ETV Bharat / city

'ବାତ୍ୟା ପ୍ରଭାବିତ ଅଞ୍ଚଳରେ ସୂଚାରୁ ରୂପେ ଚାଲିଛି ରିଲିଫ ବଣ୍ଟନ'

ରାଜ୍ୟର ଜଗତସିଂହପୁରରେ 30, କେନ୍ଦ୍ରାପଡା 58, କଟକ 18.5, ବିଏମସି 76, ଖୋର୍ଦ୍ଧା 24.61 ପ୍ରତିଶତ ରିଲିଫ ବଣ୍ଟନ ହୋଇଛି । ନଗଦ ଅର୍ଥ ମଧ୍ୟ ବଣ୍ଟାଯାଇଛି । 4 ଲକ୍ଷ 89 ହଜାର 450 ହିତାଧିକାରୀଙ୍କୁ ଟଙ୍କା ମିଳିଛି ।

author img

By

Published : May 11, 2019, 11:50 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ଆଶଙ୍କା ଠାରୁ ଅଧିକ କ୍ଷୟକ୍ଷତି କଲା ବାତ୍ୟା 'ଫନି' । ରାଜ୍ୟର ଅଧା ଚିତ୍ର ବିଗାଡିଦେବା ପରେ ଏବେ ରାଜ୍ୟ ସରକାର ତତ୍ପର ହୋଇ ଉଠିଛନ୍ତି ପୁଣିଥରେ ସୁନ୍ଦର ଓଡିଶା ଗଢିବାକୁ । ତେବେ ବାତ୍ୟା ପରେ ବିପନ୍ନଙ୍କ ପାଖରେ ଯୁଦ୍ଧ କାଳୀନ ଭିତରେ ରିଲିଫ ସାମଗ୍ରୀ ପହଞ୍ଚାଯାଇଛି ।

ତେବେ ଏନେଇ ଅଧିକ ସୂଚନା ଦେଇଛନ୍ତି ସୂଚନା ଓ ଲୋକ ସମ୍ପର୍କ ସଚିବ । ରାଜ୍ୟର ଜଗତସିଂହପୁରରେ 30, କେନ୍ଦ୍ରାପଡା 58, କଟକ 18.5, ବିଏମସି 76, ଖୋର୍ଦ୍ଧା 24.61 ପ୍ରତିଶତ ରିଲିଫ ବଣ୍ଟନ ହୋଇଛି । ନଗଦ ଅର୍ଥ ମଧ୍ୟ ବଣ୍ଟାଯାଇଛି । 4 ଲକ୍ଷ 89 ହଜାର 450 ହିତାଧିକାରୀଙ୍କୁ ଟଙ୍କା ମିଳିଛି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

ସେହିଭଳି ଚାଉଳ ବଣ୍ଟନ ନେଇ ମଧ୍ୟ ତଥ୍ୟ ଉପସ୍ଥାପନ କରାଯାଇଛି । ରିଲିଫ ବଣ୍ଟନ ପାଇଁ ପୁରୀରେ 1 ଲକ୍ଷ 2 ହଜାର 938, କଟକ 37.89, ଖୋର୍ଦ୍ଧା 22.24 ପ୍ରତିଶତ ଦିଆଯାଇଛି । ଅନ୍ୟପଟେ ପୁରୀ, ଖୋର୍ଦ୍ଧା, ବିଏମସି ରେ 2ଲକ୍ଷ 69 ହଜାର 711 ଲୋକଙ୍କୁ ପଲିଥିନ ଦିଆଯାଇଛି । 36 ପ୍ରତିଶତ ବାତ୍ୟା ବିପନ୍ନଙ୍କୁ ପଲିଥିନ ମିଳିଛି।

ତାଛଡା ଅତିରିକ୍ତ ପେନସନ ପ୍ରଦାନ କରାଯିବା ସହ ଏବେ ବି ମାଗଣା ରନ୍ଧାଖାଦ୍ୟ ଦିଆଯାଉଥିବା ନେଇ ସୂଚନା ଦେଇଛନ୍ତି ସୂଚନା ଓ ଲୋକ ସମ୍ପର୍କ ସଚିବ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:Body:

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.