ETV Bharat / city

ରମାଦେବୀ ବିଶ୍ବବିଦ୍ୟାଳୟ ପାଇଁ ଜମି ଚିହ୍ନଟ ପ୍ରସଙ୍ଗ: ରିପୋର୍ଟ ମାଗିଲେ ଅତିରିକ୍ତ ସଚିବ

author img

By

Published : Oct 29, 2019, 10:46 PM IST

ରମାଦେବୀ ବିଶ୍ବବିଦ୍ୟାଳୟ କ୍ୟାମ୍ପସର ଜମି ଚିହ୍ନଟ ପ୍ରସଙ୍ଗରେ କର୍ତ୍ତୃପକ୍ଷଙ୍କୁ ରିପୋର୍ଟ ମାଗିଛନ୍ତି ଅତିରିକ୍ତ ଶାସନ ସଚିବ ।

ରମାଦେବୀ ବିଶ୍ବ ବିଦ୍ୟାଳୟ ପାଇଁ ଜମି ସମସ୍ୟା, ରିପୋର୍ଟ ମାଗିଲେ ଅତିରିକ୍ତ ସଚିବ

ଭୁବନେଶ୍ବର: ରମାଦେବୀ ବିଶ୍ବବିଦ୍ୟାଳୟ କ୍ୟାମ୍ପସ ପାଇଁ ଜମି ସମସ୍ୟା । କ୍ୟାମ୍ପସ ଘୋଷଣା ନେଇ ଅନେକ ସମୟ ବିତିଯାଇଛି । ହେଲେ ବର୍ତ୍ତମାନ ସୁଦ୍ଧା ଜମି ଚିହ୍ନଟ ହୋଇପାରୁନାହିଁ । ଏନେଇ ରିପୋର୍ଟ ମାଗିଛନ୍ତି ଅତିରିକ୍ତ ଶାସନ ସଚିବ ।

land issue

ରମାଦେବୀ ବିଶ୍ବବିଦ୍ୟାଳୟ ଘୋଷଣାକୁ ଏଥିମଧ୍ୟରେ 3 ବର୍ଷ ବିତି ଯାଇଛି । ହେଲେ ବିଶ୍ବବିଦ୍ୟାଳୟର କ୍ୟାମ୍ପସ ପାଇଁ ଜମି ଚିହ୍ନଟ ହୋଇପାରୁନାହିଁ । ବାରମ୍ବାର ତଦନ୍ତ ହେଉଛି ହେଲେ କିଛି ସୁଫଳ ମିଳି ପାରିନାହିଁ । ପୂର୍ବେ ଜମି ଚିହ୍ନଟ ପକ୍ରିୟା ସ୍ଥିତି ଯେମିତି ଥିଲା ବର୍ତ୍ତମାନ ମଧ୍ୟ ସେପରି ସ୍ଥିତି ଲାଗି ରହିଛି । ଏପଟେ କ୍ୟାମ୍ପସ ପାଇଁ ଜମି ଚିହ୍ନଟ କରିବାରୁ ଅନୁରୋଧ କରିଛନ୍ତି ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Intro:ରମା ଦେବୀ ୟୁନଭରସିଟି କୁ ଜମି ଚିନ୍ତା, ରିପୋର୍ଟ ମାଗିଲେ କତୃପକ୍ଷBody:ରମା ଦେବୀ ୟୁନଭରସିଟି କୁ ଜମି ଚିନ୍ତା, ରିପୋର୍ଟ ମାଗିଲେ କତୃପକ୍ଷConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.