ETV Bharat / city

ଟ୍ରାକରେ ପାଣି, ଟ୍ରେନ ଚଳାଚଳ ଠପ୍ - train cancel in bhubaneswar

ଲଘୁଚାପ ବର୍ଷା ଯୋଗୁଁ ଟ୍ରାକରେ ପାଣି ଭର୍ତ୍ତି ହୋଇ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି। ବିଶେଷ ଭାବରେ ପୂର୍ବତଟ ରେଳବାଇର ପଲାସା ଓ ବିଜୟନଗରମ ଅଞ୍ଚଳରେ ରେଳ ଚଳାଚଳରେ ବାଧା ଉପୁଜିଛି।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Oct 24, 2019, 9:58 AM IST

ଭୁବନେଶ୍ବର: ଲଘୁଚାପ ବର୍ଷା ପାଇଁ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ବିଶେଷ ଭାବରେ ପୂର୍ବତଟ ରେଳବାଇର ପଲାସା ଓ ବିଜୟନଗରମ ଅଞ୍ଚଳରେ ଟ୍ରେନ ଚଳାଚଳରେ ବାଧା ଉପୁଜିଛି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ତେବେ ଲଘୁଚାପ ବର୍ଷାରେ ବିଜୟନଗରମ୍ ସହରର ବିଭିନ୍ନ ଅଞ୍ଚଳରୁ ଆସୁଥିବା ଡ୍ରେନ ପାଣି ରେଳ ଷ୍ଟେସନରେ ପସି ଆସିଛି। ଯାହା ଫଳରେ ଟ୍ରାକରେ ଦୀର୍ଘ ସମୟ ଧରି ପାଣି ଜମି ରହିଛି। ସେହିଭଳି ପଲାସାରେ ମଧ୍ୟ ଟ୍ରାକ ଉପରେ ପାଣି ଜମି ରହିଛି ।

ଏପଟେ ଲଘୁଚାପ ବର୍ଷା ପାଇଁ ଭୁବନେଶ୍ବର ଭିଶାଖାପାଟନମ୍ ଇଣ୍ଟରସିଟି ଏକ୍ସପ୍ରେସ ଚଳାଚଳ ବନ୍ଦ ରହିଥିବା ବେଳେ ଏହାର ଦିଗ ପରିବର୍ତ୍ତନ କରି ଶ୍ରୀକାକୁଲମ ପର୍ଯ୍ୟନ୍ତ ଏହି ଟ୍ରେନ ଚଳାଚଳ କରୁଛି।

ଏହାସହ ଭିଶାଖାପାଟନମରୁ ବ୍ରହ୍ମପୁର ଓ ବ୍ରହ୍ମପୁରରୁ ଭିଶାଖାପଟନାମ ସମସ୍ତ ପାସେଞ୍ଜର ଟ୍ରେନ ଚଳାଚଳ ବନ୍ଦ ରହିଛି। ଅଧିକ ବର୍ଷା ପାଇଁ ଆଗାମୀ ସମୟରେ ରେଳ ଚଳାଚଳ ବନ୍ଦ ରହିବ ବୋଲି ପୂର୍ବତଟ ରେଳବାଇ ପକ୍ଷରୁ ସୂଚନା ମିଳିଛି।

ଭୁବନେଶ୍ବରରୁ ବିକାଶ ଦାସ ଓ ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Intro:ଲଘୁଚାପ ପାଇଁ ପୂର୍ବତଟ ରେଳବାଇ ଚଳାଚଳରେ ବାଧାପ୍ରାପ୍ତ।

ଲଘୁଚାପ ବର୍ଷା ପାଇଁ ରେଳ ଚଳାଚଳରେ ବାଧାପ୍ରାପ୍ତ ଘଟିଛି। ବିଶେଷ ଭାବରେ ପୂର୍ବତଟ ରେଳବାଇର ପଳାସା ଓ ବିଜୟନଗରମ ଅଂଚଳରେ ରେଳ ଚଲା ଚାଲ ରେ ବାଧା ଉପୁଜିଛି।

Body:

ଲଘୁଚାପ ବର୍ଷା ପାଇଁ ଅଧିକ ସଂଖ୍ୟାରେ ଏକ୍ସପ୍ରେସ ଓ ପାଶେଞ୍ଜର ଟ୍ରେନ ବିଳମ୍ବରେ ଚାଲୁଛି। ଲଘୁଚାପ ବର୍ଷରେ ଭିଜୟନଗରମ ସହରର ବିଭିନ୍ନ ଅଂଚଳୁ ଆସୁଥିବା ଡ୍ରେନ ପାଣି ରେଳ ଷ୍ଟେସନ ରେ ପସିଆସୁଛି। ଯାହା ଫଳରେ ରେଳ ଟ୍ରାକ ରେ ଦୀର୍ଘ ସମୟ ଧରି ପାଣି ଜାମି ରହିଛି। ସେହି ଭଳି ପଳାସା ରେ ମଧ୍ୟ ରେଳ ଟ୍ରାକ ଉପରେ ପାଣି ଘେରରେ ରହିଛି ଷ୍ଟେସନ।
ଏହି ଲଘୁଚାପ ବର୍ଷା ପାଇଁ ଭୁବନେଶ୍ବର ଭିଶାଖାପଟନାମ ଇଣ୍ଟରସିଟି ଏକ୍ସପ୍ରେସକୁ ଚଳାଚଳ ବନ୍ଦ ରହିଥିବା ବେଳେ ଏହାକୁ ଦିଗ ପରିବର୍ଥନ କରି ଶ୍ରୀକାକୁଲମ ପର୍ଯ୍ୟନ୍ତ ଚଳାଚଳ କରୁଛି। ଏହା ସହ ଭିଶାଖାପଟନାମ ରୁ ବ୍ରହ୍ମପୁର ଓ ବ୍ରହ୍ମପୁରରୁ ଭିଶାଖାପଟନାମ ସମସ୍ତ ପାଶେଞ୍ଜର ଟ୍ରେନ ଚଳାଚଳ ବନ୍ଦ ରହିଛି। ଅଧିକ ବର୍ଷା ପାଇଁ ଆଗାମୀ ସମୟରେ ରେଳଚଳ ବନ୍ଦ ରହିବ ବୋଲି ପୂର୍ବତଟ ରେଳବାଇ ପକ୍ଷରୁ ସୂଚନା ମିଳିଛି।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.