ETV Bharat / city

ରାଉରକେଲା IGH ସୁପରସ୍ପେଶାଲିଟି ହସ୍ପିଟାଲ ଉଦଘାଟନ କଲେ ରାଷ୍ଟ୍ରପତି - ଏନଆଇଟି ସମାବର୍ତ୍ତନ

NIT ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି
NIT ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି
author img

By

Published : Mar 21, 2021, 7:40 AM IST

Updated : Mar 21, 2021, 7:01 PM IST

18:43 March 21

ରାଜଭବନ ଅଭିମୁଖେ ରାଷ୍ଟ୍ରପତି

ରାଉରକେଲା IGH ସୁପରସ୍ପେଶାଲିଟି ହସ୍ପିଟାଲ ଉଦଘାଟନ ପରେ ଭୁବନେଶ୍ବରରେ ପହଞ୍ଚିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଭୁବନେଶ୍ବର ବିମାନବନ୍ଦରରୁ ରାଜଭବନ ଅଭିମୁଖେ ଯାଉଛନ୍ତି ରାଷ୍ଟ୍ରପତି । ରାଜଭବନରେ ରାତ୍ରିଯାପନ କରିବେ ରାଷ୍ଟ୍ରପତି ।

15:50 March 21

ରାଉରକେଲା IGH ସୁପରସ୍ପେଶାଲିଟି ହସ୍ପିଟାଲ ଉଦଘାଟନ କଲେ ରାଷ୍ଟ୍ରପତି

ରାଉରକେଲା IGH ସୁପରସ୍ପେଶାଲିଟି ହସ୍ପିଟାଲ ଉଦଘାଟିତ । ସୁପର ସ୍ପଶାଲିଟି ହସ୍ପିଟାଲ ଉଦଘାଟନ କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଉଦଘାଟନୀ ସମାରୋହରେ ଉପସ୍ଥିତ ଅଛନ୍ତି ରାଜ୍ୟପାଳ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରାଧାନ । 

15:42 March 21

ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ରାଷ୍ଟ୍ରପତି, ସୁପର ସ୍ପଶାଲିଟି ହସ୍ପିଟାଲର କରିବେ ଲୋକାର୍ପଣ

ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ପହଞ୍ଚିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସୁପର ସ୍ପଶାଲିଟି ହସ୍ପିଟାଲର ଲୋକାର୍ପଣ କରିବେ ରାଷ୍ଟ୍ରପତି । ରାଜ୍ୟପାଳ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଉପସ୍ଥିତ । 

13:05 March 21

ଜାତୀୟ ଶିକ୍ଷା ନୀତି 2021ର ଏକ ଉଦ୍ଦେଶ୍ୟକୁ ପୂରା କରିବ ଏନଆଇଟି

ଏହି  କାର୍ଯ୍ୟକ୍ରମରେ ଯୋଗ ଦେଇ ରାଷ୍ଟ୍ରପତି ଛାତ୍ରଛାତ୍ରୀ ଓ ଉପସ୍ଥିତି ଅତିଥିଙ୍କୁ ସମ୍ବୋଧିତ କରି କହିଛନ୍ତି କି, ଜାତୀୟ ଶିକ୍ଷା ନୀତି 2021ର ଏକ ଉଦ୍ଦେଶ୍ୟକୁ ଏନଆଇଟି ରାଉରକେଲା ପରି ସଂସ୍ଥାଗୁଡିକ ପୂରା କରିବ । ପୂର୍ବାଞ୍ଚଳ ଭାରତର ଦ୍ବିତୀୟ ବୃହତ୍ତମ ସରକାରୀ ପ୍ରଯୁକ୍ତି ବିଦ୍ୟା ପ୍ରତିଷ୍ଠାନ ଭାବରେ ଏନଆଇଟି ରାଉରକେଲା ଇଞ୍ଜିନିୟରିଂ ଏବଂ ଟେକ୍ନୋଲୋଜିର ଗୁରୁତ୍ବପୂର୍ଣ୍ଣ ଅବଦାନ ରହିଛି । 6 ଦଶନ୍ଧି ଧରି ଏହି ଇଞ୍ଜିନିୟରିଂ କଲେଜ ଦେଶର ବୈଷୟିକ ଅନେକ କିଛି ଦେଇଛି ବୋଲି କୋବିନ୍ଦ କହିଛନ୍ତି ।

11:51 March 21

ସମାବର୍ତ୍ତନ ସମାରୋହକୁ ସମ୍ବୋଧିତ କରୁଛନ୍ତି କୋବିନ୍ଦ

ରାଉରକେଲା ଏନଆଇଟି ସମାବର୍ତ୍ତନ ସମାରୋହକୁ ସମ୍ବୋଧିତ କରୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏହା ପୂର୍ବରୁ ସମାବର୍ତ୍ତନ ଉତ୍ସବରେ  118 ଜଣଙ୍କୁ ଡକ୍ଟରେଟ ଓ 8 ପ୍ରାକ୍ତନ ଛାତ୍ରଙ୍କୁ ସମ୍ମାନିତ କରାଯାଇଛି ।

11:14 March 21

NIT ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି

NIT ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି

ରାଉରକେଲା NIT ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି । କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ , କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ସୁନ୍ଦରଗଡ ସାଂସଦ ଜୁଏଲ ଓରାମ ଉପସ୍ଥିତି । 

10:44 March 21

ସୁନ୍ଦରଗଡରେ ରାଷ୍ଟ୍ରପତି

ରାଉରକେଲାରେ ପହଞ୍ଚିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ଝାରସୁଗୁଡାରୁ ଆସି ରାଉରକେଲାରେ ପହଞ୍ଚିଛନ୍ତି । ଆଉ କିଛି ସମୟ ପରେ ରାଉରକେଲା ଏନଆଇଟି ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ ।

10:07 March 21

ରାଉରକେଲା ଅଭିମୁଖେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ଝାରସୁଗୁଡା ବିମାନ ବନ୍ଦରରେ ପହଞ୍ଚିବା ପରେ ରାଉରକେଲା ଅଭିମୁଖେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ରାଉରକେଲାର ଏନଆଇଟି କନଭୋକେସନରେ ଯୋଗଦେବେ ରାଷ୍ଟ୍ରପତି ।

08:50 March 21

ଝାରସୁଗୁଡା ଅଭିମୁଖେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ରାଷ୍ଟ୍ରପତି ରାମନାଥ କୋବିନ୍ଦ କାରକେଡ ରାଜ ଭବନରୁ ବାହାରି ବିମାନ ବନ୍ଦର ଅଭିମୁଖେ । 09 ଟା 15 ସୁଦ୍ଧା ଝାରସୁଗୁଡା ବିମାନ ବନ୍ଦର ଅଭିମୁଖେ ଉଡାଣ ଭରିବେ ।

07:01 March 21

ରାଉରକେଲା ଏନଆଇଟି ସମାବର୍ତ୍ତନ ଉତ୍ସବରେ ସାମିଲ ହେବେ ରାଷ୍ଟ୍ରପତି

ରାଉରକେଲା: ଆଜି ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଉରକେଲା ଗସ୍ତ କରିବେ । ଏହି ଅବସରରେ ସେ ଏନଆଇଟି କନଭୋକେସନରେ ଯୋଗଦେବେ । ପୂର୍ବାହ୍ନ 9ଟାରେ ରାମନାଥ କୋବିନ୍ଦଙ୍କ କାରକେଡ ରାଜଭବନରୁ ବାହାରି 9ଟା 5 ରେ ବିମାନ ବନ୍ଦରରେ ପହଞ୍ଚିବେ । 9ଟା 15ରେ  ଝାରସୁଗୁଡା ବିମାନ ବନ୍ଦର ଅଭିମୁଖେ ଉଡାଣ ଭରିବ । ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାରୁ ସ୍ବତନ୍ତ୍ର ବିମାନ ଯୋଗେ ରାଉରକେଲା ଅଭିମୁଖେ ବାହାରିବେ । 10 ଟା 35ରେ ରାଉରକେଲାର ଏନଆଇଟି କ୍ୟାମ୍ପସ ଯିବେ । ଏନଆଇଟି ସମାବର୍ତ୍ତନ ଉତ୍ସବରେ ପୂର୍ବାହ୍ନ 11ଟାରୁ ମଧ୍ୟାହ୍ନ 12ଟା ପର୍ଯ୍ୟନ୍ତ ରହିବେ । ଏହାପରେ ରାଉରକେଲା ଷ୍ଟିଲ ପ୍ଲାଣ୍ଟ ଦ୍ବାରା ନିର୍ମିତ ସୁପର ସ୍ପେଶାଲିଟି ହସ୍ପିଟାଲର ଉଦଘାଟନ ମଧ୍ୟ କରିବେ ରାଷ୍ଟ୍ରପତି ।

Last Updated : Mar 21, 2021, 7:01 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.