ETV Bharat / city

ଏଣିକି ଛୁଟିଦିନରେ ଖୋଲା ରହିବ ଆରଟିଓ - ଭୁବନେଶ୍ବର ଆରଟିଓ

ଏଣିକି ଛୁଟିଦିନରେ ଖୋଲା ରହିବ ଆରଟିଓ । ନୂଆ ମୋଟରଯାନ ନିୟମ ଲାଗୁ ପରେ ଦେଖାଦେଇଛି ଡକ୍ୟୁମେଣ୍ଟ ସମସ୍ୟା। ଅନେକଙ୍କ ଡ୍ରାଇଭିଂ ଲାଇସେନ୍ସ ଓ ରେଜିଷ୍ଟ୍ରେସନ ନେଇ ଲୋକେ ହେଉଛନ୍ତି ହଇରାଣ। ଏହାକୁ ଦୃଷ୍ଟିରେ ରଖି ସରକାର ଏହି ନିଷ୍ପତ୍ତି ନେଇଛନ୍ତି ।

ଡିଜାଇନ ଫଟୋ
author img

By

Published : Sep 13, 2019, 5:17 PM IST

ଭୁବନେଶ୍ବର: ଏଣିକି ଛୁଟିଦିନରେ ଖୋଲା ରହିବ ଆରଟିଓ । ନୂଆ ମୋଟରଯାନ ନିୟମ ଲାଗୁ ପରେ ଦେଖାଦେଇଛି ଡକ୍ୟୁମେଣ୍ଟ ସମସ୍ୟା। ଅନେକଙ୍କ ଡ୍ରାଇଭିଂ ଲାଇସେନ୍ସ ଓ ରେଜିଷ୍ଟ୍ରେସନ ନେଇ ଲୋକେ ହେଉଛନ୍ତି ହଇରାଣ। ଏହାକୁ ଦୃଷ୍ଟିରେ ରଖି ସରକାର ଏହି ନିଷ୍ପତ୍ତି ନେଇଛନ୍ତି ।

RTO Bhubhaneswar
ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

କାଗଜପତ୍ର ଠିକ୍‌ ପାଇଁ ସରକାର ତିନି ମାସ ଅବଧି ଦେବା ପରେ ଆରଟିଓରେ ଲୋକଙ୍କ ଅଧିକ ଗହଳି ଲାଗୁଥିବାର ଦେଖିବାକୁ ମିଳୁଛି । ତେଣୁ ଏଣିକି ସରକାରୀ ଛୁଟି ଦିନରେ ବି ଖୋଲା ରହିବ ଆରଟିଓ। ଏଥିସହ ଆରଟିଓର କାଉଣ୍ଟର ମଧ୍ୟ ବୃଦ୍ଧି କରାଯିବ। ଅଧିକରୁ ଅଧିକ ଲୋକ ଯେଭଳି ଆରଟିଓ ଅଫିସରେ ଆସି ନିଜ କାଗଜପତ୍ର ସୁରୁଖୁରୁରେ ଆବେଦନ କରିବେ । ଏଥିସହ ଲର୍ଣ୍ଣିଂ ଓ ଡିଏଲ ତିଆରି କରିବାରେ ସମସ୍ୟା ଉପୁଜିବନି ସେନେଇ ନିର୍ଦ୍ଦେଶ ଦେଇଛନ୍ତି ଟ୍ରାନ୍ସପୋର୍ଟ କମିସନର ସଞ୍ଜୀବ ପଣ୍ଡା।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Intro:ଏଣିକି ଛୁଟିଦିନରେ ଖୋଲା ରହିବ ଆରଟିଓ ଅଫିସBody:

ନୁଆ ମୋଟରଯାନ ନିୟମ ଲାଗୁ ପରେ ଦେଖାଦେଇଛି ଡକୁମେଣ୍ଟ ସମସ୍ଯା। ଅନେକଙ୍କ ଡ୍ରାଇଭିଂ ଲାଇସେନ୍ସ ଓ ରେଜିଷ୍ଟ୍ରେସନ ନେଇ ଲୋକେ ହେଉଛନ୍ତି ହଇରାଣ। କାରଣ ଆରଟିଓ ଅଫିସରେ ଲୋକଙ୍କ ଅଧିକ ଗହଳି ଲାଗୁଥିବାରୁ । ଏଣିକି ସରକାରି ଛୁଟି ଦିନରେ ବି ଖୋଲା ରହିବ ଆରଟିଓ ଅଫିସ। ଏଥି ସବ ବଢାଯିବ ଆରଟିଓ ଅଫିସର କାଉଣ୍ଟର। ଅଧିକର ଅଧିକ ଲୋକ ଯେଭଳି ଆରଟିଓ ଅଫିସରେ ଆସି ନିଜ କାଗଜ ପତ୍ର ସୁରୁଖୁରୁରେ ଆବେଦନ କରିବା ସହ ଲର୍ଣିଂ ଓ ଡିଏଲ ତିଆରି କରିବାରେ ସମସ୍ଯା ଉପୁଜିବନି ସେ ନେଇ ନିର୍ଦେଶ ଦେଇଛନ୍ତି ଟ୍ରାନସପୋର୍ଟ କମିସନର ସଂଜିବ ପଣ୍ଡା।ସ୍ବତନ୍ତ୍ର ବିଗ୍ଯପ୍ତି ଜରିଆରେ ଏନେଇ ଆରଟିଓ ମାନଙ୍କୁ ନିର୍ଦେଶ ଦେଇଛନ୍ତି।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.