ETV Bharat / city

ମାସେ ପାଇଁ କୋହଳ ପ୍ରଦୂଷଣ ଚେକିଂ, 17ଟି ସ୍ଥାନରେ ଅନଲାଇନ ଡ୍ରାଇଭିଂ ପରୀକ୍ଷା - ଅନଲାଇନ ଡ୍ରାଇଭିଂ ପରୀକ୍ଷା

ବେଆଇନ ଫାଇନ କାଟୁଥିବାର ଅଧିକାରୀ ଏଥର ଫାଇନର ଦୁଇଗୁଣ ଅର୍ଥ ପ୍ରଦାନ କରିବେ। ଏହା ସହ ପ୍ରଦୂଷଣ ଚେକିଂ ନିୟମକୁ ମାସେ ପର୍ଯ୍ୟନ୍ତ କୋହଳ କରାଯାଇଛି ବୋଲି କହିଛନ୍ତି ସଡ଼କ ଓ ପରିବହନ ବିଭାଗ ସଚିବ ଜି.ଶ୍ରୀନିବାସ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Sep 6, 2019, 4:36 PM IST

ଭୁବନେଶ୍ବର: ପୋଲିସ ଅଧିକାରୀ ବେଆଇନ ଫାଇନ କାଟୁଥିବାର ଯଦି ପ୍ରମାଣିତ ହୁଏ ତେବେ ଅଧିକାରୀ ଜଣକ ଫାଇନର ଦୁଇଗୁଣ ଅର୍ଥ ପ୍ରଦାନ କରିବେ । ଏପରିକି ଯଦି ଭୁଲବଶତ ଆପଣ ଘରେ ଗାଡିର ଆବଶ୍ୟକ କାଗଜ ପତ୍ର ଛାଡ଼ି ଆସିଛନ୍ତି ଓ ଆପଣଙ୍କଠାରୁ ଚାଲାଣ କଟାଯାଇଛି । ତାହେଲେ ପରବର୍ତ୍ତୀ ସମୟରେ ଆପଣ ଡକ୍ୟୁମେଣ୍ଟ ଦେଖାଇ ଫାଇନରୁ ବର୍ତ୍ତିପାରିବେ ବୋଲି ସଡ଼କ ଓ ପରିବହନ ବିଭାଗ ସଚିବ ଜି.ଶ୍ରୀନିବାସ କହିଛନ୍ତି । ଏହା ସହ ପ୍ରଦୂଷଣ ଚେକିଂ ନିୟମକୁ ମାସେ ପର୍ଯ୍ୟନ୍ତ କୋହଳ କରାଯାଇଛି ବୋଲି ସେ ଜଣାଇଛନ୍ତି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଓଡିଶାର 17ଟି ସ୍ଥାନରେ ଅନଲାଇନ ଡ୍ରାଇଭିଂ ପରୀକ୍ଷା ପାଇଁ ବ୍ୟବସ୍ଥା କରାଯାଇଛି । ଖୁବ ଶୀଘ୍ର 30ଟି ଜିଲ୍ଲାରେ ଡ୍ରାଇଭିଙ୍ଗ ଟ୍ରାକ ପ୍ରସ୍ତୁତ କରାଯିବ । 17ଟି ସ୍ଥାନରେ ଅନଲାଇନ ଡ୍ରାଇଭିଂ ପରୀକ୍ଷା ପାଇଁ ବ୍ୟବସ୍ଥା କରାଯାଇଥିବା ବେଳେ ଆଗକୁ ବିଭିନ୍ନ ଜିଲ୍ଲାମାନଙ୍କରେ ଏହି ବ୍ୟବସ୍ଥା ଉପଲବ୍ଧ କରାଯିବ ବୋଲି ଶ୍ରୀନିବାସ ପ୍ରକାଶ କରିଛନ୍ତି।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

Intro:ଘରେ ରଖିଛନ୍ତି ଡକ୍ୟୁମେଣ୍ଟ ରଖିଛନ୍ତି ,ଟ୍ରାଫିକ ପୋଲି ଧରିଲେ କଣ କରିବେ ଜାଣନ୍ତୁ ।

ଫାଇନ ଆଦାୟ କରୁଥିବା ଅଫିସରଙ୍କ ଉପରେ ଚଡକ। ତ୍ରୁଟିପୂର୍ଣ୍ଣ ଉପାୟରେ ଫାଇନ କାଟିବା କଥା ଯଦି ସତ ହୁଏ, ଫାଇନର ଦୁଇ ଗୁଣ ଅର୍ଥ ଦେବେ ସମ୍ପୃକ୍ତ ଅଧିକାରୀ। ।ଏହାଶସହ ଯଦି ଭୁଲ ବସତ ଆପଣ ଘରେ ଗାଡିରେ ଆବଶ୍ୟକ କାଗଜ ପତ୍ର ଛାଡ଼ି ଆସିଛନ୍ତି ।Body:
ଆପଣଙ୍କୁ ଚାଲାଣ କଟାଯାଇଛି ,ପରବର୍ତ୍ତୀ ସମୟରେ ଆପଣ ଡକ୍ୟୁମେଣ୍ଟ ଦେଖାଇ ଫାଇନ ରୁ ବର୍ତିପାରିବେ
ଯଦି ଚାଲନ କାଟିବା ପରେ ସବୁ ଆବଶ୍ୟକ ଦସ୍ତାବିଜ ଉପସ୍ଥାପନ କରନ୍ତି, ତେବେ ଫାଇନ ଦେବାକୁ ପଡିବ ନାହିଁ।
ଏହାସହ ଆଉ ମାସେ ପାଇଁ କୋହଳ ହେଲା ପ୍ରଦୂଷଣ ଚେକିଂ ନିୟମ। ଅନେକ ବଦଳରେ ଗୋଟିଏ ଫାଇନ ପାଇଁ ଯୋଜନା ହେଉଛି। 17ଟି ସ୍ଥାନରେ ଅନଲାଇନ ଡ୍ରାଇଭିଂ ପରୀକ୍ଷା ପାଇଁ ବ୍ୟବସ୍ଥା କରାଯାଇଛି। Conclusion:ଖୁବଶୀଘ୍ର ୩୦ ଜିଲ୍ଲାରେ ଡ୍ରାଇଭିଙ୍ଗ ଲାଇସେନ୍ସ ଟ୍ରାକିଂ ପ୍ରସ୍ତୁତ ।ଅନଲାଇନ ରେ ହେବ ଆବେଦନ ।
ବର୍ତ୍ତମାନ ୧୭ଟି ଜିଲ୍ଲାରେ ଡ୍ରାଇଭିଙ୍ଗ ଲାଇସେନ୍ସ ଟ୍ରାକ କାର୍ଯ୍ୟକ୍ଷମ ହେଉଛି ।ଏନେଇ ସୁଚନା ଦେଇଛନ୍ତି
ସଡ଼କ ଓ ପରିବହନ ବିଭାଗ ର ଶ୍ରୀନିବାସ, ପ୍ରମୁଖ ଶାସନ ସଚିବ ଜି.ଶ୍ରୀନିବାସ ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.