ETV Bharat / city

ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ କୁଳପତି ହେଲେ ପ୍ରଫେସର ଅର୍କ ଦାଶ ମହାପାତ୍ର - ପ୍ରଫେସର ଅର୍କ ଦାଶ ମହାପାତ୍ର

ପ୍ରଫେସର ଅର୍କ ଦାଶ ମହାପାତ୍ର ହେଲେ ଓଡିଶା ଷ୍ଟେଟ ଓପେନ ୟୁନିଭରସିଟି କୁଳପତି ନିଯୁକ୍ତ। ଅଧିକ ପଢନ୍ତୁ...

ପ୍ରଫେସର ଅର୍କ ଦାଶ ମହାପାତ୍ର ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ କୁଳପତି ନିଯୁକ୍ତ

author img

By

Published : Jan 21, 2021, 4:20 PM IST

ଭୁବନେଶ୍ବର: ପ୍ରଫେସର ଅର୍କ ଦାଶ ମହାପାତ୍ର ହେଲେ ଓଡିଶା ଷ୍ଟେଟ ଓପେନ ୟୁନିଭରସିଟି କୁଳପତି ନିଯୁକ୍ତ।

ରାଜ୍ୟପାଳ ଗଣେଶୀ ଲାଲ ତାଙ୍କୁ ନିଯୁକ୍ତ କରିଛନ୍ତି । ପ୍ରଫେସର ଅର୍କ କୁମାରଙ୍କୁ ୩ ବର୍ଷ ପାଇଁ ନିଯୁକ୍ତି ଦେଇଛନ୍ତି ରାଜ୍ୟପାଳ । ବର୍ତ୍ତମାନ ସମ୍ବଲପୁର ୟୁନିଭରସିଟିର ବିଜିନେସ ଆଡ଼ମିନିଷ୍ଟ୍ରେସନର କୁଳପତି ଅଛନ୍ତି ଅର୍କ କୁମାର ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.