ETV Bharat / city

ରାଜଧାନୀରେ ରେଳ ସୁରକ୍ଷା ବଳର 'ରାଇଜିଂ ଡେ' ପାଳିତ - ରାଜଧାନୀରେ ରାଇଜିଂ ଡେ ପାଳନ

ରାଜଧାନୀ ସ୍ଥିତ ରେଳବାଇ ଷ୍ଟାଡିୟମରେ 35 ତମ ରାଇଜିଂ ଡେ ପାଳନ ହୋଇଛି । ଆଜି ରେଳବାଇ ପୋଲିସ ବା ଆରପିଏଫ ପକ୍ଷରୁ ଏହି କାର୍ଯ୍ୟକ୍ରମର ଆଯୋଜନ କରାଯାଇଥିଲା ।

ଫଟୋ ସୌଜନ୍ୟ- ପ୍ରତିନିଧି, ଭୁବନେଶ୍ବର
author img

By

Published : Oct 1, 2019, 1:49 PM IST

ଭୁବନେଶ୍ବର: ରାଜଧାନୀରେ ରାଇଜିଂ ଡେ ପାଳନ କରିଛି ରେଳ ସୁରକ୍ଷା ବଳ । ରାଜଧାନୀ ସ୍ଥିତ ରେଳବାଇ ଷ୍ଟାଡିୟମରେ 35 ତମ ରାଇଜିଂ ଡେ ପାଳନ ହୋଇଛି । ଆଜି ରେଳବାଇ ପୋଲିସ ବା ଆରପିଏଫ ପକ୍ଷରୁ ଏହି କାର୍ଯ୍ୟକ୍ରମର ଆଯୋଜନ କରାଯାଇଥିଲା ।

ଭିଡିଓ ସୌଜନ୍ୟ- ପ୍ରତିନିଧି, ଭୁବନେଶ୍ବର

ଏହି କାର୍ଯ୍ୟକ୍ରମରେ ଡଗ ଶୋ , ବାଇକ ଷ୍ଟଣ୍ଟ, ଓ ପରେଡ଼ ପ୍ରଦର୍ଶନ କରାଯାଇଥିଲା । ଅନ୍ୟପଟେ ଭଲ କାମ କରିଥିବା ପୂର୍ବତଟ ରେଳବାଇ କର୍ମଚାରୀ ମାନଙ୍କୁ ସମ୍ମାନିତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ପୂର୍ବତଟ ରେଳ ବିଭାଗର ଜିଏମ ବିଦ୍ୟାଭୂଷଣ ଦାଶ ଓ ଆଇଜି ରାଜା ରାମ ଯୋଗ ଦେଇଥିଲେ ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:ରାଜଧାନୀ ରେ ରେଳ ସୁରକ୍ଷା ବଳ ର ରାଇଜିଙ୍ଗ ଡେ ପାଳନ। ଅନ୍ୟ ପଟେ ରେଳ ବିଭାଗ ର ଡଗ ଶୋ ପାଲଟିଲା ମୁଖ୍ୟ ଆକର୍ଷଣ

ପୂର୍ବତଟ ରେଳ ଆଜି ନିଜର ରାଇଜିଙ୍ଗ ଡେ ପାଳନ
। କରିଛି। ଆଜି ସାକାଳୁ ଭୁବନେଶ୍ୱର ସ୍ଥିତ ରେଳବାଇ ଷ୍ଟାଡିୟମରେ ରେ ନିଜର 35 ତମ ରାଇଜିଙ୍ଗ ଡେ ପାଳନ କରିଛି। ଆଜି ରେଳବାଇ ପୋଲିସ ବା ଆର ପି ଏଫ ପକ୍ଷରୁ ଏକ ସୁନ୍ଦର କାର୍ଯ୍ୟକ୍ରମ ର ଆଯୋଜନ କରାଯାଇଥିଲା। ଡଗ ଶୋ ସହ, ବାଇକ ଷ୍ଟଣ୍ଟ, ଓ ପ୍ୟାରେଡ଼ ସହ ଭଲ କାମ କରିଥିବା ପୂର୍ବତଟ ରେଳ ର କର୍ମଚାରୀ ମାନଙ୍କୁ ସମ୍ନାନିତ ମଧ୍ୟ କରାଯାଇଛି। ଆଜିର ଏହି ଅବସର ରେ ପୂର୍ବତଟ ରେଳ ବିଭାଗ ର ଜି ଏମ ବିଦ୍ୟାଭୂଷଣ ଦାଶ ଓ ଆଇ ଜି ରାଜା ରାମ ଯୋଗ ଦେଇଥିଲେ।Body:ରାଜଧାନୀ ରେ ରେଳ ସୁରକ୍ଷା ବଳ ର ରାଇଜିଙ୍ଗ ଡେ ପାଳନ। ଅନ୍ୟ ପଟେ ରେଳ ବିଭାଗ ର ଡଗ ଶୋ ପାଲଟିଲା ମୁଖ୍ୟ ଆକର୍ଷଣ

ପୂର୍ବତଟ ରେଳ ଆଜି ନିଜର ରାଇଜିଙ୍ଗ ଡେ ପାଳନ
। କରିଛି। ଆଜି ସାକାଳୁ ଭୁବନେଶ୍ୱର ସ୍ଥିତ ରେଳବାଇ ଷ୍ଟାଡିୟମରେ ରେ ନିଜର 35 ତମ ରାଇଜିଙ୍ଗ ଡେ ପାଳନ କରିଛି। ଆଜି ରେଳବାଇ ପୋଲିସ ବା ଆର ପି ଏଫ ପକ୍ଷରୁ ଏକ ସୁନ୍ଦର କାର୍ଯ୍ୟକ୍ରମ ର ଆଯୋଜନ କରାଯାଇଥିଲା। ଡଗ ଶୋ ସହ, ବାଇକ ଷ୍ଟଣ୍ଟ, ଓ ପ୍ୟାରେଡ଼ ସହ ଭଲ କାମ କରିଥିବା ପୂର୍ବତଟ ରେଳ ର କର୍ମଚାରୀ ମାନଙ୍କୁ ସମ୍ନାନିତ ମଧ୍ୟ କରାଯାଇଛି। ଆଜିର ଏହି ଅବସର ରେ ପୂର୍ବତଟ ରେଳ ବିଭାଗ ର ଜି ଏମ ବିଦ୍ୟାଭୂଷଣ ଦାଶ ଓ ଆଇ ଜି ରାଜା ରାମ ଯୋଗ ଦେଇଥିଲେ।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.