ETV Bharat / city

ଉନ୍ନୟନ କମିଶନର ଭାବେ ଯୋଗଦେଲେ ପ୍ରଦୀପ ଜେନା - ଉନ୍ନୟନ କମିଶନର ପ୍ରଦୀପ ଜେନା

ନୂଆବର୍ଷରୁ ପ୍ରଶାସନକୁ ନୂଆ ରୂପ ଦେବାକୁ ଯାଇ ରାଜ୍ୟ ସରକାର ଆଜି ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଉନ୍ନୟନ କମିଶନର ଭାବରେ ଯୋଗଦେଲେ ପ୍ରଦୀପ ଜେନା । ଅଧିକ ପଢନ୍ତୁ...

ଉନ୍ନୟନ କମିଶନର ଭାବରେ ଯୋଗଦେଲେ ପ୍ରଦୀପ ଜେନା
ଉନ୍ନୟନ କମିଶନର ଭାବରେ ଯୋଗଦେଲେ ପ୍ରଦୀପ ଜେନା
author img

By

Published : Jan 1, 2021, 5:13 PM IST

ଭୁବନେଶ୍ବର: ନୂଆବର୍ଷରୁ ପ୍ରଶାସନକୁ ନୂଆ ରୂପ ଦେବାକୁ ଯାଇ ରାଜ୍ୟ ସରକାର ଆଜି ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟ ସରକାର ଉନ୍ନୟନ କମିଶନର ଭାବେ ୧୯୮୯ ବ୍ୟାଚ୍ ଆଇଏଏସ୍ ତଥା ଗ୍ରାମ୍ୟ ଉନ୍ନୟନ ବିଭାଗ ଦାୟିତ୍ବରେ ଥିବା ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନାଙ୍କୁ ନିଯୁକ୍ତି ଦେଇଛନ୍ତି ।

ଉନ୍ନୟନ କମିଶନର ଭାବରେ ଯୋଗଦେଲେ ପ୍ରଦୀପ ଜେନା

ଶ୍ରୀ ଜେନା ଏବେ ଅତିରିକ୍ତ ଭାବେ ସ୍ବତନ୍ତ୍ର ରିଲିଫ୍ କମିଶନର ଦାୟିତ୍ବ ମଧ୍ୟ ତୁଲାଉଛନ୍ତି । ଏହି ଅବସରରେ ପ୍ରଦୀପ ଜେନା କହିଛନ୍ତି ଯେ ନବବର୍ଷ ରାଜ୍ୟ ପାଇଁ ଉନ୍ନତି ଆଣୁ ଓ ସମସ୍ତଙ୍କ ସ୍ଵାସ୍ଥ୍ୟ ଭଲ ରହୁ । ଏହି କାମନା କରି ନୂଆ ବର୍ଷରେ ସମସ୍ତେ ସତଭାବନା ସତଚିନ୍ତା କରି ଆଗକୁ ବଢିବା ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.