8:10 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.