ETV Bharat / city

ଚେନ ପୁଲିଂକୁ ନେଇ ଚିନ୍ତାରେ ରେଲୱେ: ଯାତ୍ରୀଙ୍କୁ ବାଣ୍ଟିଲେ ସଚେତନତା ପତ୍ର

ରେଳ ଷ୍ଟେସନରେ ଚେନ ପୁଲିଂକୁ ନେଇ ଜନ ସଚେତନତା କାର୍ଯ୍ୟକ୍ରମ କରାଯାଇଛି । ଯାତ୍ରୀମାନଙ୍କୁ ସଚେତନତା କରିବା ଲାଗି ସମସ୍ତ ନିୟମାବଳୀ ଥିବା ସଚେତନତା ପତ୍ର ବଣ୍ଟାଯାଇଛି ।

author img

By

Published : Jun 14, 2019, 9:11 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ରେଳ ଷ୍ଟେସନରେ ଚେନ ପୁଲିଂକୁ ନେଇ ଜନ ସଚେତନତା କାର୍ଯ୍ୟକ୍ରମ କରାଯାଇଛି । ଭୁବନେଶ୍ବର ଷ୍ଟେସନ ଦେଇ ଦିନକୁ ପ୍ରାୟ 140 ଟି ଟ୍ରେନ ଯାତାୟାତ କରୁଛି । ଦୈନିକ 50 ହଜାରରୁ ଅଧିକ ଯାତ୍ରୀ ଯିବାଆସିବା କରଥିଆନ୍ତି । ତେବେ ଅନ୍ୟ ଷ୍ଟେସନ ତୁଳନାରେ ଭୁବନେଶ୍ବର ରେଳ ଷ୍ଟେସନ ଅଧିକ ମାତ୍ରାରେ ଚେନ ପୁଲିଂ ହେଉଥିବା ସୂଚନା ମିଳିଛି। ଏଥିପାଇଁ ଯାତ୍ରୀମାନଙ୍କୁ ସଚେତନତା କରିବା ଲାଗି ସମସ୍ତ ନିୟମାବଳୀ ଥିବା ସଚେତନତା ପତ୍ର ବଣ୍ଟାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର ରେଳ ଷ୍ଟେସନ ଓ ଟ୍ରେନ ଭିତରେ ଥିବା ଯାତ୍ରୀ ମାନଙ୍କୁ ରେଳ ଅଧିକାରୀ ମାନେ ଏକ ସଚେତନତା ପତ୍ର ବଣ୍ଟନ କରିବା ସହ ଯାତ୍ରୀଙ୍କୁ ସଚେତନତା କରାଯାଇଛି । ଯେହେତୁ ଦୈନିକ 140 ରୁ ଅଧିକ ଟ୍ରେନ ଚଳାଚଳ ହେଉଛି ସେହି ଅନୁସାରେ ସମୟ ମଧ୍ୟ ରହିଛି । ଟ୍ରେନ ଚେନ୍‌ ପୁଲିଂ କରିବା ଦ୍ବାରା ଅନ୍ୟ ଷ୍ଟେସନ ଉପରେ ପ୍ରଭାବ ପଡୁଛି । ଏହା ଦ୍ବାରା ଟ୍ରେନର ସମୟରେ ସବୁ ସମୟରେ ପରିବର୍ତ୍ତନ କରିବାକୁ ପଡୁଛି ବୋଲି ଭୁବନେଶ୍ବର ଷ୍ଟେସନ ଡାଇରେକ୍ଟର ଚିତ୍ତରଞ୍ଜନ ନାୟକ କହିଛନ୍ତି ।

ଚେନ ପୁଲିଂ ମୁଖ୍ୟତଃ ଟ୍ରେନରେ ଯାତ୍ରା କରୁଥିବା କିଛି ଯାତ୍ରୀ କିମ୍ବା ଟ୍ରେନରେ ଜିନିଷ ପତ୍ର ବିକ୍ରି କରୁଥିବା ଭେଣ୍ଡର ନିଜ ସୁବିଧା ପାଇଁ ଟ୍ରେନର ଆପତକାଳୀନ ଚେନକୁ ଟାଣି ପକାଇଥାନ୍ତି । ତେଣୁ ଏହି କାରଣରୁ ଟ୍ରେନ ଅନେକ ଥର ବିଳମ୍ବ ହୋଇଥାଏ । ଏହାସହ ଷ୍ଟେସନ ପୂର୍ବରୁ ଓହ୍ଲାଇବା ପାଇଁ ଚେଷ୍ଟା କରନ୍ତି , ଯାହା ଦ୍ଵାରା ଟ୍ରେନ ରେ ଥିବା ଚେନ ପୁଲିଂ କରିଥାନ୍ତି । ଫଳରେ ଟ୍ରେନର ସମୟରେ ପରିବର୍ତ୍ତନ ହୋଇଥାଏ । ଏହା ଫଳରେ ଅନ୍ୟ ଟ୍ରେନର ସମୟରେ ପରିବର୍ତ୍ତନ କରିବାକୁ ପଡ଼ିଥାଏ । ଛୋଟ ଛୋଟ କାରଣକୁ ନେଇ ଯାତ୍ରୀ ମାନେ ଯେତେବେଳେ ଚେନ ପୁଲିଂ ନ କରିବାକୁ ରେଳବାଇ ପକ୍ଷରୁ ଅନୁରୋଧ କରାଯାଇଛି ବୋଲି ଆରପିଏଫ୍‌ ଭାରପ୍ରାପ୍ତ ଅଧିକାରୀ କେ. ସେଠୀ କହିଛନ୍ତି ।

ଏଠାରେ ସୂଚନା ଯୋଗ୍ୟ ଯେ ଟ୍ରେନରେ ଲଗାତର ଭାବେ ବୃଦ୍ଧି ପାଉଥିବା ପୁଲିଂ କାରଣରୁ ରେଳ ମନ୍ତ୍ରାଳୟକୁ ପ୍ରତିବର୍ଷ କୋଟି କୋଟି ଟଙ୍କାର କ୍ଷତି ସହିବାକୁ ପଡୁଛି । ଯାତ୍ରୀଙ୍କ ଅସୁବିଧା ସହ ରେଳବାଇ ମଧ୍ୟ ଚେନ୍ ପୁଲିଂ ଯୋଗୁଁ ବିଭିନ୍ନ ପ୍ରକାର ସମସ୍ୟାରେ ପଡିବା ସହ କ୍ଷତି ସହୁଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ଚେନ ପୁଲିଂ କୁ ନେଇ ଚିନ୍ତାରେ ରେଳବାଇ।ଯାତ୍ରୀଙ୍କୁ ନେଇ ସଚେତନତା କରିବାକୁ ପ୍ରୟାସ। 

ଭୁବନେଶ୍ୱର ରେଳ ଷ୍ଟେସନରେ ଚେନ ପୁଲିଂ କୁ ନେଇ ଜନ ସଚେତନତା କାର୍ଯ୍ୟକ୍ରମ କରାଯାଇଛି। ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ହୋଇଥିବା ବେଳେ ଏହି ଷ୍ଟେସନ ଦେଇ ଦିନ କୁ ପ୍ରାୟ 140 ଟି ଟ୍ରେନ ଯାତାୟାତ କରୁଛି। ଦୈନିକ 50 ହଜାର ରୁ ଅଧିକ ଯାତ୍ରୀ ଯିବାଆସିବା କରଥିଆନ୍ତି। ତେବେ ଅନ୍ୟ ଷ୍ଟେସନ ତୁଳନାରେ ଭୁବନେଶ୍ୱର ରେଳ ଷ୍ଟେସନ ଅଧିକ ମାତ୍ରା ରେ ଚେନ ପୁଳିଂ ହେଉଥିବା ସୂଚନା ମିଳିଛି। 

ଏଥିପାଇଁ ଯାତ୍ରୀମାନଙ୍କୁ ସଚେତନତା କରିବା ଲାଗି ଏକ ପ୍ରୟାସ କରାଯାଇଛି। ଭୁବନେଶ୍ୱର ରେଳ ଷ୍ଟେସନ ଓ ଟ୍ରେନ ଭିତରେ ଥିବା ଯାତ୍ରୀ ମାନଙ୍କୁ ରେଳ ଅଧିକାରୀ ମାନେ ଏକ ସଚେତନତା ପତ୍ର ବଣ୍ଟନ କରିବା ସହ ଯାତ୍ରୀ ମାନଙ୍କୁ ସଚେତନତା କରାଯାଇଛି। ଯେହେତୁ ଦୈନିକ 140 ରୁ ଅଧିକ ଟ୍ରେନ ଚଳାଚଳ ହେଉଛି। ସେହି ଅନୁସାରେ ସମୟ ମଧ୍ୟ ରହିଛି। ଟ୍ରେନ ର ଚେନ ପୁଲିଂ କରିବା ଦ୍ୱାରା ଅନ୍ୟ ଷ୍ଟେସନ ଉପରେ ପ୍ରଭାବ ପଡୁଛି। ଏହା ଦ୍ବାରା ଟ୍ରେନର ସମୟରେ ସବୁସମୟରେ ପରିବର୍ତ୍ତନ କରିବାକୁ ପଡୁଛି ବୋଲି ଭୁବନେଶ୍ବର ଷ୍ଟେସନ ଡାଇରେକ୍ଟର ଚିତ୍ତରଞ୍ଜନ ନାୟକ କହିଛନ୍ତି। 

ଓଡ଼ିଶା ର ରାଜଧାନୀ ଭୁବନେଶ୍ୱର ହୋଇଥିବା ବେଳେ ଏଠାକୁ ଅଧିକାଂଶ ଯାତ୍ରୀ ରେଳ ଉପରେ ନିର୍ଭର କରିଥାନ୍ତି। ଷ୍ଟେସନ ପୂର୍ବରୁ ଓହ୍ଲାଇବା ପାଇଁ ଚେଷ୍ଟା କରନ୍ତି। ଯାହା ଦ୍ଵାରା ଟ୍ରେନ ରେ ଥିବା ଚେନ ପୂଳିଂ କରିଥାନ୍ତି। ଯାହା ଦ୍ଵାରା ଟ୍ରେନ ର ସମୟ ରେ ପରିବର୍ତ୍ତନ ହୋଇଥାଏ। ଏହା ଫଳରେ ଅନ୍ୟ ଟ୍ରେନ ର ମଧ୍ୟ ସମୟରେ ପରିବର୍ତ୍ତନ କରିବାକୁ ପଡ଼ିଥାଏ। ଛୋଟ ଛୋଟ କରଣକୁ ନେଇ ଯାତ୍ରୀ ମାନେ ଯେତେବେଳେ ଚେନ ପୂଲିଂ ନ କରିବା କୁ ରେଳବାଇ ପକ୍ଷରୁ ଅନୁରୋଧ କରାଯାଇଛି ବୋଲି ଆରପିଏଫା ର ଭାରପ୍ରପ୍ତ ଅଧିକାରୀ କେ. ସେଠୀ କହିଛନ୍ତି।

ଚିତ୍ତରଞ୍ଜନ ନାୟକ, ଷ୍ଟେସନ ଡାଇରେକ୍ଟର Bbsr
କେ ସେଠୀ, ଆରପିଏଫ, ଭାରପ୍ରାପ୍ତ ଅଧିକାରୀ bbsr

Byte and visual send mojo

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.