ଭୁବନେଶ୍ବର : ସୁବର୍ଣ୍ଣପୁର ଜିଲ୍ଲା ସ୍ୱାସ୍ଥ୍ୟ ସମିତିର 5 କୋଟି ଟଙ୍କା ଅର୍ଥ ହେରଫେର ଅଭିଯୋଗ ହୋଇଛି । ଅର୍ଥ ହେରଫେରକୁ ନେଇ ରାଉଲକେଲାର ବ୍ୟବସାୟୀ ବିକାଶ ମାନସିଂହ ଗିରଫଙ୍କୁ କରାଯାଇଛି ।ବିକାଶକୁ ଗିରଫ କଲା କ୍ରାଇମବ୍ରାଞ୍ଚର ଇଓଡବ୍ଲୁ ।
ବିକାଶ ମାନସିଂହ ୱେବସାଇଡ ହ୍ୟାକ କରି ଅର୍ଥ ଲୁଟି ନେଇଥିବା କ୍ରାଇମବ୍ରାଞ୍ଚ ଇଓଡବ୍ଲୁ ପକ୍ଷରୁ ସୂଚନା ମିଳିଛି । ନାଚୁରାଲ ନାମକ ଏକ କମ୍ପାନୀକୁ ସୁବର୍ଣ୍ଣପୁର ଜିଲ୍ଲା ସ୍ବାସ୍ଥ୍ୟ ସମିତିର ଟଙ୍କାକୁ ପଠାଇଥିବା ସୂଚନା ମିଳିଛି ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ,ଇଟିଭି ଭାରତ