ଭୁବନେଶ୍ବର: ବାତ୍ୟା ୟସ୍ ସମୀକ୍ଷା ବୈଠକ ପରେ ଆକାଶ ମାର୍ଗରୁ ବାତ୍ୟାଞ୍ଚଳ ପରିଦର୍ଶନ କଲେ ପ୍ରଧାନମନ୍ତ୍ରୀ ମୋଦି । ଶୁକ୍ରବାର ପ୍ରଧାନମନ୍ତ୍ରୀ ମୋଦି ଓଡିଶା ଆସି ପ୍ରଥମେ ମୁଖ୍ୟମନ୍ତ୍ରୀ, ଦୁଇ କେନ୍ଦ୍ରମନ୍ତ୍ରୀ ଏବଂ ଅଧିକାରୀଙ୍କ ସହ ଏକ ସମୀକ୍ଷା ବୈଠକ କରିବା ପରେ ଆକାଶ ମାର୍ଗରୁ ଭଦ୍ରକ ଓ ବାଲେଶ୍ବର ଜିଲ୍ଲାର ବାତ୍ୟା ସମୀକ୍ଷା କରି ଫେରିଛନ୍ତି ।
ଶୁକ୍ରବାର ରାଜଧାନୀ ସ୍ଥିତ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିମାନବନ୍ଦରରେ ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ କରିବା ପାଇଁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ ଥିଲେ ।
ଏହାପରେ ବାତ୍ୟା ୟସ୍ ନେଇ କରିଥିଲେ ଏକ ସମୀକ୍ଷା ବୈଠକ । ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦୁଇ କେନ୍ଦ୍ରମନ୍ତ୍ରୀ-ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀ, ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଏସଆରସି ପ୍ରଦୀପ ଜେନା ଏବଂ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।
-
PM @narendramodi undertook an aerial survey to review the situation in the wake of Cyclone Yaas.
— PMO India (@PMOIndia) May 28, 2021 " class="align-text-top noRightClick twitterSection" data="
The aerial survey covered parts of Odisha and West Bengal. pic.twitter.com/vo0hX6NDTK
">PM @narendramodi undertook an aerial survey to review the situation in the wake of Cyclone Yaas.
— PMO India (@PMOIndia) May 28, 2021
The aerial survey covered parts of Odisha and West Bengal. pic.twitter.com/vo0hX6NDTKPM @narendramodi undertook an aerial survey to review the situation in the wake of Cyclone Yaas.
— PMO India (@PMOIndia) May 28, 2021
The aerial survey covered parts of Odisha and West Bengal. pic.twitter.com/vo0hX6NDTK
ପ୍ରାୟ ଏକ ଘଣ୍ଟା ଧରି ଏହି ବୈଠକ ଚାଲିବା ପରେ ଆକାଶମାର୍ଗରୁ ବାତ୍ୟା ସମୀକ୍ଷା କରିବାକୁ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଥିଲେ ନରେନ୍ଦ୍ର ମୋଦି । ଆକାଶ ମାର୍ଗରୁ ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ଭଦ୍ରକ ଏବଂ ବାଲେଶ୍ବର ପରିଦର୍ଶନ କରିଥଲେ ପ୍ରଧାନମନ୍ତ୍ରୀ ।
-
#WATCH Prime Minister Narendra Modi conducts an aerial survey of cyclone Yaas affected areas in West Bengal and Odisha
— ANI (@ANI) May 28, 2021 " class="align-text-top noRightClick twitterSection" data="
Union Minister Dharmendra Pradhan is accompanying him pic.twitter.com/Njl0XUly0n
">#WATCH Prime Minister Narendra Modi conducts an aerial survey of cyclone Yaas affected areas in West Bengal and Odisha
— ANI (@ANI) May 28, 2021
Union Minister Dharmendra Pradhan is accompanying him pic.twitter.com/Njl0XUly0n#WATCH Prime Minister Narendra Modi conducts an aerial survey of cyclone Yaas affected areas in West Bengal and Odisha
— ANI (@ANI) May 28, 2021
Union Minister Dharmendra Pradhan is accompanying him pic.twitter.com/Njl0XUly0n
ଏହାପରେ ପ୍ରଧାନମନ୍ତ୍ରୀ ପୂର୍ବମେଦିନପୁରରେ ବାତ୍ୟା ସମୀକ୍ଷା ନେଇ ପଶ୍ଚିମବଙ୍ଗର ପହଞ୍ଚିଥିଲେ । ପଶ୍ଚିମବଙ୍ଗରେ ମଧ୍ୟ ଏକ ସମୀକ୍ଷା ବୈଠକ କରିବା ପରେ ଆକାଶ ମାର୍ଗରୁ ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି କ୍ଷୟକ୍ଷତି ସମ୍ପର୍କରେ ଅବଗତ ହେବା ସହ ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କରିଥିଲେ । ଦୁଇ ରାଜ୍ୟର ବାତ୍ୟା ସମୀକ୍ଷା କରି ପ୍ରଧାନମନ୍ତ୍ରୀ ଦିଲ୍ଲୀ ଫେରିଥିବା ସୂଚନା ମିଳିଛି ।
-
PM Narendra Modi undertakes aerial survey to review the situation in the wake of #CycloneYaas in parts of Odisha and West Bengal; Union Minister Dharmendra Pradhan is accompanying him pic.twitter.com/BmsRQ1pmvr
— ANI (@ANI) May 28, 2021 " class="align-text-top noRightClick twitterSection" data="
">PM Narendra Modi undertakes aerial survey to review the situation in the wake of #CycloneYaas in parts of Odisha and West Bengal; Union Minister Dharmendra Pradhan is accompanying him pic.twitter.com/BmsRQ1pmvr
— ANI (@ANI) May 28, 2021PM Narendra Modi undertakes aerial survey to review the situation in the wake of #CycloneYaas in parts of Odisha and West Bengal; Union Minister Dharmendra Pradhan is accompanying him pic.twitter.com/BmsRQ1pmvr
— ANI (@ANI) May 28, 2021
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ