ETV Bharat / city

ଖୋର୍ଦ୍ଧାରେ ଚିହ୍ନଟ ଆକ୍ରାନ୍ତ ମୁମ୍ବାଇର ଡ୍ରାଇଭର, ରାଜ୍ୟରେ ମୋଟ 270 - ଓଡିଶାରେ କୋରୋନା

ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ପୁଣି ପରିବର୍ତ୍ତନ । ଶୁକ୍ରବାର ସନ୍ଧ୍ୟାରେ ଗଞ୍ଜାମରେ 24 ଓ ଖୋର୍ଦ୍ଧାରେ ଜଣେ କୋରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ମାତ୍ର ଖୋର୍ଦ୍ଧାରୁ ଚିହ୍ନଟ ହୋଇଥିବା ବ୍ୟକ୍ତି ଜଣଙ୍କ ମୁମ୍ବାଇର ଟ୍ରକ ଡ୍ରାଇଭର ହୋଇଥିବା ଜଣାପଡିଛି ।

khurdha latest news, corona in odisha, corona update, ଖୋର୍ଦ୍ଧା ଲାଟେଷ୍ଟ ନ୍ୟୁଜ୍‌, ଓଡିଶାରେ କୋରୋନା, କୋରୋନା ଅପଡେଟ
ଖୋର୍ଦ୍ଧାରେ ଚିହ୍ନଟ ଆକ୍ରାନ୍ତ ମୁମ୍ବାଇ ଡ୍ରାଇଭର, ରାଜ୍ୟରେ ମୋଟ 270
author img

By

Published : May 8, 2020, 10:17 PM IST

ଭୁବନେଶ୍ବର: ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ପୁଣି ପରିବର୍ତ୍ତନ । ଶୁକ୍ରବାର ସନ୍ଧ୍ୟାରେ ଗଞ୍ଜାମରେ 24 ଓ ଖୋର୍ଦ୍ଧାରେ ଜଣେ କୋରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ମାତ୍ର ଖୋର୍ଦ୍ଧାରୁ ଚିହ୍ନଟ ହୋଇଥିବା ବ୍ୟକ୍ତି ଜଣଙ୍କ ମୁମ୍ବାଇର ଟ୍ରକ ଡ୍ରାଇଭର ହୋଇଥିବା ଜଣାପଡିଛି । ସେ ଦୁର୍ଘଟଣାର ଶିକାର ହେବା ପରେ ଏମ୍ସରେ ଭର୍ତ୍ତି ହୋଇଛନ୍ତି । ଏଥିସହ ରାଜ୍ୟରେ କୋରୋନା ଆକ୍ରାନ୍ତ ସଂଖ୍ୟା 271 ନୁହେଁ ବରଂ 270 ରହିଥିବା ସ୍ପଷ୍ଟ ହୋଇଛି ।

khurdha latest news, corona in odisha, corona update, ଖୋର୍ଦ୍ଧା ଲାଟେଷ୍ଟ ନ୍ୟୁଜ୍‌, ଓଡିଶାରେ କୋରୋନା, କୋରୋନା ଅପଡେଟ
ଖୋର୍ଦ୍ଧାରେ ଚିହ୍ନଟ ଆକ୍ରାନ୍ତ ମୁମ୍ବାଇ ଡ୍ରାଇଭର, ରାଜ୍ୟରେ ମୋଟ 270

ତେବେ ଶୁକ୍ରବାର ଖୋର୍ଦ୍ଧାରେ କୌଣସି ପଜିଟିଭ ମାମଲା ରହିନଥିବା ସ୍ପଷ୍ଟ ହୋଇଛି । ସେପଟେ ସନ୍ଧ୍ୟାରେ ଆସିଥିବା ପଜିଟିଭ ମାମଲା ଖୋର୍ଦ୍ଧାର ନୁହେଁ ମହାରାଷ୍ଟ୍ରର ବୋଲି ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ସୂଚନା ଅନୁଯାୟୀ ମୁମ୍ବାଇର ଏକ ଟ୍ରକ ଡ୍ରାଇଭରଙ୍କ ଖୋର୍ଦ୍ଧାରେ ଦୁର୍ଘଟଣା ହୋଇଥିଲା । ଟେଷ୍ଟିଂ ପରେ ସେ ପଜିଟିଭ ରହିଥିବା ଜଣାପଡିଥିଲା । ବର୍ତ୍ତମାନ ଏମ୍ସରେ ତାଙ୍କର ଚିକିତ୍ସା ଜାରି ରହିଛି । ଏଥିସହ ବର୍ତ୍ତମାନ ସୁଦ୍ଧା ଖୋର୍ଦ୍ଧାରେ ମୋଟ ପଜିଟିଭ ମାମଲା ସଂଖ୍ୟା 50 ଓ ଗଞ୍ଜାମରେ ମୋଟ 71 ରହିଛି ।

ଭୁବନେଶ୍ବରରୁ ବିକାଶ ଦାଶ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.