ETV Bharat / city

ରାତି ପାହିଲେ ସରସ୍ବତୀ ପୂଜା, ଚଳଚଞ୍ଚଳ ବଜାର - saraswati puja

କୋରୋନା କଟକଣା କୋହଳ ପରେ ଏକ ସାମୁହିକ ପୂଜା ଉତ୍ସବ ପଡ଼ୁଥିବାରୁ ବଜାର ଚଳଚଞ୍ଚଳ ହୋଇଉଠିଥିବା ଦେଖିବାକୁ ମିଳୁଛି। ଅଧିକ ପଢନ୍ତୁ...

ରାତି ପାହିଲେ  ସରସ୍ବତୀ ପୂଜା
ରାତି ପାହିଲେ ସରସ୍ବତୀ ପୂଜା
author img

By

Published : Feb 15, 2021, 9:18 PM IST

ଭୁବନେଶ୍ବର: ରାତି ପାହିଲେ ସରସ୍ବତୀ ପୂଜା। କୋରୋନା କଟକଣା କୋହଳ ପରେ ଏକ ସାମୁହିକ ପୂଜା ଉତ୍ସବ ପଡ଼ୁଥିବାରୁ ବଜାର ଚଳଚଞ୍ଚଳ ହୋଇଉଠିଥିବା ଦେଖିବାକୁ ମିଳୁଛି।

ରାତି ପାହିଲେ ସରସ୍ବତୀ ପୂଜା

ଭୁବନେଶ୍ବରର ବିଭିନ୍ନ ବଜାର ଓ ଛକ ମାନଙ୍କରେ ମାଙ୍କ ମୃଣ୍ମୟୀ ମୃତ୍ତି ବିକ୍ରୟ କରାଯାଉଛି। ପୂର୍ବ ବର୍ଷ ତୁଳନାରେ ଏଥର ବଜାରରେ କମ ସଂଖ୍ୟକ ମୂର୍ତ୍ତି କାରିଗର ସେମାନଙ୍କ ପଶରା ଖୋଲିଥିବା ବେଳେ ଏଥର ସ୍କୁଲ କଲେଜ ବନ୍ଦ ରହିବା ପାଇଁ ସରକାର ଘୋଷଣା କରିଛନ୍ତି। ଯେଉଁଥି ପାଇଁ ମୂର୍ତ୍ତି ଗୁଡିକର ଚଢା ଦରଦାମ ରହିଥିବା ବେଳେ ଶ୍ରଦ୍ଧାଳୁଙ୍କ ନିକଟରେ କୌଣସି ବିକଳ୍ପ ରହୁନାହିଁ।

ସେମାନେ ବାଧ୍ୟ ହୋଇ ଚଢା ଦରରେ ମୂର୍ତ୍ତି ନେଉଥିବା କହିଛନ୍ତି। ସେହିପରି କମ ମୂର୍ତ୍ତି ଆସିଥିବାରୁ ଏବଂ କୋରୋନା ସମୟରେ ବେପାର ହେବ କି ନାହିଁ ସନ୍ଦେହ ଘେରରେ ଥିବାରୁ ଦୋକାନୀ ମାର୍କେଟ ଅନୁସାରେ ବିକ୍ରୟ କରୁଥିବା ଦେଖାଯାଇଛି।

ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.