ETV Bharat / city

ରାଜଭବନ ଅଭିମୁଖେ ବିଜେଡି ବିଧାୟକ - Odisha Governor

ବିଜେପି ବିଧାୟକ ସୁବାଷ ପାଣିଗ୍ରାହୀ କ୍ଷମା ମାଗିବା ଜିଦରେ ଅଟଳ ଶାସକ ଦଳ । ରାଜଭବନ ଅଭିମୁଖେ ଗଲେ ବିଜେଡି ବିଧାୟକ । ଅଧିକ ପଢନ୍ତୁ...

ବିଜେଡି ବିଧାୟକ
ବିଜେଡି ବିଧାୟକ
author img

By

Published : Mar 17, 2021, 11:22 AM IST

ଭୁବନେଶ୍ବର: ବିଜେପି ବିଧାୟକ ସୁବାଷ ପାଣିଗ୍ରାହୀ କ୍ଷମା ମାଗିବା ଜିଦରେ ଅଟଳ ଶାସକ ଦଳ । ଆଜି ଗୃହରେ ଏହି ପ୍ରସଙ୍ଗ ଉଠାଇବା ସହ ଗୃହ ମୁଲତବୀ ପରେ ରାଜଭବନ ଅଭିମୁଖେ ଯାଇଛନ୍ତି ବିଜେଡି ବିଧାୟକ । ରାଜ୍ୟପାଳଙ୍କ ଘଟଣା ସମ୍ପର୍କରେ ଅବଗତ କରିବେ ବୋଲି ସୂଚନା ମିଳିଛି ।

ରାଜଭବନ ଅଭିମୁଖେ ବିଜେଡି ବିଧାୟକ

ବିଧାନସଭାରେ ବିଜେପି ବିଧାୟକ ସୁବାଷ ପାଣିଗ୍ରାହୀ ଆତ୍ମହତ୍ୟା ଉଦ୍ୟମ କରିବା ଅଭିଯୋଗରେ କ୍ଷମା ମାଗିବାକୁ ବିଜେଡି ଦାବି କରିଛି । ସୁବାଷ ପାଣିଗ୍ରାହୀ କ୍ଷମା ମାଗିବା ନେଇ 4 ଦିନ ହେବ ବିଧାନସଭାରେ ଶାସକ ଦଳ ପକ୍ଷରୁ ଦାବି କରାଯାଉଛି ।

ବିଜେଡି ଅଭିଯୋଗ କରିଛି ଯେ,ସୁବାଷ ପାଣିଗ୍ରାହୀ ଗଣତନ୍ତ୍ରର ବିରୋଧୀ ଏବଂ ଏକ ଭୁଲ ବାର୍ତ୍ତା ଦେଇଛନ୍ତି । ବିଧାନସଭା ଭଳି ପବିତ୍ର ଗୃହରେ ସାନିଟାଇଜର ପିଇବା ଘଟଣାରେ କ୍ଷମା ମାଗିବା ଉଚିତ । ସେନେଇ ସୁବାଷ ଯେପର୍ଯ୍ୟନ୍ତ କ୍ଷମା ନମାଗିବେ ସେ ପର୍ଯ୍ୟନ୍ତ ଗୃହ ଚଲାଇଦେବେ ନାହିଁ ବୋଲି କହିଛନ୍ତି ବିଜେଡି ବିଧାୟକ ପ୍ରଣବ ପ୍ରକାଶ ଦାସ ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.