ଭୁବନେଶ୍ବର: ପୁଣି ପ୍ରଦୀପ ପାଣିଗ୍ରାହୀଙ୍କୁ ପଚରାଉଚରା କରିବ ବ୍ରହ୍ମପୁର ପୋଲିସ । ଏନେଇ ଗୋଳନ୍ତରା ଥାନାରେ ହୋଇଥିବା ଅଭିଯୋଗ ଆଧାରରେ ପଚରାଉଚରା କରିବ ପୋଲିସ । ଏଥିପାଇଁ ଝାରପଡା ଜେଲରୁ ବ୍ରହ୍ମପୁରକୁ ନେଇଛି ପୋଲିସ।
ଦୁଇଟି ପୋଲିସ ଭ୍ୟାନ ଯୋଗେ କଡା ସୁରକ୍ଷା ବଳୟରେ ପୋଲିସ ଏସକର୍ଟରେ ପ୍ରଦୀପଙ୍କୁ ନିଆଯାଇଛି । ପରେ ସେଠାରେ ଏସଡ଼ିଜେଏମ କୋର୍ଟରେ ହାଜର ପରେ ପୋଲିସ ରିମାଣ୍ଡରେ ନେବ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ