ETV Bharat / city

ଜେଏନୟୁରେ ଆକ୍ରମଣ ଘଟଣା: ଭୁବନେଶ୍ବରରୁ ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ଦାବି - ଜେଏନୟୁରେ ଆକ୍ରମଣ ଘଟଣା

ଦିଲ୍ଲୀର ଜବାହାର ଲାଲ ନେହେରୁ ବିଶ୍ବବିଦ୍ୟାଳୟରେ ଅତର୍କିତ ଭାବରେ କିଛି ଛାତ୍ରଛାତ୍ରୀଙ୍କ ଉପରେ ଆକ୍ରମଣ ଘଟଣାକୁ ନେଇ ତେଜିଲା ଭୁବନେଶ୍ବରର ବାମପନ୍ଥୀ ଦଳ । ଏହାକୁ ଦୃଢ ଭାବରେ ନିନ୍ଦା କରିବା ସହ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଓ ନରେନ୍ଦ୍ର ମୋଦିଙ୍କ ଇସ୍ତଫା ଦାବି କରିଛନ୍ତି ବାମପନ୍ଥୀ ଦଳ ।

ଜେଏନୟୁରେ ଆକ୍ରମଣ ଘଟଣା: ଭୁବନେଶ୍ବରରେ ପ୍ରତିବାଦ, ପ୍ରଧାନମନ୍ତ୍ରୀଙ୍କ ଇସ୍ତପା ଦାବି

author img

By

Published : Jan 6, 2020, 4:37 PM IST

ଭୁବନେଶ୍ବର: ସାରା ଦେଶରେ ଜେଏନୟୁ ଘଟଣାକୁ ନିନ୍ଦା । ଆକ୍ରମଣକାରୀଙ୍କୁ ଗିରଫ କରିବାକୁ ଜୋର ଧରୁଛି ଦାବି । ଆକ୍ରମଣକାରୀଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ହେଉ ବୋଲି ସାଧାରଣରେ ଦାବି ହେଉଛି । ଏନେଇ ଭୁବନେଶ୍ବର ମାଷ୍ଟର କ୍ୟାଣ୍ଟିନ ଛକ ନିକଟରେ ସିପିଆଇ ଓ ବାମପନ୍ଥୀ ଦଳ ବିରୋଧ କରିଛନ୍ତି ।

ଜେଏନୟୁରେ ଆକ୍ରମଣ ଘଟଣା: ଭୁବନେଶ୍ବରରେ ପ୍ରତିବାଦ, ପ୍ରଧାନମନ୍ତ୍ରୀଙ୍କ ଇସ୍ତପା ଦାବି

ରବିବାର ଦିଲ୍ଲୀର ଜବହାର ଲାଲ ନେହେରୁ ବିଶ୍ବବିଦ୍ୟାଳୟରେ ଅତର୍କିତ ଭାବରେ କିଛି ଛାତ୍ରଛାତ୍ରୀଙ୍କ ଉପରେ ଆକ୍ରମଣ ହୋଇଥିବା ନେଇ ଏବେ ସାରା ଦେଶରେ ଜାରି ରହିଛି ବିକ୍ଷୋଭ ପ୍ରଦର୍ଶନ । ଏହାର ପ୍ରଭାବ ଓଡ଼ିଶାରେ ମଧ୍ୟ ପଡିଛି । ଏହାକୁ ଦୃଢ ଭାବରେ ନିନ୍ଦା କରିବା ସହ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଓ ନରେନ୍ଦ୍ର ମୋଦିଙ୍କ ଇସ୍ତାଫା ଦାବି କରିଛନ୍ତି ବାମପନ୍ଥୀ ଦଳ ।

ଜେଏନୟୁରେ ଏଭଳି ଘଟଣାକୁ ନେଇ ପୋଲିସ ଓ ରାଜନେତାଙ୍କ ହାତ ରହିଛି । ଯାହା ଫଳରେ ମୁଖାଧାରୀମାନେ ଜେଏନୟୁ ପରିସରକୁ ଯାଇ ଆକ୍ରମଣ କରିଛନ୍ତି । ଏଥିରେ ବାଦ ପଡିନାହାଁନ୍ତି ପ୍ରଫେସର। ବାରମ୍ବାର ଜେଏନୟୁରେ ଏଭଳି ଘଟଣା ଘଟୁଥିବାରୁ ଏହାକୁ ନିନ୍ଦା କରିଛନ୍ତି ବିଭିନ୍ନ ଦଳ। ଏହାକୁ ନେଇ ଛାତ୍ରଛାତ୍ରୀ, ବୁଦ୍ଧିଜୀବୀ ଓ କିଛି ତୁଙ୍ଗ ନେତା ଏକତ୍ରିତ ହୋଇ ଭୁବନେଶ୍ବରର ମାଷ୍ଟର କ୍ୟାଣ୍ଟିନ ଛକ ନିକଟରେ ପ୍ରତିବାଦ କରିଛନ୍ତି।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Intro:ଜେ ଏନ ୟୁ ରେ ଆକ୍ରମଣ ଘଟଣା , ପ୍ରତିବାଦ ସହ ଇସ୍ତପା ଦାବି।

ସାରା ଦେଶରେ ଜେ ଏନ ୟୁ ଘଟଣାକୁ ନିନ୍ଦା। ଆକ୍ରମଣକାରୀଙ୍କ ଗିରଫ କରିବାକୁ ଜୋର ଧରୁଛି ଦାବି।ଆକ୍ରମଣକାରୀଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ହେଉ ବୋଲି ସାଧାରଣ ରେ ଦାବି ହେଉଛି। ଏନେଇ ମାଷ୍ଟର କ୍ୟାଣ୍ଟିନ ଛକ ନିକଟରେ ସିପିଆଇ ଓ ବାମ ପନ୍ଥୀ ଦଳ ଏହାକୁ ବିରୋଧ କରିଛନ୍ତି।

Body:

ଜେ ଏନ ୟୁ ରେ ଆତର୍କିତ ଭାବରେ କିଛି ଛାତ୍ର ଛାତ୍ରୀଙ୍କ ଆକ୍ରମଣ ହୋଇଥିବା ବେଳେ ଏହାର ପ୍ରଭାବ ଓଡ଼ିଶାରେ ପଡିଛି। ଏହାକୁ ଦୃଢ ଭାବରେ ନିନ୍ଧା କରିବା ସହ ବିଜେପି ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ସାହା ଓ ନରେନ୍ଦ୍ର ମୋଦି ଙ୍କ ଇସ୍ତାପା ଦାବି କରିଛନ୍ତି ବାମଦଲ ପନ୍ଥୀ।
ଜେ ଏନ ୟୁ ରେ ଏଭଳି ଘଟଣାକୁ ନେଇ ପୋଲିସ ଓ ରାଜନେତା ହାତ ରହିଛି। ଯାହା ଫଳରେ ମୁଖା ପିନ୍ଧି କିଛି ଯୁବକ ଆକ୍ରମଣ କରିଛନ୍ତି। ଏଥିରେ ବାଦ ପଡିନାହାନ୍ତି ଛାତ୍ର ଛାତ୍ର କି ପ୍ରଫେସର। ବାରମ୍ଭାର ଜେ ଏନ ୟୁ ରେ ଏଭଳି ଘଟଣା କୁ ନେଇ ନିନ୍ଧା କରିଛନ୍ତି ବିଭିନ୍ନ ଦଳ।
ଏହାକୁ ନେଇ ଛାତ୍ର ଛାତ୍ରୀ, ବୁଦ୍ଧିଜୀବୀ ଓ କିଛି ତୁଙ୍ଗ ନେତା ଏକତ୍ରିତ ହୋଇ ଭୁବନେଶ୍ୱରର ମାଷ୍ଟର କ୍ୟାଣ୍ଟିନ ଛକ ନିକଟରେ ପ୍ରତିବାଦ କରିବା ସହ ଅମିତ ସାହା ଙ୍କ ଇସ୍ତାପା ଦାବି କରିଛନ୍ତି।

Byte-ଦନାର୍ଦନ ପତି, ସି ପି ଆଇ ଏମ, ରାଜ୍ୟ ସଭାପତି।
Byte- ରାମକୃଷ୍ଣ ପଣ୍ଡା, ବାମ ପନ୍ଥୀ ନେତା।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.