ETV Bharat / city

ହେଲଦି ଇଣ୍ଡିଆ କ୍ରୋନୋକିଲ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

ଭୁବନେଶ୍ୱରରେ ହେବ 3ଦିନିଆ ହେଲଥ ଇଣ୍ଡିଆ କନକ୍ଲେଭ । ଏନେଇ ହେଲଦି ଇଣ୍ଡିଆ କ୍ରୋନୋକିଲ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ । ଆଗକୁ ପଢନ୍ତୁ..

pressmeet
ହେଲଦି ଇଣ୍ଡିଆ କ୍ରୋନୋକିଲ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ
author img

By

Published : Dec 13, 2019, 4:49 AM IST

ଭୁବନେଶ୍ବର: ରିଜିଓନାଲ ମେଡ଼ିକାଲ ରିସର୍ଚ୍ଚ ସେଣ୍ଟର ଠାରେ 3 ଦିନିଆ ହେଲଦି ଇଣ୍ଡିଆ କନକ୍ଲେଭ ଆୟୋଜିତ ହେବାକୁ ଯାଉଛି । ଯେଉଁଠି ସୁସ୍ଥ ଭାରତ ଗଠନ ନେଇ ବିଭିନ୍ନ ପ୍ରକାର ଆଲୋଚନାଚକ୍ର ଓ ସେମିନାର ଆୟୋଜନ କରାଯାଉଥିବାର ସୂଚନା ମିଳିଛି ।

ହେଲଦି ଇଣ୍ଡିଆ କ୍ରୋନୋକିଲ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

ଏହା ସହିତ ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କ ଜୀବନରେ ଖୁସି ଭରିଦେବା ସହିତ ସେମାନଙ୍କୁ ଆତ୍ମନିର୍ଭରଶୀଳ ହୋଇ ରୋଜଗାରକ୍ଷମ କରାଇବା ପାଇଁ ଋଣ ଓ ନିଯୁକ୍ତି ମେଳାର ମଧ୍ୟ ଆୟୋଜନ କାରଯିବ ବୋଲି ଜଣାପଡିଛି । ଏପରିକି ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କୁ ମାଗଣାରେ କୃତ୍ରିମ ଅଙ୍ଗ ପ୍ରତ୍ୟେଙ୍ଗ ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି ।

ଏନେଇ ସ୍ଥାନୀୟ ପ୍ରେସ କ୍ଲବ ପରିସରରେ ହେଲଦି ଇଣ୍ଡିଆ କ୍ରୋନୋକିଲ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନାଦେଇ ଏନ ବି ଏ ର ଅଧ୍ୟକ୍ଷ କେକେ ଅଗ୍ରୱାଲ ସୂଚନା ଦେଇଛନ୍ତି । ତେଣୁ ଏହି କନକ୍ଲେଭରେ ଅଧିକରୁ ଅଧିକ ଦିବ୍ୟାଙ୍ଗ ଭାଇ ଓ ଭଉଣୀମାନେ ଯୋଗଦେଇ ସେମାନଙ୍କ ପାଇଁ ସରକାରଙ୍କ ପକ୍ଷରୁ ଥିବା ବିଭିନ୍ନ ସୁବିଧା ସୁଯୋଗ ବିଷୟରେ ଅବଗତ ହେବା ସହ ଏହାର ଲାଭ ଉଠାଇବା ପାଇଁ ଏହି କନକ୍ଲେଭର କନଭେନର ଅମିତାଭ ଜୟପ୍ରକାଶ ଚୌଧୁରୀ ପ୍ରକାଶ କରିଛନ୍ତି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ

Intro:ଭୁବନେଶ୍ୱର ର ରିଜିଓନାଲ ମେଡ଼ିକାଲ ରିସର୍ଚ୍ଚ ସେଣ୍ଟର ଠାରେ 3 ଦିନିଆ ହେଲଦି ଇଣ୍ଡିଆ କନକ୍ଲେଭ ଆୟୋଜିତ ହେବାକୁ ଯାଉଛି।ଯେଉଁଠି ସୁସ୍ଥ ଭାରତ ଗଠନ ନେଇ ବିଭିନ୍ନ ପ୍ରକାର ଆଲୋଚନାଚକ୍ର ଓ ସେମିନାର ଆୟୋଜନ କରାଯାଉଥିବାର ସୂଚନା ମିଳିଛି ।ଏହା ସହିତ ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କ ଜୀବନରେ ଖୁସି ଭରିଦେବା ସହିତ ସେମାନଙ୍କୁ ଆତ୍ମନିର୍ଭରଶୀଳ ହୋଇ ରୋଜଗାରକ୍ଷମ କରାଇବା ପାଇଁ ଲୋନ ଓ ଜବ ମେଳାର ମଧ୍ୟ ଆୟୋଜନ କାରଜୀବ ବୋଲି ଜଣାପଡିଛି।ଏପରିକି ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କୁ ମାଗଣାରେ କୃତ୍ରିମ ଅଙ୍ଗ ପ୍ରତ୍ୟେଙ୍ଗ ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି।

Body: ଏନେଇ ସ୍ଥାନୀୟ ପ୍ରେସ କ୍ଲବ ପରିସରରେ ହେଲଦି ଇଣ୍ଡିଆ କ୍ରୋନୋକିଲ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନାଦେଇ ଏନ ବି ଏ ର ଅଧ୍ୟକ୍ଷ କେକେ ଅଗ୍ରୱାଲ ସୂଚନା ଦେଇଛନ୍ତି।ତେଣୁ ଏହି କନକ୍ଲେଭ ରେ ଅଧିକରୁ ଅଧିକ ଦିବ୍ୟାଙ୍ଗ ଭାଇ ଓ ଭଉଣୀମାନେ ଯୋଗଦେଇ ସେମାନଙ୍କ ପାଇଁ ସରକାରଙ୍କ ପକ୍ଷରୁ ଥିବା ବିଭିନ୍ନ ସୁବିଧା ସୁଯୋଗ ବିଷୟରେ ଅବଗତ ହେବା ସହ ଏହାର ଲାଭ ଉଠାଇବା ପାଇଁ ଏହି କନକ୍ଲେଭ ର କନଭେନର ଅମିତାଭ ଜୟପ୍ରକାଶ ଚୌଧୁରୀ ପ୍ରକାଶ କରିଛନ୍ତି।
ବାଇଟ-କେକେ ଅଗ୍ରୱାଲ
ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.