ETV Bharat / city

‘ଦଳ ଟିକେଟ ଦେଲେ ବିଜେପୁର ଉପ-ନିର୍ବାଚନ ଲଢିବି’ - ବିଜେପୁର ଉପ-ନିର୍ବାଚନ

ବିଜେପୁର ଉପନିର୍ବାଚନରେ ବିଜେପିରୁ ପ୍ରାର୍ଥୀ ହେବା ପାଇଁ ଆଗ୍ରହୀ ବରିଷ୍ଠ ନେତା ପ୍ରଦୀପ ପୁରୋହିତ । ଦଳ ଯଦି ଟିକେଟ ଦେବ ସେ ନିଶ୍ଚୟ ନିର୍ବାଚନ ଲଢିବେ ବୋଲି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।

ଫାଇଲ ଫଟୋ
author img

By

Published : Sep 15, 2019, 9:50 PM IST

ଭୁବନେଶ୍ବର: ବିଜେପୁର ଉପନିର୍ବାଚନ ପାଇଁ ଘୋଷଣା ହୋଇପାରେ ତାରିଖ । ଖୁବ୍ କମ୍ ଦିନ ମଧ୍ୟରେ ଘୋଷଣା ହେବ ବିଜ୍ଞପ୍ତି । ଏନେଇ ବିଭିନ୍ନ ରାଜନୈତିକ ଦଳ ଆରମ୍ଭ କରି ଦେଇଛନ୍ତି କସରତ । ତେବେ ବିଜେପି ପାଇଁ ଏବେ 3 ଜଣ ପ୍ରମୁଖ ଦାବିଦାର ରହିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ପଦ୍ମପୁର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ଯଦିଓ ଗତ ସାଧାରଣ ନିର୍ବାଚନରେ ହାରିଯାଇଥିଲେ ଏବେ ସେ ବିଜେପୁରରୁ ନିର୍ବାଚନ ଲଢ଼ିବାକୁ ଆଗ୍ରହ ପ୍ରକାଶ କରିଛନ୍ତି । ଦଳ ଯଦି ଟିକେଟ ଦିଏ ତେବେ ସେ ଲଢ଼ିବାକୁ ପ୍ରସ୍ତୁତ ବୋଲି କହିଛନ୍ତି ପ୍ରଦୀପ ।

କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ମୃତ୍ୟୁ ପରେ ହୋଇଥିବା ଉପ ନିର୍ବାଚନରେ ଦଳ ଅଶୋକ ପାଣିଗ୍ରାହୀଙ୍କୁ ପ୍ରାର୍ଥୀ କରିଥିଲା । କିନ୍ତୁ ସାଧାରଣ ନିର୍ବଚନରେ ବିଜେପୁର ପାଇଁ ପ୍ରାର୍ଥୀ ହୋଇଥିଲେ ସନତ ଗଡତିଆ । ତେଣୁ ଉଭୟ ନେତା ଏବେ ମଧ୍ୟ ପ୍ରାର୍ଥୀ ହେବାକୁ ଆଶାବାନ୍ଧି ବସିଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ବିଜେପୁର ଉପନିର୍ବାଚନ ପାଇଁ ଖୁବଶୀଘ୍ର ଘୋଷଣା ହେବ ତାରିଖ। ବିଜ୍ଞପ୍ତି ପ୍ରକାଶ ପାଇବା ସମୟ ପାଖେଇ ଆସିଥିବା ବେଳେ ବିଭିନ୍ନ ରାଜନୈତିକ ଦଳ କସରତ ଆରମ୍ଭ କରି ଦେଇଛନ୍ତି। ତେବେ ବିଜେପି ପାଇଁ ଏବେ 3 ଜଣ ପ୍ରମୁଖ ଦବିଦର ରହିଛନ୍ତି। ପଦ୍ମପୁର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ଯଦିଓ ଗତ ସାଧାରଣ ନିର୍ବାଚନରେ ହାତିଯାଇଥିଲେ ଏବେ ସେ ବିଜେପୁର ରୁ ଲଢ଼ିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ଦଳ ଜଫି ଟିକେଟ ଦିଏ ତେବେ ସେ ଲଢ଼ିବାକୁ ପ୍ରସ୍ତୁତ ବୋଲି କହିଛନ୍ତି ପ୍ରଦୀପ।

Body:ବାଇଟ ପ୍ରଦୀପ ପୁରୋହିତ, ବିଜେପି ନେତା

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.