ETV Bharat / city

23 ରୁ ରାଜ୍ୟରେ ୩ ଦିନ ବର୍ଷା - ଉତ୍ତର-ପଶ୍ଚିମରେ ବର୍ଷା

ଆସନ୍ତା ଦୁଇଦିନ ପାଗ ଶୁଖିଲା ରହିବ । ତେବେ ୨୩ ତାରିଖରୁ ରାଜ୍ୟରେ ୩ ଦିନ ବର୍ଷା ହେବାର ସମ୍ଭାବନା ରହିଛି । ଅଧିକ ପଢନ୍ତୁ...

weather
23 ତାରିଖରୁ ରାଜ୍ୟରେ ବର୍ଷା
author img

By

Published : Feb 21, 2020, 4:42 AM IST

ଭୁବନେଶ୍ବର: ଆସନ୍ତା ୨୩ ତାରିଖରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା । ଗତ ୨୪ ଘଣ୍ଟାରେ ରାଜ୍ୟର ସମସ୍ତ ଅଞ୍ଚଳରେ ପାଗ ଶୁଖିଲା ରହିଥିଲେ ମଧ୍ୟ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ରାତିରେ ତାପମାତ୍ରା ସ୍ବଭାବିକ ଠାରୁ କମ ରହିଛି ।

ଏହଆକୁ ଦେଖିଲେ ଆସନ୍ତା ଦୁଇଦିନ ପାଗ ଶୁଖିଲା ରହିବ । ତେବେ ୨୩ ତାରିଖରୁ ରାଜ୍ୟରେ ୩ ଦିନ ବର୍ଷା ହେବାର ସମ୍ଭାବନା ରହିଛି । ବିଶେଷକରି ଉତ୍ତର-ପଶ୍ଚିମରେ ବର୍ଷା ହେବ । ଖାସକରି କେନ୍ଦୁଝର,ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ବରଗଡ଼, ମୟୁରଭଞ୍ଜ ଏବଂ ଦେବଗଡ଼ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି ।

23 ତାରିଖରୁ ରାଜ୍ୟରେ ବର୍ଷା

୨୪ ତାରିଖରେ ରାଜ୍ୟର କେତେକ ସ୍ଥାନରେ ଅଧିକ ବର୍ଷା ହେବ । ସେହିପରି ଭୁବନେଶ୍ବରରେ ୨୫ ତାରିଖରେ ବର୍ଷା ହେବ । ରାଜ୍ୟରେ ସ୍ବଳ୍ପ କୁହୁଡି ଦେଖାଦେବା ନେଇ କହିଛନ୍ତି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.