ETV Bharat / city

ବିମାନ ବନ୍ଦର ଓ ରେଳ ଷ୍ଟେସନରେ ଚେକିଂ କଡାକାଡି, RT-PCR ରିପୋର୍ଟ ବାଧ୍ୟତାମୂଳକ - RT-PCR ରିପୋର୍ଟ

ଆଜି(ସୋମବାର) ଠାରୁ ଭୁବନେଶ୍ବର ବିମାନ ବନ୍ଦର ଓ ରେଳ ଷ୍ଟେସନରେ କଡାକଡି ହୋଇଛି ଚେକିଂ ବ୍ୟବସ୍ଥା। ଯେଉଁମାନେ ରାଜ୍ୟ ବାହାରୁ ଆସୁଛନ୍ତି ସମାନଙ୍କୁ କୋଭିଡ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି। ଅଧିକ ପଢନ୍ତୁ...

ବାହାରୁ ଆସୁଥିବା ଯାତ୍ରୀଙ୍କ ପାଇଁ ବାଧ୍ୟ RT-PCR ରିପୋର୍ଟ

author img

By

Published : Apr 12, 2021, 5:43 PM IST

ଭୁବନେଶ୍ବର: ଆଜି(ସୋମବାର) ଠାରୁ ଭୁବନେଶ୍ବର ବିମାନ ବନ୍ଦର ଓ ରେଳ ଷ୍ଟେସନରେ କଡାକଡି ହୋଇଛି ଚେକିଂ ବ୍ୟବସ୍ଥା। ଯେଉଁମାନେ ରାଜ୍ୟ ବାହାରୁ ଆସୁଛନ୍ତି ସେମାନଙ୍କୁ କୋଭିଡ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି। ଯଦି କୌଣସି ଯାତ୍ରୀ ରିପୋର୍ଟ ଆଣି ନଥିବେ ତେବେ 7 ଦିନ ହୋମ କ୍ବାରେନଣ୍ଟାଇନରେ ରହିବେ।

ବାହାରୁ ଆସୁଥିବା ଯାତ୍ରୀଙ୍କ ପାଇଁ ବାଧ୍ୟ RT-PCR ରିପୋର୍ଟ

କୌଣସି ଯାତ୍ରୀଙ୍କ ନିକଟରେ ଲକ୍ଷଣ ଦେଖାଦେଲେ ତୁରନ୍ତ ସେମାଙ୍କର ଟେଷ୍ଟ ପାଇଁ ବ୍ୟବସ୍ଥା କରାଯାଇଛି। ଭୁବନେଶ୍ବରରେ ସଂକ୍ରମଣ ବୃଦ୍ଧି ପାଉଛି, ଏହାକୁ ଦୃଷ୍ଟିରେ ରଖି ବିଏମସି ପକ୍ଷରୁ ମାର୍କେଟ ମାନଙ୍କରେ ଚେକିଂ ଜୋରଦାର କରାଯାଉଛି। ଯେଉଁମାନେ ନିୟମ ଉଲଘଂନ କରୁଛନ୍ତି ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉଛି।

ଫାଇନ ମଧ୍ୟ ଆଦାୟ କରାଯାଉଛି। ଆଜି(ସୋମବାର) ଉତ୍କଳ ବିଶ୍ବବିଦ୍ୟାଳୟର 4ଜଣ ପଜିଟିଭି ଚିହ୍ନଟ ହୋଇଛନ୍ତି । ସେମାଙ୍କର କଣ୍ଟାକ ଟ୍ରେସିଂ ଚାଲିଛି ଓ ସେମାଙ୍କର ସଂସ୍ପର୍ଶରେ ଆସିଥିବା ଲୋକଙ୍କ ଟେଷ୍ଟ କରାଯିବ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.