ETV Bharat / city

OUATର ନୂଆ କୁଳପତି ହେଲେ ପ୍ରଭାତ କୁମାର ରାଉଳ

ପ୍ରଫେସର ପ୍ରଭାତ କୁମାର ରାଉଳଙ୍କୁ (Prof Pravat Kumar Roul) ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟରେ ନୂଆ କୁଳପତି ଭାବେ ନିଯୁକ୍ତି ମିଳିଛି । ରାଜ୍ୟପାଳ ତଥା କୁଳାଧିପତି ପ୍ରଫେସର ଗଣେଶୀ ଲାଲ ଓୟୁଏଟିର (Odisha University of Agriculture & Technology) ନୂଆ କୁଳପତି ଭାବେ ପ୍ରଫେସର ରାଉଳଙ୍କୁ ଏହି ନିଯୁକ୍ତି ଦେଇଛନ୍ତି । ଅଧିକ ପଢନ୍ତୁ

author img

By

Published : Sep 9, 2022, 5:52 PM IST

Updated : Sep 9, 2022, 6:04 PM IST

ପ୍ରଭାତ କୁମାର ରାଉଳ ହେଲେ OUATର କୁଳପତି
ପ୍ରଭାତ କୁମାର ରାଉଳ ହେଲେ OUATର କୁଳପତି

ଭୁବନେଶ୍ବର: ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟରେ (Odisha University of Agriculture & Technology) ନିଯୁକ୍ତ ହୋଇଛନ୍ତି ନୂଆ କୁଳପତି । ପ୍ରଫେସର ପ୍ରଭାତ କୁମାର ରାଉଳ ( Prof Pravat Kumar Roul ) ଓୟୁଏଟିର ନୂତନ କୁଳପତି ଭାବରେ ନିଯୁକ୍ତି ପାଇଛନ୍ତି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପ୍ରଫେସର ରାଉଳଙ୍କୁ ଓୟୁଏଟିର ନୂତନ କୁଳପତି ଭାବରେ ନିଯୁକ୍ତି ଦେଇଛନ୍ତି ।

ପ୍ରଫେସର ପ୍ରଭାତ କୁମାର ରାଉଳଙ୍କୁ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟରେ ନୂଆ କୁଳପତି ଭାବେ ନିଯୁକ୍ତି ମିଳିଛି (Prof Pravat Kumar Roul as the Vice Chancellor of Orissa University of Agriculture and Technology in Bhubaneswar ) । ରାଜ୍ୟପାଳ ତଥା କୁଳାଧିପତି ପ୍ରଫେସର ଗଣେଶୀ ଲାଲ ଓୟୁଏଟିର ନୂଆ କୁଳପତି ଭାବେ ପ‌୍ରଫେସର ରାଉଳଙ୍କୁ ଏହି ନିଯୁକ୍ତି ଦେଇଛନ୍ତି । ପ୍ରଫେସର ପ୍ରଭାତ କୁମାର ରାଉଲଙ୍କୁ ତିନି ବର୍ଷ ପର୍ଯ୍ୟନ୍ତ ଓଡ଼ିଶା କୃଷି ଏବଂ ବୈଷୟିକ ବିଶ୍ଵବିଦ୍ୟାଳୟର କୁଳପତି ଭାବରେ ନିଯୁକ୍ତ ରହିବେ ।

ତାଙ୍କର ଶିକ୍ଷାଦାନ କ୍ଷେତ୍ରରେ ୨୯ ବର୍ଷର ଅଭିଜ୍ଞତା ରହିଛି । ସେ ୨୪ଟି ପୁସ୍ତକ ପ୍ରକାଶ କରିଛନ୍ତି ଏବଂ ୯ ଜଣ Ph.Dଧାରୀଙ୍କୁ ସଫଳତାର ସହ ମାର୍ଗଦର୍ଶନ କରିଛନ୍ତି (He has published 24 books and successfully guided 9 PhD scholars ) ।

ବର୍ତ୍ତମାନ ପ୍ରଫେସର ରାଉଳ APICOLର ପରିଚାଳନା ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି ( Prof Roul is currently posted as Managing Director, APICOL ) । ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟରେ ନୂତନ କୁଳପତି ଭାବେ ଯୋଗଦେବା ଠାରୁ ପ୍ରଫେସର ରାଉଳ ଏହି ପଦବୀରେ ତିନି ବର୍ଷ ପାଇଁ କାମ କରିବେ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Sep 9, 2022, 6:04 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.