ETV Bharat / city

ଝିଲିକ୍‌-ପ୍ରୀତି ରଞ୍ଜନଙ୍କ ବିବାହ ନେଇ ମୁହଁ ଖୋଲିଲେ ପ୍ରଫୁଲ୍ଲ ଘଡାଇ - ଝିଲିକଙ୍କ ବାହାଘର

ପୁଅ ପ୍ରୀତି ରଞ୍ଜନଙ୍କ ବିବାହ ନେଇ ମୁହଁ ଖୋଲିଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଘଡାଇ । କୋରୋନା ଭୟରେ ରାଜସ୍ଥାନରେ ହେବାକୁ ଥିବା ଡେଷ୍ଟିନେସନ ଓ୍ଵେଡିଂ କାର୍ଯ୍ୟକ୍ରମ ବାତିଲ କରି ଚିଲିକାର ସ୍ବସ୍ତି ରିସର୍ଟରେ ହୋଇଛି ଏହି ସିକ୍ରେଟ ବିବାହ ।

prafulla ghadei reaction on son's marriage, bhubaneswar latest news, jhilik marriage, corona fear, କୋରୋନା ଆତଙ୍କ, ଭୁବନେଶ୍ବର ଲାଟେଷ୍ଟ ନ୍ୟୁଜ୍‌, ଝିଲିକଙ୍କ ବାହାଘର, ଝିଲିକ-ପ୍ରୀତି ରଞ୍ଜନଙ୍କ ବିବାହରେ ପ୍ରଫୁଲ୍ଲଙ୍କ ପ୍ରତିକ୍ରିୟା
ଝିଲିକ୍‌-ପ୍ରୀତି ରଞ୍ଜନଙ୍କ ବିବାହ ନେଇ ମୁହଁ ଖୋଲିଲେ ପ୍ରଫୁଲ୍ଲ ଘଡେଇ
author img

By

Published : Mar 12, 2020, 3:04 PM IST

ଭୁବନେଶ୍ବର: ପୁଅ ପ୍ରୀତି ରଞ୍ଜନଙ୍କ ବିବାହ ନେଇ ମୁହଁ ଖୋଲିଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଘଡାଇ । କୋରୋନା ଭୟରେ ରାଜସ୍ଥାନରେ ହେବାକୁ ଥିବା ଡେଷ୍ଟିନେସନ ଓ୍ଵେଡିଂ କାର୍ଯ୍ୟକ୍ରମ ବାତିଲ କରି ଚିଲିକାର ସ୍ବସ୍ତି ରିସର୍ଟରେ ହୋଇଛି ଏହି ସିକ୍ରେଟ ବିବାହ । ତେବେ ସୁରୁଖୁରୁରେ ବିବାହ ସମ୍ପନ୍ନ ହୋଇଛି ଓ ସେମାନଙ୍କୁ ନୂଆ ଜୀବନର ଆରମ୍ଭରେ ଶୁଭକାମନା ଜଣାଉଛି ବୋଲି କହିଛନ୍ତି ପ୍ରଫୁଲ୍ଲ ଘଡାଇ ।

ଝିଲିକ୍‌-ପ୍ରୀତି ରଞ୍ଜନଙ୍କ ବିବାହ ନେଇ ମୁହଁ ଖୋଲିଲେ ପ୍ରଫୁଲ୍ଲ ଘଡେଇ

ନବଦମ୍ପତ୍ତି ଦେଶ ସେବାରେ ବ୍ରତୀ ହୁଅନ୍ତୁ ବୋଲି ସେ ଆଶା କରିଛନ୍ତି । ବର୍ତ୍ତମାନ କୋରୋନା ଆତଙ୍କ ବଢିବାରେ ଲାଗିଥିବା ବେଳେ କେବଳ ପରିବାର ଓ ବନ୍ଧୁଙ୍କ ଗହଣରେ ଏହି ବାହାଘର ସମ୍ପନ୍ନ ହୋଇଛି ବୋଲି ସେ ସୂଚନା ଦେଇଛନ୍ତି । ପୂର୍ବରୁ ଡେଷ୍ଟିନେସନ ଓ୍ଵେଡିଂ ପାଇଁ ଯୋଜନା ଥିଲା କିନ୍ତୁ କୋରୋନା ଭାଇରସ୍ ପାଇଁ ବାହାରକୁ ଯିବା ଆସିବା ଉପରେ ଅନେକ କଟକଣା ରହିଥିବାରୁ ଯୋଜନାରେ ପରିବର୍ତ୍ତନ କରାଯାଇଥିବା ସେ କହିଛନ୍ତି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.