ETV Bharat / city

ଭୁବନେଶ୍ବର ଷ୍ଟେସନରେ ଆତଙ୍କରାଜ, ରେଲୱେ ପୋଲିସର ଲାଠି ଚାର୍ଜ

ରାତି ଅଧରେ ଭୁବନେଶ୍ବର ରେଳଷ୍ଟେସନରେ ହୋ ହାଲ୍ଲା । ରିଜର୍ଭବେସନ ସିଟରେ ଜେନେରାଲ ଟିକେଟଧାରୀ । ଯାହାକୁ ନେଇ ଜିଆରପି ଓ ରେଳ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ ହୋଇଥିଲା । ଏହା ପରେ ଦୀର୍ଘ ଏକ ଘଣ୍ଟା ଯାଏଁ ଅଟକିଥିଲା ଟ୍ରେନ । ସେପଟେ ଆର୍ମୀ ପରୀକ୍ଷାର୍ଥୀଙ୍କୁ ପୋଲିସର ଲାଠି ଚାର୍ଜ ।

ଭୁବନେଶ୍ବର ଷ୍ଟେସନରେ ଆତଙ୍କରାଜ, ରେଲୱେ ପୋଲିସର ଲାଠି ଚାର୍ଜ
author img

By

Published : Oct 16, 2019, 8:45 AM IST

ଭୁବନେଶ୍ବର: ରାଜଧାନୀ ରେଳଷ୍ଟେସନରେ ଆତଙ୍କରାଜ ସାଙ୍ଗକୁ ଭଙ୍ଗାରୁଜା ଓ ଠେଲାପେଲା । ଦୀର୍ଘ ସମୟ ଧରି ହନ୍ତସନ୍ତ ହେଲେ ରେଳ ଯାତ୍ରୀ । ରାତି ଅଧରେ ଭୁବନେଶ୍ବର ରେଳ ଷ୍ଟେସନରେ ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା । ରିଜର୍ଭେସନ ସିଟରେ ଜେନେରାଲ ଟିକେଟଧାରୀ ପଶିଯିବା ଫଳରେ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଥିଲା ।

ରାତି ପ୍ରାୟ ୧୨ ଟା ବେଳକୁ ପରିସ୍ଥିତି ନିୟନ୍ତ୍ରଣ ବାହାରେ । ରାତି ୧୧ଟା ରେ ଭୁବନେଶ୍ବରରୁ ଛାଡିବାକୁ ଥିବା ପୁରୀ-ଦିଲ୍ଲୀ ପୁରୁଷୋତ୍ତମ ଏକ୍ସପ୍ରେସରେ ଭୟଙ୍କର ପରିସ୍ଥିତି ଉପୁଜିଥିଲା । ଟିକେଟ କାଟିଥିବା ଯାତ୍ରୀଙ୍କ ପାଇଁ ସିଟ ନାହିଁ । ରିଜର୍ଭବେସନ ସିଟରେ ଜେନେରାଲ ଟିକେଟଧାରୀ । ଯାହାକୁ ନେଇ ଜିଆରପି ଓ ରେଳ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ ହୋଇଥିଲା । ଏହା ପରେ ଦୀର୍ଘ ଏକ ଘଣ୍ଟା ଯାଏଁ ଅଟକିଥିଲା ଟ୍ରେନ ।

ଭୁବନେଶ୍ବର ଷ୍ଟେସନରେ ଆତଙ୍କରାଜ, ରେଲୱେ ପୋଲିସର ଲାଠି ଚାର୍ଜ

ଆର୍ମି ପରୀକ୍ଷା ଦେବାକୁ ଆସିଥିବା ପରୀକ୍ଷାର୍ଥୀଙ୍କ ପାଇଁ ଘଟିଥିଲା ଏପରି କାରନାମା। ପରିସ୍ଥିତି ଅସମ୍ଭାଳନୀୟ ହେବାରୁ ଜିଆରପି, ଆରପିଏଫ ପୋଲିସ ସମସ୍ତ ବଗିରେ ପଶି ଉକ୍ତ ପରୀକ୍ଷାର୍ଥୀଙ୍କୁ ଘଉଡାଇବାକୁ ଉଦ୍ୟମ କରିଥିଲା । ଶେଷରେ ପରିସ୍ଥିତି ଏପରି ହେଲା ପରୀକ୍ଷାର୍ଥୀ ଟ୍ରେନରୁ ନ ବାହାରି ସିଟ ଚିରା ଚିରି ଆରମ୍ଭ କରିଥିଲେ। ବାଧ୍ୟ ହୋଇ ଆରପିଏଫ ଲାଠି ଚାର୍ଜ କରିବା ଆରମ୍ଭ କରିଥିଲେ । ପରେ ୧୨ ଟା ୧୫ରେ ଟ୍ରେନଟି ଗଡିଥିଲା । ତେବେ ଉତ୍ତରପ୍ରଦେଶ ଓ ବିହାରକୁ ଏହି ଟ୍ରେନଟି ଶେଷ ଟ୍ରେନ ଥିବାରୁ ଏପରି ପରିସ୍ଥିତି ଉପୁଜିଥିଲା । ସେପଟେ ସୂଚନା ମିଳିଛି ପରୀକ୍ଷାର୍ଥୀଙ୍କ ଯିବା ପାଇଁ ଅନ୍ୟ ଟ୍ରେନରେ କିଛି ବ୍ୟବସ୍ଥା କରାଯିବା ବୋଲି ଯୋଜନା କରାଉଛି।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Intro:ଭୁବନେଶ୍ବର ଷ୍ଟେସନରେ ଆତଙ୍କରାଜ,
ରେଲୱେ ପୋଲିସର ଲାଠି ଚାର୍ଜ
Body:
ଭୁବନେଶ୍ବର ରେଳ ଷ୍ଟେସନରେ ଆତଙ୍କରାଜ।ଭଙ୍ଗାରୁଜା ଓ ଠେଲାପେଲା।ଦିର୍ଘ ସମୟ ଧରି ହନ୍ତସନ୍ତ ରେଳ ଯାତ୍ରୀ ହୋ ହଲ୍ଲା। ଏମିତି କିଛି ଦୃଷ୍ଯ ଥିଲା ଭୁବନେଶ୍ବର ରେଳ ଷ୍ଟେସନର।ରାତି ପ୍ରାୟ ୧୨ ଟା ସମୟ ବେଳକୁ ପରିସ୍ଥିତି ନିୟନ୍ତ୍ରଣ ବାହାରେ।୧୧ରେ ଭୁବନେଶ୍ବର ଛାଡିବାକୁ ଥିବା ପୁରି ଦିଲ୍ଲି ପୁରୁଷୋତମ ଏକ୍ସେପ୍ରେସରେ ଏଭଳି ପରିସ୍ଥିତି।ଟିକେଟ କାଟିଥିବା ଯାତ୍ରୀଙ୍କ ପାଇଁ ସିଟ ନାହିଁ। ରିଜର୍ଭବେସନ ସିଟରେ ଜେନେରାଲ ଟିକେଟଧାରି। ଯାହାକୁ ନେଇ ଜିଆରପି ଓ ରେଳକତୃପକ୍ଷଙ୍କ ନିକଟପେ ଅଭିଯୋଗ ପରେ ଟ୍ରନ ଅଟକିଥିଲା ଏକ ଘଣ୍ଟା।ଆର୍ମି ପରିକ୍ଷା ଦେବାକୁ ଆସିଥିବା ପରିକ୍ଷାର୍ଥିଙ୍କ ପାଇଁ ଘଟିଥିବା ଏପରିକାରନାମା। ଶେଷରେ ଜିଆରପି,ଆରପିଏଫ ପୋଲିସ ସମସ୍ତ ବଗି ରେ ପଶି ଘଉଡାଇବାକୁ ଉଦ୍ଯମ କରିଥିଲା।ଶେଷରେ ଫରିସ୍ଥିତି ଏପରି ହେଲା ପରିକ୍ଷାର୍ଥି ଟ୍ରେନରୁ ନବାହାରି ସିଟ ଚିରାଚିରି ଆରମ୍ଭ କରିଥିଲେ।ବାଧ୍ଯ ହୋଇ ଆରପିଏଫ ଲାଠି ଚାର୍ଜ କରିବାକୁ ବାଧ୍ଯ ହୋଇଥିଲା । ପରେ ୧୨ ଟା୧୫ରେ ଟ୍ରେନ ଗଡିଥିଲା । ତେବେ ଉତରପ୍ରଦେଶ ଓ ବିହାରକୁ ଏହି ଗାଡି ଶେଷ ଗାଡି ଥିବାରୁ ଏପରି ପରିସ୍ଥିତି ଉପୁଜିଥିଲା। ତେବେ ସୁଚନା ମିଳିଛି ପରିକ୍ଷାର୍ଥିଙ୍କ ଯିବା ପାଇଁ ଅନ୍ଯ ଚ୍ରେନରେ କିଛି ବ୍ଯବସ୍ଥା କରାଯାଉଥିବା ଯୋଜନା ଚାଲିଛି।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.