ETV Bharat / city

ପ୍ରତିଘରେ ପହଞ୍ଚିବ ପାଇପ ଯୋଗେ ପାନୀୟ ଜଳ, ଖର୍ଚ୍ଚ ହେବ ୨୦ହଜାର କୋଟି - ପଞ୍ଚାୟତିରାଜ ମନ୍ତ୍ରୀ

୬୬ଟି ମେଗା ଓ୍ଵାଟର ପ୍ରୋଜେକ୍ଟ ଓ 6000 ପାଇପ୍ ପାଇପ ଓ୍ଵାଟର କାର୍ଯ୍ୟ ରାଜ୍ୟରେ ଚାଲୁଛି । ଘରେ ଘରେ ପାନୀୟ ଜଳ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ନଗର ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ।

ଘରେ ଘରେ ପହଞ୍ଚିବ ପାଇପ ଯୋଗେ ପାନୀୟ ଜଳ, ଖର୍ଚ୍ଚ ହେବ ୨୦ହଜାର କୋଟି

author img

By

Published : Jun 9, 2020, 8:43 PM IST

ଭୁବନେଶ୍ବର: ୬୬ଟି ମେଗା ଓ୍ଵାଟର ପ୍ରୋଜେକ୍ଟ ଓ 6000 ପାଇପ୍ ପାଇପ ଓ୍ଵାଟର କାର୍ଯ୍ୟ ରାଜ୍ୟରେ ଚାଲୁଛି । କୋରୋନା କଟକଣା ଯୋଗୁଁ ଗତ 2ମାସରୁ ଏ ସବୁ କାମ ବନ୍ଦ ଥିଲା । ଏବେ ଏହି ସବୁ କାମ ଆରମ୍ଭ କରାଯିବ ବୋଲି ନଗର ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ ସୂଚନା ଦେଇଛନ୍ତି । ଏଥିପାଇଁ 20ହଜାର କୋଟି ଖର୍ଚ୍ଚ କରାଯିବ ।

ଘରେ ଘରେ ପହଞ୍ଚିବ ପାଇପ ଯୋଗେ ପାନୀୟ ଜଳ, ଖର୍ଚ୍ଚ ହେବ ୨୦ହଜାର କୋଟି

ଯେଉଁଠି ପାନୀୟ ଜଳ ସୁବିଧା ନାହିଁ, ନୂଆ ଯୋଜନା ଦ୍ବାରା କିପରି ପାନୀୟ ଜଳ ମିଳିପାରିବ, ସେ ନେଇ ଆଜି ଆଲୋଚନା ହୋଇଛି । ଏଥି ପାଇଁ ୧୦ ହଜାର କୋଟି ଟଙ୍କାର ବ୍ୟବସ୍ଥା କରିଛୁ । ଏହାସହ ବନ୍ଦ ଥିବା ୨୦ହଜାର କୋଟି ଟଙ୍କାର କାମ ଆରମ୍ଭ କରି ତ୍ବାରାନ୍ବିତ କରି ଘରେ ଘରେ ପାନୀୟ ଜଳ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ନଗର ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ।

ଏନେଇ ଲୋକସେବା ଭବନରେ ଆୟୋଜିତ ବୈଠକ ପରେ ମନ୍ତ୍ରୀ ସୂଚନା ଦେଇଛନ୍ତି । ସୂଚନାନୁସାରେ କୋରୋନା ପାଇଁ ବିଭିନ୍ନ କାର୍ଯ୍ୟ ବନ୍ଦ ଥିଲା ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.