ETV Bharat / city

ପାରମ୍ପରିକ ବିଧିବିଧାନରେ ପାଳିତ ରକ୍ଷା ବନ୍ଧନ - ସ୍ବାଧିନତା ଦିବସ ଓ ରାକ୍ଷୀ ପୂର୍ଣ୍ଣିମା

ରାଜ୍ୟରେ ପାଳିତ ହେଉଛି ସ୍ବାଧୀନତା ଦିବସ ଓ ରାକ୍ଷୀ ପୂର୍ଣ୍ଣିମା । ଏଥିପାଇଁ ଚଳଚଞ୍ଚଳ ରାଜଧାନୀ ଭୁବନେଶ୍ବର ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
author img

By

Published : Aug 15, 2019, 12:46 PM IST

ଭୁବନେଶ୍ବର: ରାଜ୍ୟରେ ସ୍ବାଧୀନତା ଦିବସ ପାଳନ ସହ ପବିତ୍ର ରାକ୍ଷୀ ପୂର୍ଣ୍ଣିମା ମଧ୍ୟ ଜୋରସୋରରେ ପାଳନ ହୋଇଛି । ଏଥିପାଇଁ ସ୍ମାର୍ଟସିଟି ଭୁବନେଶ୍ବରରେ ହୋଇଛି ଚଳଚଞ୍ଚଳ । ଘରେ ଘରେ ମିଠାର ଆସର ସହ ରାକ୍ଷୀ ବାନ୍ଧୁଛନ୍ତି ଭଉଣୀମାନେ ।

rakhi purnima
ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଅରୁଆ ଚାଉଳ, ଦୁବ ସହ ରକ୍ଷାର ପ୍ରତିଶୃତି ମାଗୁଛି ଭଉଣୀ । ଅନ୍ୟପକ୍ଷେ ଜଗତର ନାଥ ଜଗନ୍ନାଥ ଓ ବଳଭଦ୍ରଙ୍କ ହାତରେ ମଧ୍ୟ ରାକ୍ଷୀ ବାନ୍ଧିଛନ୍ତି ସୁନା ଭଉଣୀ ସୁଭଦ୍ରା । ଆଧୁନିକତାର ଏହି ଦୁନିଆରେ ଓଡିଆ ପରମ୍ପରା ମଧ୍ୟ ବଞ୍ଚିରହିଛି । ରାକ୍ଷୀ ପୂର୍ଣ୍ଣିଆ ଏହାର ଏକ ନିଚ୍ଛକ ଉଦାହରଣ ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:ରାକ୍ଷୀ ପାଇଁ ଚଳଚଞ୍ଚଳ ସ୍ମାର୍ଟ ସିଟି ଭୁବନେଶ୍ୱରBody:ରାକ୍ଷୀ ପାଇଁ ଚଳଚଞ୍ଚଳ ସ୍ମାର୍ଟ ସିଟି ଭୁବନେଶ୍ୱର
ଗୋଟିଏ ଦିନ ରେ ଭାରତ ବର୍ଷ ରେ ଦୁଇଟି ବଡ଼ ପର୍ବ ।ଗୋଟିଏ ପଟେ ସମଗ୍ର ଭାରତ ବର୍ଷ ସ୍ବାଧୀନତା ଦିବସ ସହ ଭାଉଣୀ ଭାଇ ହାତ ରେ ରାକ୍ଷୀ ବାନ୍ଧି ରକ୍ଷା ବନ୍ଧନ ପାଳନ କରୁଛି। ଆଉ ଏଠୁ ବାଦ ପଡିନି ସ୍ମାର୍ଟ ସିଟି ଭୁବନେଶ୍ୱର। ଘରେ ଘରେ ମିଠା ପିଠା ର ଆଶାର ସହ ରାକ୍ଷୀ ବାନ୍ଧିବା ରେ ଭଉଣୀ ମାନେ ବ୍ୟସ୍ତ। ଥାଳି ରେ ଦୁବ, ଅରୁଆ ଚାଉଳ ସହ ଦୀପ ଧୂପ ରେ ନିଜ ଭାଇ ହାତରେ ରାକ୍ଷୀ ବାନ୍ଧି ଦେଉଛନ୍ତି ଭାଉଣୀ ମାନେ। ଇତିହାସ ରେ ବି ରହିଛି ରାକ୍ଷୀ ଜଗତ ର ନାଥ ଜଗନ୍ନାଥ ମଧ୍ୟ ନିଜ ଭଉଣୀ ହାତରୁ ରାକ୍ଷୀ ବାନ୍ଧିଥାନ୍ତି।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.