ETV Bharat / city

ରାଜଧାନୀରେ ରାଷ୍ଟ୍ରୀୟ ଏକତା ଦିବସ ପାଳିଲେ ଛାତ୍ରଛାତ୍ରୀ

author img

By

Published : Oct 31, 2019, 10:49 PM IST

Updated : Oct 31, 2019, 11:19 PM IST

ଲୌହ ମାନବ ସର୍ଦ୍ଦାର ବଲ୍ଳଭ ଭାଇ ପଟେଲଙ୍କ ୧୪୪ ତମ ଜନ୍ମ ଜୟନ୍ତୀରେ ଦେଶ ପାଳୁଛି ରାଷ୍ଟ୍ରୀୟ ଏକତା ଦିବସ । ଏଥିପାଇଁ ମଞ୍ଚେଶ୍ୱର ଦୁର୍ଗା ମଣ୍ଡପ ନିକଟରୁ ଏକତା ପାଇଁ ଦୌଡ଼ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି ।

ଫଟୋ ସୌଜନ୍ୟ: ସମ୍ବାଦତାତା ଭୁବନେଶ୍ବର

ଭୁବନେଶ୍ବର: ଲୌହ ମାନବ ସର୍ଦ୍ଦାର ବଲ୍ଳଭ ଭାଇ ପଟେଲଙ୍କ ୧୪୪ ତମ ଜନ୍ମ ଜୟନ୍ତୀରେ ଦେଶ ପାଳୁଛି ରାଷ୍ଟ୍ରୀୟ ଏକତା ଦିବସ । ଏଥିପାଇଁ ମଞ୍ଚେଶ୍ୱର ଥିବା ଚକେଇସିଆଣି ଦୁର୍ଗା ମଣ୍ଡପ ନିକଟରୁ ଏକତା ପାଇଁ ଦୌଡ଼ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ଏହି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦତାତା ଭୁବନେଶ୍ବର

ଶତାଧିକ ଛାତ୍ରଛାତ୍ରୀ ଛାତ୍ରଛାତ୍ରୀ ଏକତା ପାଇଁ ଦୌଡ଼ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଏଥିସହିତ ରାଷ୍ଟ୍ରୀୟ ଏକତା ନେଇ ସମସ୍ତଙ୍କୁ ସଂକଳ୍ପ ନେବାକୁ ସାଂସଦ ଅପରାଜିତା ଆହ୍ବାନ ଦେଇଥିଲେ । ଆଜିର ଯୁବ ପିଢ଼ିଙ୍କ ମଧ୍ୟରେ ଏକତା ଭାବ ରହିବା ଆବଶ୍ୟକ ରହିଛି । ଆଗାମୀ ଭବିଷ୍ୟତରେ ଉତ୍ତମ ରାଷ୍ଠ୍ର ଗଠନ ଦିଗେର ଏହା ସହାୟକ ହେବ ବୋଲି ଅପରାଜିତା କହିଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Intro:ରାଷ୍ଟ୍ରୀୟ ଏକତା ଦିବସ ପାଳନ କଲେ ଛାତ୍ର ଛାତ୍ରୀ।

ଲୌହ ମାନବ ସର୍ଦ୍ଧାର ବଲ୍ଳଭ ଭାଇ ପଟେଲଙ୍କ ୧୪୪ ତମ ଜନ୍ମ ଜୟନ୍ତୀ ଅବସରରେ ଛାତ୍ର ଛାତ୍ରୀଙ୍କ ରନ ଫର ୟୁନିଟ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି।

Body:

ସାରା ଦେଶ ପାଳନ କରୁଛି ଲୌହ ମାନବ ସର୍ଦ୍ଧାର ବଲ୍ଲଭ ଭାଇ ପଟେଲ ଙ୍କ ୧୪୪ ତମ ଜନ୍ମ ଜୟନ୍ତୀ। ସ୍ୱାଧୀନ ଭାରତର ପ୍ରଥମ ଗୃହମନ୍ତ୍ରୀ ଭାବେ ଦଇତ୍ୱ ନେଇଥିବା ସର୍ଦ୍ଧାର ପଟେଲଙ୍କ ଜନ୍ମ ଜୟନ୍ତୀ କୁ ରାଷ୍ଟ୍ରୀୟ ଏକତା ଦିବସ ଭାବେ ପାଳନ କରୁଛି ସାରା ଦେଶ। ଏହି ଦିନ ରେ ଏକତା ଦୌଡ଼ ଆରମ୍ଭ ହୋଇଛି। ଅନ୍ୟପକ୍ଷେ ଭାରତର ବିଭିନ୍ନ ମହାପୁରୁଷ ଯାହା ଙ୍କର ଭାରତ ସ୍ୱାଧୀନ ହେବା ପଛରେ ରହିଥିଲେ ସେମାନଙ୍କର ଆଦର୍ଶ ଆଦି ପରିଦର୍ଶନ କରିଛନ୍ତି ସଂସାଦ ଅପରାଜିତା ଷଡଙ୍ଗୀ । ଯାହା ଏକତା ରାଷ୍ଟ୍ରୀୟ କରିବାକୁ ସଂକଳ୍ପ ।

ଏହି ରାଷ୍ଟ୍ରୀୟ ଦୌଡ଼କୁ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ଶୁଭାରମ୍ଭ କରିବା ସହ ଭୁବନେଶ୍ୱର ର ମଞ୍ଚେଶ୍ୱର ଅଂଚଳରେ ଥିବା ଚକେଇସିଆଣି ଦୁର୍ଗା ମଣ୍ଡପ ନିକଟାରୁ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଯାହା ଏକା ଧିକ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଛନ୍ତି। ଆଜିର ଯୁବ ପିଢ଼ି ମାନଙ୍କ ମଧ୍ୟରେ ଏକତା ଭାବ ରହିବା ଆବଶ୍ୟକ ରହିଛି। ଯାହା ଆଗାମୀ ଭବିଷ୍ୟତରେ ଏହା ପୂର୍ଣ୍ଣ ସହଯୋଗ କରିବ ବୋଲି ସଂସାଦ ଅପରାଜିତା ଷଡଙ୍ଗୀ କହିଛନ୍ତି।

Byte- ଅପରାଜିତା ଷଡଙ୍ଗୀ , ସଂସାଦ, ଭୁବନେଶ୍ୱର
Byte- କୃଷ୍ଣପ୍ରିୟା ମିଶ୍ର, ଶିକ୍ଷାବିତ।
Byte- ଛାତ୍ରୀ।

Conclusion:
Last Updated : Oct 31, 2019, 11:19 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.