ETV Bharat / city

ବାପାଙ୍କ ଅଧୁରା ସ୍ୱପ୍ନ ପୁରା କରିବି: ରୁଦ୍ର

ଟିକେଟ ମିଳିବା ପରେ ପ୍ରତିକ୍ରିୟା ରଖିଛନ୍ତି ରୁଦ୍ର । ବାପା, ମାଆ ଏବଂ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଆଶୀର୍ବାଦ ଯୋଗୁଁ ଏହା ସମ୍ଭବ ହୋଇଛି । ପିପିଲି-ଡେଲାଙ୍ଗ ଜନସାଧାରଣଙ୍କ ସମର୍ଥନ ଲାଗି ଭଲପାଇବା ମୋ ସହିତ ରହିଛି । ପିପିଲି-ଡେଲାଙ୍ଗର ଉନ୍ନତି ଓ ପ୍ରଗତି ଏକମାତ୍ର ଏଜେଣ୍ଡା ରହିବ । ଅଧିକ ପଢନ୍ତୁ...

author img

By

Published : Mar 26, 2021, 8:01 PM IST

ବାପାଙ୍କ ଅଧୁରା ସ୍ୱପ୍ନ ପୁରା କରିବି
ବାପାଙ୍କ ଅଧୁରା ସ୍ୱପ୍ନ ପୁରା କରିବି

ଭୁବନେଶ୍ୱର: ବିଜେଡିରୁ ରୁଦ୍ରଙ୍କୁ ଟିକେଟ ଘୋଷଣା ପରେ ଗାନ୍ଧିମାର୍ଗରେ ଥିବା ଘରେ ବରିଷ୍ଠ ନେତା ଓ ପ୍ରଶଂସକଙ୍କ ଭିଡ଼ ଲାଗିଥିଲା । ବରିଷ୍ଠ ନେତ୍ରୀ ପ୍ରମିଳା ମଲ୍ଲିକ, ଦେବୀ ମିଶ୍ର, ମହେଶ୍ୱର ମହାନ୍ତି ରୁଦ୍ରଙ୍କ ପାଖରେ ପହଁଚିଥିଲେ । ଏହାପରେ ବରିଷ୍ଠ ନେତାଙ୍କ ସହିତ ଆଲୋଚନା କରିଛନ୍ତି ରୁଦ୍ର ।

ବାପାଙ୍କ ଅଧୁରା ସ୍ୱପ୍ନ ପୁରା କରିବି

ସେପଟେ ଟିକେଟ ମିଳିବା ପରେ ପ୍ରତିକ୍ରିୟା ରଖିଛନ୍ତି ରୁଦ୍ର । ବାପା, ମାଆ ଏବଂ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଆଶୀର୍ବାଦ ଯୋଗୁଁ ଏହା ସମ୍ଭବ ହୋଇଛି । ପିପିଲି-ଡେଲାଙ୍ଗ ଜନସାଧାରଣଙ୍କ ସମର୍ଥନ ଲାଗି ଭଲପାଇବା ମୋ ସହିତ ରହିଛି । ପିପିଲି-ଡେଲାଙ୍ଗର ଉନ୍ନତି ଓ ପ୍ରଗତି ଏକମାତ୍ର ଏଜେଣ୍ଡା ରହିବ । ବାପାଙ୍କର ଅଧୁରା ସ୍ୱପ୍ନ ପୂରଣ କରିବା ଲାଗି ଆପ୍ରାଣ ଉଦ୍ୟମ କରିବେ ବୋଲି କହିଛନ୍ତି ରୁଦ୍ର । ନାମାଙ୍କନ ଦାଖଲ କରିବା ନେଇ ନିଷ୍ପତ୍ତି ହୋଇନାହିଁ । ଦଳର ବରିଷ୍ଠ ନେତାଙ୍କ ସହିତ ଆଲୋଚନା କରିବା ପରେ ନାମାଙ୍କନ ଏହା ନିଷ୍ପତ୍ତି ନେବେ ବୋଲି ରୁଦ୍ର କହିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.