ଭୁବନେଶ୍ବର:୧୯୯୮ ବ୍ୟାଚର ଆଇପିଏସ୍ ଅଧିକାରୀ ରବି କାନ୍ତଙ୍କୁ ସରକାରଙ୍କ ନୂଆ ଦ୍ବାୟିତ୍ବ । ଶନିବାର ନୂଆଦିଲ୍ଲୀସ୍ଥିତ ଓଡିଶା ଭବନର ସ୍ବତନ୍ତ୍ର ଆବାସିକ କମିଶନର ଭାବେ ତାଙ୍କୁ ନିଯୁକ୍ତି ଦିଆଯାଇଛି ।
ବର୍ତ୍ତମାନ ସେ ନୂଆଦିଲ୍ଲୀର ସିଆରସିର ଓଏସଡି ଦାୟିତ୍ବରେ ଅଛନ୍ତି । ରବିଙ୍କ ନିଯୁକ୍ତି ନେଇ ଶନିବାର ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ